Find the Latest Status about niralee nirlipta from top creators only on Nojoto App. Also find trending photos & videos about, niralee nirlipta.
Nirlipta
ଏବେ ବି ସେଇ ଗୋଲାପ ମୋ ପାଖେ ଅଛି , କିଛି ପାଖୁଡା ସେଥିରୁ ଝଡି ପଡିଚି ;ତଥାପି ତା ଝଡା ପାଖୁଡାକୁ ବି ସାଇତିଚି, ତା ଦେହେ ଫିମ୍ପି ଲାଗି ଶୁଖିଚି;ସତେଜ କରି ଏବେ ବି ରଖିଚି । ଯଦିଓ ରଙ୍ଗରେ ବାଦାମୀ ;ତଥାପି ସଜ ରକ୍ତ ରଙ୍ଗଟିଏ ! ଏମିତି ଅଛି ମୋ ପାଖେ ଗୋଲାପଟିଏ !! ©Nirlipta #Nirlipta
Nirlipta
ତା ଆଖିରେ ପ୍ରେମ ଖୋଜେ ମୁଁ ଓଠ ବୁଡେଇ ସମୁଦ୍ରରେ, ଲୁଣ ପିଇ ବତୁରିବାକୁ ମୁଁ ରାଜି ସେ ଢେଉକୁ ଖୁବ୍ ଡରେ !! ©Nirlipta #Nirlipta