Nojoto: Largest Storytelling Platform

Best ମୋଭାଇ Shayari, Status, Quotes, Stories

Find the Best ମୋଭାଇ Shayari, Status, Quotes from top creators only on Nojoto App. Also find trending photos & videos about

  • 2 Followers
  • 3 Stories

k. Mishra

ଆଜି ଭାତୃ ଦିବସ।ଆଜିର ପଦ "ସବୁ ପ୍ରଶ୍ନର ଉତ୍ତର; ଦୁଇଟି ଅକ୍ଷର : ମୋ ଭାଇ"। Collab କରନ୍ତୁ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। ବି.ଦ୍ର-rapid fire ଆସନ୍ତା କାଲି(ଶନିବାର) ଅପରାହ୍ନ ୪ ଘଟିକା ରୁ ସନ୍ଧ୍ୟା ୮ ଘଟିକା ଯାଏ , YQ ଭାଇନା ଙ୍କ ଦ୍ଵାରା ଏକ rapid fire ଅନୁଷ୍ଠିତ ହେବ। ଏହି ସମୟ ସୀମା ମଧ୍ୟରେ ରେ ଲେଖାଯାଇଥିବା ପ୍ରତ୍ୟକ ରଚନା କୁ ଭାଇନା ନିଜେ ପଢିବେ ଏବଂ ଆବଶ୍ୟକ ହେଲେ ନିଜ ମୂଲ୍ୟବାନ ମତାମତ ଦେବେ। ଶ୍ରେଷ୍ଠ ବିବେଚିତ ରଚନା କୁ YQ ଭାଇନା ସ୍ୱତନ୍ତ୍ର ଭାବେ ଉଲ୍ଲେଖିତ କରିବେ। #Collab #ମୋଭାଇ #Yqbhaina #yqodia #odiakavita #Challenge #YourQuoteAndMine #odiawritings

read more
ଭାଇ!!
ସ୍ନେହର ପସରା ଟିଏ
ସ୍ମୁତି ର ଇଲାକା ଟିଏ
ସୁନ୍ଦର ବନ୍ଧୁ ଟିଏ
ଅପାସାରା ସ୍ମୁତି ଟିଏ
ସୁଖ ଦୁଃଖର ସାଥୀ ଟିଏ
ବାସ୍ ସମୟ ର ଶବ୍ଦ କୋଷ ରେ ଜଣାଶୁଣା ଶବ୍ଦ ଟିଏ ।।। ଆଜି ଭାତୃ ଦିବସ।ଆଜିର ପଦ "ସବୁ ପ୍ରଶ୍ନର ଉତ୍ତର; ଦୁଇଟି ଅକ୍ଷର : ମୋ ଭାଇ"।
Collab କରନ୍ତୁ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। 

ବି.ଦ୍ର-rapid fire

ଆସନ୍ତା କାଲି(ଶନିବାର) ଅପରାହ୍ନ ୪ ଘଟିକା ରୁ ସନ୍ଧ୍ୟା ୮ ଘଟିକା ଯାଏ , YQ ଭାଇନା ଙ୍କ ଦ୍ଵାରା ଏକ rapid fire ଅନୁଷ୍ଠିତ ହେବ। ଏହି ସମୟ ସୀମା ମଧ୍ୟରେ ରେ ଲେଖାଯାଇଥିବା ପ୍ରତ୍ୟକ ରଚନା କୁ ଭାଇନା ନିଜେ ପଢିବେ ଏବଂ ଆବଶ୍ୟକ ହେଲେ ନିଜ ମୂଲ୍ୟବାନ ମତାମତ ଦେବେ। ଶ୍ରେଷ୍ଠ ବିବେଚିତ ରଚନା କୁ YQ ଭାଇନା ସ୍ୱତନ୍ତ୍ର ଭାବେ ଉଲ୍ଲେଖିତ କରିବେ।

#Collab #ମୋଭାଇ #yqbhaina #yqodia #odiakavita

Jyotshna Rani Sahoo

#ମୋଭାଇ #Odiaquotes #ଦୁଇଧାଡ଼ିରେହୃଦୟରକଥା #ଦୁଇଟିମନରଅତୁଟଏବନ୍ଧନ #YourQuoteAndMine Collaborating with Swarnalata Rathor ମୋ ଭାଇ ସକ୍ରିୟ ଲାଭା ମୋ ପାଇଁ କିନ୍ତୁ ସୁପ୍ତ କାହା ପାଇଁ ଉଦ୍ଗିରଣ ହେଲେ ମୋ ପାଇଁ ସଦା ଉଦୟ ଜାଗ୍ରତ ମୋ ଗରମ୍ ଟିଫିନ୍

read more
ମୋ ଭାଇ ସକ୍ରିୟ ଲାଭା
ମୋ ପାଇଁ କିନ୍ତୁ ସୁପ୍ତ
କାହା ପାଇଁ ଉଦ୍ଗିରଣ ହେଲେ
ମୋ ପାଇଁ ସଦା ଉଦୟ ଜାଗ୍ରତ

