Find the Best Biswasa Shayari, Status, Quotes from top creators only on Nojoto App. Also find trending photos & videos about
Adyasha Priyadarshini D
।।। ବିଶ୍ୱାସ ।।। ବିଶ୍ୱାସ, ଏକ ସୂତା ଖିଅ ପରି, ବାନ୍ଧି ଦିଏ, ଗୋଟିଏ ମନରେ ଅନ୍ୟଟିକୁ । ବିଶ୍ୱାସ, ସେଇ ମୃଦୁ ମଳୟ ପରି, ଯାହା ଛୁଇଁ ଗଲେ, ଆସେ ପରିତୃପ୍ତି । ବିଶ୍ୱାସ, କେବେ ଚଗଲା ଫଗୁଣ ପରି, କଳା-ଧଳା ଜୀବନରେ, ବୋଳି ଦିଏ ରଙ୍ଗ ଅବିର । ବିଶ୍ୱାସ, କେବେ ଶ୍ରାବଣ ର ବର୍ଷା ସାଜି, ପଡିଆରେ ବି ଖେଳାଏ କୁସୁମ, ଓଠ ଧାରେ ଆଙ୍କି ଦିଏ ହସ ଏକ ଉଷ୍ଣ । ବିଶ୍ୱାସ, କେବେ ନିଶ୍ୱାସ ପରି, ଆଙ୍କି ଦିଏ ଜୀବନ ରେଖା, ଅବିରତ ଦିଏ ବଞ୍ଚିବାର ଆଶା । #yqbaba #YQBhaina #YQOdia #MunOdia #biswasa Ipsita Sahoo , Malaya Mohanty , Kabita Mohanty madam, Tina Acharyadi Samaya tike dei dekhibe au nijara matamata debe. Apekhya re.. 😊
❤yashi❤
Biswasa Jibana eka saphalata nija upare biswasa ra, jibana eka biphalata nija upare abiswasa ra, mula manta e biswasa e biswa e sansara ra ...😊 #Biswasa #odia #Shayari
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited
Follow us on social media:
For Best Experience, Download Nojoto