Nojoto: Largest Storytelling Platform

New betiyada jaga nammanne kayuvaga song Quotes, Status, Photo, Video

Find the Latest Status about betiyada jaga nammanne kayuvaga song from top creators only on Nojoto App. Also find trending photos & videos about, betiyada jaga nammanne kayuvaga song.

Stories related to betiyada jaga nammanne kayuvaga song

    LatestPopularVideo

Sanju_07

Betiyada jaaga naammane kayuvaga❤️🥰Editing #publish #viral #Viwes #Like #Comment #Music #kannadalyrics #Editing #creation #Love

read more

Noor Shah

Jaga jaga

read more

Srinivas Sina

jaga #ಜೀವನ

read more

S.Sangeeta

JB king

jaga #ଶାୟାରି

read more

S.Sangeeta

ତୁ କହିଥିଲୁ ଜଗା ,ତୁ କହିଥିଲୁ....
ଭାଙ୍ଗି ଯାଇଥିଲେ ଗଢାଇଦେବୁ...ହଜି ଯାଇଥିଲେ ଖୋଜି ଆଣିବୁ।
ଜୀବନର ରାହା ଭୁଲି ମୁଁ ଗଲେ...ବଂଚିବାର ରାହା ଶିଖେଇଦେବୁ।।

ତୁ କହିଥିଲୁ ଜଗା ,ତୁ କହିଥିଲୁ....
ହାତ ଧରି ମୋର ସଦା ଚାଲିବୁ...ଆଖି ପଲକରେ ବସାଇଥିବୁ।
ଅବାଟ ରେ ପାଦ ଦେଲେ ମୁଁ ଯଦି...ହାତ ଧରି ମୋର ଟାଣି ଆଣିବୁ।।

ଆଜି କାହିଁ ଅଟେ ସବୁ ବିପରୀତ...ତୋ କଥାରୁ ତୁ ପୁଣି କେନ୍ହେ ବିଚ୍ୟୁତ।
କାନ୍ଦୁନି ଆଖି ମୋ କାନ୍ଦୁଛି ଚିତ୍ତ...କେମିତି ବସିଛୁ ହୋଇ ଅଜ୍ଞାତ।୧।

ତୁ କହିଥିଲୁ ଜଗା ,ତୁ କହିଥିଲୁ....
ରାଗି ଗଲେ ମୁ ଯେ  ମନାଉଥିବୁ...ହସରେ କାନ୍ଦରେ ସଦା ରହିବୁ।
ଜୀବନ ର ବାଜି ହାରିଗଲେ ମୁହିଁ...ଜିତିବାର ମନ୍ତ୍ର ଶିଖେଇଦେବୁ।।

ତୁ କହିଥିଲୁ ଜଗା ,ତୁ କହିଥିଲୁ....
ଲୁହ ଜକେଇଲେ ହସେଇଦେବୁ...ଭାଙ୍ଗିି ପଡିଲେ ମୋ ସାହାରା ହେବୁ।ଜୀବନ ସଙ୍ଘର୍ଷେ ଏକା ପଡିଗଲେ...ସଦା ତୋ କୋଳରେ କୋଳେଇ ନେବୁ।।

ତୁ କହିଥିଲୁ ଜଗା ,ତୁ କହିଥିଲୁ....
ଯେବେ ମୁଁ ଡାକିବି ସଦା ଶୁଣିବୁ...ହୃଦୟରେ ମୋର ସଦା ରହିବୁ।
ଡ଼ାକିବା ପୂର୍ବରୁ ମନେ ପକେଇଲେ...ମୋ ଆଗରେ ଉଭା ହୋଇ ତୋ ଯିବୁ।।

ତୁ କହିଥିଲୁ ଜଗା ,ତୁ କହିଥିଲୁ....
ଆଜି କାହିଁ ଅଟେ ସବୁ ବିପରୀତ...ତୋ କଥାରୁ ତୁ ପୁଣି କେନ୍ହେ ବିଚ୍ୟୁତ।
କାନ୍ଦୁନି ଆଖି ମୋ କାନ୍ଦୁଛି ଚିତ୍ତ...କେମିତି ବସିଛୁ ହୋଇ ଅଜ୍ଞାତ।୨।
ଜଗା🙏❤️🥺

©S.Sangeeta #Jaga

Ramachandra Singh

Jaga

read more

Manas Kumar Sahu

Jaga

read more

Jaganatha

jesusjaga #Life

read more

Nojoto Reels

#Jaga jasos

read more
loader
Home
Explore
Events
Notification
Profile