Find the Latest Status about maa shayari odia from top creators only on Nojoto App. Also find trending photos & videos about, maa shayari odia.
Rakesh Kumar
କୌଣସି ସମୟ ଖରାପ ନୁହେଁ। ଭଲ ସମୟ ଖୁସି ଦିଏ। ଖରାପ ସମୟ ଶିକ୍ଷା ଦିଏ। Odia shayari
Rakesh Kumar
ନିଜେ ଖୁସିରେ ରହିବା ଅପେକ୍ଷା ଅନ୍ୟ ମାନଙ୍କୁ ଖୁସି ଦିଅ । Odia shayari
PM Shayari
तारीफ़ करना है तो सिर्फ चेहरे पर मत करो क्योंकि लोग उसी पर अच्छा करने की कोशिश करते हैं जिस पर तारीफ़ मिलता है #odia#shayari
Kaliyuga Krushna
ସବୁ ସପନ ତ ସତ ହୁଏ ନାହିଁ ଦେଇଯାଏ କିଛି ବ୍ୟଥା, କଳ୍ପନା କୁ କିଏ ପାରିଛି କି ଛୁଇଁ ଦୁଃଖ ହିଁ ମିଳେ ଅଯଥା ବାସ୍ତବିକତାର ବାସ୍ତବ ବେଶରେ ବିଶ୍ୱାସ ସାଉଁଟୁ ଥାଏ, ସେର ତ ପୂରେନା ମାଣ ବି ପୂରେନା ଖାଲି ହାତେ ଫେରି ଯାଏ। #shayari #poetry #odia @
Rakesh Kumar
ଜୀବନରେ ଯାହାର ଥରେ ହାତ ଧରିଛ ତାହା ହାତ କେବେବି ଛାଡିବନି 😣😣😣 Love shayari /Odia
Manasmita Padhiary
ମନ ଖୋଜୁଥିଲା ତତେ କାହିଁକି ଯେ ଏତେ ସପନେ ଆସି ନିଦ ନବୁ ବୋଲି ନା ସ୍ପନ୍ଦନେ ରହିବୁ ବୋଲି Manasmita Padhiary #river #shayari#odia