Nojoto: Largest Storytelling Platform

New royal bengal tiger Quotes, Status, Photo, Video

Find the Latest Status about royal bengal tiger from top creators only on Nojoto App. Also find trending photos & videos about, royal bengal tiger.

    LatestPopularVideo

Sonu Dixit

ଓଡିଶାର ଶିମିଳିପାଳ ଜାତୀୟ ଉଦ୍ୟାନ ଗତ ସାତ ଦିନ ଧରି ଜଳୁଛି ଏବଂଜାତୀୟ ତଥା ଆନ୍ତର୍ଜାତୀୟ ଗଣମାଧ୍ୟମ ଏହି ଖବରର ସ୍ଥିତି ନାହିଁ! ଉକ୍ତ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ #Collab #YourQuoteAndMine #yqodia #Yqbhaina #prayforsimilipal #ଶିମିଳିପାଳଜଳୁଛି

read more
ଚିର ଶ୍ୟାମଳା ଶିମିଳିପାଳ
ଆଜି କରାଳ ଜ୍ୱାଳାରେ ଜର୍ଜର...
ସହ ସହ ବର୍ଷର ବିଶାଳ ଦ୍ରୁମରାଜି,
ମୂକସାକ୍ଷୀ ଯିଏ ଭଞ୍ଜ-ଇତିହାସର...
ସେଇ ହରିତ ବନଭୂମି ସାଜିଛି ପାଉଁସର ଆସର...
ଚତୁର୍ଦିଗ ଆଜି ଖାଲି କଳା ଆଉ ଧୂସର...

ପ୍ରତିଧ୍ବନିତ ହୁଏ କେବଳ ଯାହା ଜ୍ୱଳନ୍ତ ଶାଳ-ମହୁଲ ର ଚଡଚଡ ଶବ୍ଦ ,
ଆଉ ଜୀବଜନ୍ତୁଙ୍କ କରୁଣ ଚିତ୍କାର...

କେତେ ପ୍ରାଣୀଙ୍କ ଶିକାର ନଦେଖିଚି ସେ ତା ବକ୍ଷ ରେ,
କିନ୍ତୁ ଆଜି ସେ ନିଜେ ହେଇଚି ଶିକାର...
ଲୋଭ-କ୍ଷୋଭ ଓ ରାଜନୀତିର ନିଆଁର...
ଏ ନିଆଁ...ଏ ନିଆଁ ତ ସାରା ବିଶ୍ୱରେ ଜଳୁଥିଲା,
ତ ବାଦ ବା କେମିତି ପଡ଼ିଥାନ୍ତା ନାଁ ସିମିଳିପାଳର...
 ଓଡିଶାର ଶିମିଳିପାଳ ଜାତୀୟ ଉଦ୍ୟାନ ଗତ ସାତ ଦିନ ଧରି ଜଳୁଛି ଏବଂଜାତୀୟ ତଥା ଆନ୍ତର୍ଜାତୀୟ ଗଣମାଧ୍ୟମ ଏହି ଖବରର ସ୍ଥିତି ନାହିଁ!
 ଉକ୍ତ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ

Ayaan khan

bengal tiger #suspense

read more

@Manorama morya

#Itc royal Bengal Kolkata West Bengal #Videos

read more

@Manorama morya

RTC Royal Bengal Kolkata #Videos

read more

RAKESH CHAHAR

white tiger West Bengal #short #erotica

read more

Raaj Rajput

jindagi #Bhaiya ji #royal #Tiger #awsome

read more

Raaj Rajput

jindagi #Bhaiya ji #royal #Tiger #awsome

read more

SUBRATA PATI

BENGAL BENGAL

read more

sanju.G

#Bengal

read more

Efaj

#Bengal #Memes

read more
loader
Home
Explore
Events
Notification
Profile