ମୋ ଗରମ୍ ଟିଫିନ୍
ତା ପିଠି କୁ କରେ ଉତ୍ତପ୍ତ
ଟିକେ ଘୁଞ୍ଚି ଯାଆ ନ କହି
ମୋ ସୁବିଧାରେ ହୁଏ ତୃପ୍ତ।

ଚେଷ୍ଟା କରି ଆରମ୍ଭ କରିଥିବା ଯୁକ୍ତି
ଜାଣି ଜାଣି ହାରିଯିବା
ମୋ କଲର୍ ଟେକା ଦେଖି ଖୁସି ହେବା
ତା ନିଜ ଭିତରେ ନିଜର ଚୁକ୍ତି।

ପ୍ରତିଥର ରେନକୋଟ ଆଣି
ଜବରଦସ୍ତି ମୋ ଭିଜିବା ପ୍ଲାନ୍
ସବୁକୁ ଭଣ୍ଡୁର କରିବା
ଫସିଯାଇ ଥିବା ଚେନ୍ ଭିଡ଼ି
କାଇଁ ଅତର୍ଚ୍ଛିଆ ହଉଛୁ କହି
ଦେଖେଇ ହେବା ତାର ଗୁଣ।

ସବୁ କାମ ବିଗାଡି
ପ୍ଲାନ୍ ସବୁ ମୋର ଫୁସ୍ କରି
ବିଗିଡିଲା କାମ ଜୀବନ ଦେଇ ସଜାଡ଼ିବା
ଫୁଟାଣି ମାରି ପୁଣି ମୋ ପାଖେ ନଇଁବା
ତା ପାସ୍ ୱାର୍ଡ ଫର୍ଷ୍ଟ୍ ଟ୍ରାଇ ରେ ଖୋଲି
ମୁଁ ବି ସବା ଶେର ପ୍ରମାଣ ଦିଏ କରି।  #ମୋଭାଇ #odiaquotes #ଦୁଇଧାଡ଼ିରେହୃଦୟରକଥା #ଦୁଇଟିମନରଅତୁଟଏବନ୍ଧନ  #YourQuoteAndMine
Collaborating with Swarnalata Rathor
ମୋ ଭାଇ ସକ୍ରିୟ ଲାଭା
ମୋ ପାଇଁ କିନ୍ତୁ ସୁପ୍ତ
କାହା ପାଇଁ ଉଦ୍ଗିରଣ ହେଲେ
ମୋ ପାଇଁ ସଦା ଉଦୟ ଜାଗ୍ରତ

ମୋ ଗରମ୍ ଟିଫିନ୍

Jyotshna Rani Sahoo

Hau bhauni jebe jebe bhabe kichhi emotional au bhala lekhibi Hele Bhai na asile kana kana lekhi hei jae kuhani Khyama chahinba e dd😅😅❣️❣️🙏🙏 #ମୋଭାଇ #ଶ୍ରୀୟା_ଅନାବନା_ଭାବନା #Yqbhaina #yqodia #ଭାଇଭଉଣୀର_ଦୁନିଆ #YourQuoteAndMine Collaborating with Shriya Das

read more
"ଭାଇ" ଏମିତିକା ଶବ୍ଦ ଯିଏ ନିଃଶ୍ୱାସ ହେଲେ କରିଦିଏ ଅଣ ନିଃଶ୍ୱାସ
"ଭାଇ" ଯିଏ ସଂଜ୍ଞା ବିଶ୍ଵାସର କିଛି ଲୁଚେଇବାର ନ ଥାଏ ସାହସ।
"ଭାଇ" ଗୋଟେ ପାଦ ତା ବିନା ଆଗକୁ ଚାଲି ହୁଏ ନାହିଁ
କିନ୍ତୁ କହିବି ଯଦି ବହୁତ୍ ବାହାଦୂରୀ ମାରି ହବ ଦେଖେଇ।
"ଭାଇ" ସବୁଠୁ ବଡ଼ ହିତାକାଂକ୍ଷି ମୋର ଦୁନିଆରେ
ତଥାପି ମାମା ମତେ ବେଶୀ ଗେଲ କଲେ ସେ ଆଗ ସହି ନ ପାରେ।
"ଭାଇ" ମୋର ଶୁଭଚିନ୍ତକ ହେଇ ବିଗାଡି ଦିଏ କାମ କେତେ
ଆଉ ରାଗ ହେଲେ କହିବ ଜାଣିନୁ କି ଭଲ ପାଏ କେତେ ତତେ।
"ଭାଇ"ତାଙ୍କ ମାନଙ୍କ ବିଷୟରେ ଯେତେ ଲେଖିଲେ ହବ କମ୍
ଏଠି ଲେଖି ଦଉଛି ହେଲେ ସାମ୍ନାରେ ୟାଠୁ ବେଶୀ କହିବାର ଅଛି ଦମ୍। Hau bhauni jebe jebe bhabe kichhi emotional au bhala lekhibi Hele Bhai na asile kana kana lekhi hei jae kuhani
Khyama chahinba e dd😅😅❣️❣️🙏🙏

#ମୋଭାଇ #ଶ୍ରୀୟା_ଅନାବନା_ଭାବନା #yqbhaina #yqodia #ଭାଇଭଉଣୀର_ଦୁନିଆ  #YourQuoteAndMine
Collaborating with Shriya Das


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile