Find the Latest Status about vasanth and co from top creators only on Nojoto App. Also find trending photos & videos about, vasanth and co.
R.R Sahoo
ବସନ୍ତର ଆଗମନେ ଚତୁର୍ଦ୍ଦିଗେ ବଉଳର ବାସ୍ନା ନାନା ବର୍ଣ୍ଣେ ଧରଣୀ ସୁଶୋଭିତ, ଅପେକ୍ଷାର ହୋଇଅଛି ଅନ୍ତ ସ୍ଵାଗତ ତୁମକୁ ଋତୁରାଜ ବସନ୍ତ।୧। ବସନ୍ତର ଆଗମନେ ବିରାଜନ୍ତି ମାଆ ବୀଣାପାଣି, ମଳୟ ପବନର ପରଶେ ଶୀତ ନିଏ ଆମଠୁ ମେଲାଣି।୨। ବସନ୍ତର ଆଗମନେ ପଲ୍ଲବିତ ହୁଏ ବନ ଉପବନ, କୁହୁ କୁହୁ କୋକିଳର ତାନେ ପ୍ରଫୁଲ୍ଲିତ ହୋଇଯାଏ ମନ।୩। #lilywritting #yqquotes #yqodia #vasanth #basant
Vasantha Kumar
Entertainment Is Important Part Of Human Life... ©Vasantha Kumar #Quotes #write #vasanth #entertainment #films #motivate