Nojoto: Largest Storytelling Platform

Best nojoto_odia Shayari, Status, Quotes, Stories

Find the Best nojoto_odia Shayari, Status, Quotes from top creators only on Nojoto App. Also find trending photos & videos about nojoto app kya hai, nojoto kya hai, nojoto love poetry, nojoto love shayari, nojoto love quotes,

  • 1 Followers
  • 2 Stories

Papu

ଚାଲି ଚଲନ୍ ଦେଖି ମୁନୁଷ୍ କେ ମୁନୁଷ୍ ଭିତରେ ଗନ୍
ଉପରେ ହସି ଦେଇକରି କେଭେଁ ନାଇଁ ଫୁଲାବ ମନ୍
ଦେଖି ଚାହିଁ କରି ଥିବୁ ଇନ ନେହେଲେ କେନ୍ତା କରି ଜୀଁବୁ
ସାଙ୍ଗ୍ ଦେବେ ତୋର୍ ଛାଡ଼ି ଇନ ଯାହାର୍ ଲାଗି ତୁଇଁ ଲଢବୁ
ନିଜର୍ ଲୋକ୍ ଯେତେବେଲେଁ ବଦଲେଇ ଦେବେ ରଙ୍ଗ୍ 
ପରର୍ ଲୋକ୍ ସାଙ୍ଗେ ତୁଇଁ କାଏଁ ଲାଜେ ଗାଳି ଲାଗବୁ
ନାଇଁ ଭାଙ୍ଗବୁ ମନ୍ କେ ଯଦି କିଏ ବିନା ଦୋଷେଁ ଦୋଷ୍ ଦେଲେ
ଭଗବାନ୍ ଅଛେ ଉପରେ ସବୁ ଦେଖୁଛେ କଲେ କଲେ
ସତ୍ କଥା ଇ ଜୀବନ୍ ଥିଁ ସବୁଦିନ ଲଢ଼ି ଲଢ଼ି କରି
କିହେ ନାଇଁ ଜାନି ଆମେ କେଭେଁ ଯିମା ଛାଡ଼ି କରି
ଭରସା ରଖ୍ ନିଜର୍ ଉପରେ ନାଇଁ ଭାବିକରି ହୀନ୍
ଦୁନିଆ ଝୁକବା ତୋର୍ ଆଗାଡେ ଆସବା ତୋର୍ ବି ଦିନ୍ #sambalpuri #motivation #asba_tor_b_din #nojoto #nojoto_odia

Papu

ବହୁତ୍ ଧୋକା ଖାଇଛେ ମୋର୍ ଜୀବନ ଥି
ହେଲେ କାହାକେ କେଭେଁ ଧୋକା ନି ଦେଇଁ

ମଉକା ତ ତୋର୍ ପରେ ବି ବନେ ମିଲିଥିଲା
ବାକି ତୋର୍ ଛଡା କାହାକେ ମଉକା ନି ଦେଇଁ #sambalpuri #betrayal #nojoto_odia


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile