Find the Latest Status about india wins freedom from top creators only on Nojoto App. Also find trending photos & videos about, india wins freedom.
Dharma pandit( Unbreakable)
एक पराये खुले शहर की कैद और बंद घर की आजादी घर से बाहर निकलने के बाद ही समझ आती है..!!✍️ ©Dharma pandit( Unbreakable) #Freedom
Tafizul Sambalpuri
White ଶେଷ ଧାଡ଼ିର ମଣିଷ ମଣିଷମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ବୋଧେ ଶେଷ ଧାଡ଼ିର ମାନକ ମାନକ ମେନେ, ଏଇ ଯେମିତି ଧନ, ଜ୍ଞାନ, ସମ୍ମାନ ବୋଧେ ଏମିତି କିଛି ସ୍ଥିତିରୁ ଚିହ୍ନଟ ହୁଅନ୍ତି ଶେଷ ଧାଡ଼ିର ମଣିଷ ସେମାନେ ଶେଷ ଧାଡ଼ିରେ ଥାଆନ୍ତି ସତ କାର୍ଯ୍ୟ ସବୁ ତାଙ୍କର କିନ୍ତୁ ଆଗ ଧାଡ଼ିରେ ସେମାନେ ହିଁ ଟାଣି ନିଅନ୍ତି ଅକ୍ଳେଶରେ ଜାତୀ ନନ୍ଦିଘୋଷକୁ ଆଗକୁ ଆଗକୁ ତୁମ ପାଦତଳେ ଥିବା ଏହି ରାସ୍ତା ତୁମେ ମୁଣ୍ଡ ଉପରେ ଥିବା ଛାତ ତୁମେ ସମ୍ମୁଖରେ ଥିବା ସୁରମ୍ୟ ଅଟ୍ଟାଳିକା ତୁମେ ଛାଡ଼ି ଆସିଥିବା ଇତିହାସ ତୁମେ ପଢିଥିବା ଭୂଗୋଳ ସବୁଠି ସେମାନଙ୍କ ରକ୍ତିମ ସ୍ବାକ୍ଷର ରହିଛି ଏଇ ଦେଖୁନା ବାହାରିଥିବା ଶୋଭାଯାତ୍ରାକୁ ସମାନେ ଜାଣନ୍ତି ନାହି ସେମାନଙ୍କ ମୂଲ୍ୟକୁ ହେଲେ ବୁଝିବା ଲୋକେ ଠିକ୍ ଠହରେଇ ଛନ୍ତି ସେମାନଙ୍କ ସ୍ବରର ଶକ୍ତି କେତେ ଦମଦାର୍ ଏତେ ପରେ ମଧ୍ୟ ସେମାନେ ସର୍ବଦା କାହିଁକି ରହି ଯାଇଛନ୍ତି ଶେଷ ଧାଡିରେ ହଁ, ପ୍ରଶ୍ନ ତ ନିଶ୍ଚୟ ଉଠିବ ହେଲେ ଉତ୍ତର କ'ଣ କିଛି ନାହିଁ ନା ଏହା ଏକ ଅଭିଶପ୍ତ ପରମ୍ପରା ଯାହାର କୈାଣସି ଅନ୍ତ ନାହିଁ । ©Tafizul Sambalpuri #Freedom
Akash Kumar
White Sometimes you have to lose your mind to find your freedom. ©Akash Kumar #Freedom
Vijay Vidrohi
White जब जुल्म की इंतेहा होती है तब बगावतें जवां होती है। ©Vijay Vidrohi #Freedom #viral #poem #Poetry #Love #India #Life #HUmanity #equality #Democracy
Sakshi Dwivedi
White हम मोहताज नहीं किस्मत के हम अपने दम पर बहुत कुछ करना जानते हैं!! ©Sakshi Dwivedi #Freedom
INDRAJEET KUMAR,
White आंसू आ जाये तो घूट कर पी जायें इन खुले आसमा तले कभी तो खुल कर जी जायें। ©INDRAJEET KUMAR, #Freedom
Swati kashyap
मर्यादा में रहकर स्वतंत्र रहना, मर्यादा तोड़कर स्वतंत्र होना.. दोनों के परिणामों में आकाश पाताल का अंतर है.. ©Swati kashyap #freedom
Adesh K Arjun
One Community Got The Title Of Independence, One Community Got Freedom. ©Adesh K Arjun #Freedom