Find the Latest Status about purnima in marathi from top creators only on Nojoto App. Also find trending photos & videos about, purnima in marathi.
Sk Sarafat Ali
ବରଷକୁ ଆସେ ଥରେ ନିଷ୍ପାପ ପୁଣ୍ୟର ଧାର୍ମିକ କାର୍ତ୍ତିକ ମାସ, ଧରମକୁ ରଖି ସାକ୍ଷୀ ସଭିଏଁ ଧରମ ପାଳନ୍ତି ଛାଡି ସବୁ ଆମିଷ; ମାସ ଶେଷରେ ଆସେ ପଞ୍ଚଦିନ ପଞ୍ଚୁକ ଆଉ କାର୍ତ୍ତିକ ପୁନେଇ, ଅତି ଶରଧାରେ ଯାଆନ୍ତି ସଭିଏଁ ନଦୀ ମୁହାଣରେ ବୋଇତ ବନ୍ଦେଇ; ପୂର୍ବ ପୁରୁଷେ ଓଡିଆ ସାଧବ ଦୂର ଦେଶ ଲାଗି କରୁଥିଲେ ଯେଉ ବୋଇତ ବନ୍ଦାଣ, ସେଇ ରୀତିକୁ ବଜାୟ ରଖି...ଆଜି ଆମ ଜାତି କରୁଅଛି ଏଇ ପରମ୍ପରାଗତ ମେଲଣ; ଏଇ ଦିନରେ ପୂଜା ପାଆନ୍ତି ଚନ୍ଦ୍ରିକୀ ବାହକ କାର୍ତ୍ତିକ ଦେବ, ମଗନରେ ସ୍ବର୍ଗରେ ହୁଏ ଦେବତାମାନଙ୍କ ଦୀପାବଳୀ ସମାବେଶ; ଆମେ କଟକିଆଂକର ବାଲିଯାତରା... ତାଠୁ କି ହେବ ବଡ ମେଳ ଆସନ୍ତି ସଭିଏଁ ଦେଖି ସବୁ କୌତୁକ ଆଉ ପୁଣି ରାମଦୋଳି ଖେଳ। In odiya kartik Purnima special
In odiya kartik Purnima special
read morenaina
ho khup god god hastos tu ho khup god god hastos tu mhanun tar majhya mana vr raaj kartos tu.... mhanun tar roz majhya swapnat yetos tu .. mala vel lavtos tu .. kharach khup god hastos tu ho khup god hastos tu mhanunch tar mazh swapn aahes tu chaha peksha god aahes tu mazhya hrudyachi dhad dhad aahes .. kharach khup god aahes tu... kharach khup god hastos tu ......... naina #some thing in marathi .
#Some thing in marathi .
read moreKrishnakant Borse
Trying in marathi..repist of #सहम हुआ सा। #nojoto #marathi #nojoto #marathi #Poetry #Quotes
Purnima rao
Purnima rao's Stories in 2018 #Throwback2018 Purnima rao की कहानियाँ 2018 में #लम्हें2018 2018 #Nojoto2018
read moreyou favourite
rashmika too cute wear in Marathi dress #RashmikaMandanna #marathi #marathisong #fyp #Love
read more