Nojoto: Largest Storytelling Platform

Best odiameme_8 Shayari, Status, Quotes, Stories

Find the Best odiameme_8 Shayari, Status, Quotes from top creators only on Nojoto App. Also find trending photos & videos about sad love shayari odia, odia new love shayari, love shayari odia photo, selfish dil odia, odia dil diwana heigala,

  • 1 Followers
  • 1 Stories

Jyotshna Rani Sahoo

#ସୃଜନୀତରଙ୍ଗ ର ଏହି ପର୍ଯ୍ୟାୟ ରେ ଆମେ ଆଣିଛୁ #ଓଡ଼ିଆmemeମେଳା । ଆସନ୍ତୁ ପ୍ରତିଦିନ କିଛି ହାଲକା ଫୁଲକା ଲେଖିବା ଏବଂ ଟିକେ ମଜା କରିବା। ଆମ ପ୍ରୟାସ - YQ ଓଡ଼ିଆ ପରିବାରର ଝିଅ ମାନେ - ଭାଇନା ଏଇଟା ଭାଇନା ସେଇଟା, ଭାଇନା ଭାଉଜ କାହାନ୍ତି ! YQ ଭାଇନା team ର ଝିଅ ମାନେ - "ଆମେ କ'ଣ କରିବୁ? ଆମର କଣ କିଛି feelings ହି ନାହିଁ? 😝" (କେହି ଖରାପ ଭାବେ ନେବେ ନାହିଁ। କାହାକୁ ଯଦି କୌଣସି କାରଣରୁ ଖରାପ ଲାଗିଲା, ତେବେ ନିର୍ଦ୍ୱନ୍ଦରେ କହିବେ ଆମେ ପୋଷ୍ଟ delete କରିଦେବୁ ) #Challenge #Collab #YourQuoteAndMine #yqodia #Yqbhaina #odiameme_8

read more
କ୍ରିଏଟିଭ ମାଇଣ୍ଡ - ଆରେ ଜ୍ୟୋତ୍ସ୍ନା ସମସ୍ତେ କମେଡି ମେମେ(ମିମ୍) ଲେଖୁଛନ୍ତି ତୁ ଲେଖୁନୁ।
ଜ୍ୟୋତ୍ସ୍ନା - ମୋର ବା ହଉନି, ଏଇ ଦେଶ ସମାଜ ଲେଖି ଲେଖି ଆଉ କିଛି ହବନି।
କ୍ରିଏଟିଭ ମାଇଣ୍ଡ - ଛି! ତୁ କି ଲେଖିକା ମ,ଏତିକି ପାରୁନୁ।ଲାଜ ଲାଗୁନି,ସମସ୍ତଙ୍କୁ ଟିକେ ଦେଖିଲୁ।
ଜ୍ୟୋତ୍ସ୍ନା - 👇👇👇👇👇👇👇
— % & #ସୃଜନୀତରଙ୍ଗ ର ଏହି ପର୍ଯ୍ୟାୟ ରେ ଆମେ ଆଣିଛୁ #ଓଡ଼ିଆmemeମେଳା । ଆସନ୍ତୁ ପ୍ରତିଦିନ କିଛି ହାଲକା ଫୁଲକା ଲେଖିବା ଏବଂ ଟିକେ ମଜା କରିବା। 

ଆମ ପ୍ରୟାସ -

YQ ଓଡ଼ିଆ ପରିବାରର ଝିଅ ମାନେ - ଭାଇନା ଏଇଟା ଭାଇନା ସେଇଟା, ଭାଇନା ଭାଉଜ କାହାନ୍ତି ! 
YQ ଭାଇନା team ର ଝିଅ ମାନେ - "ଆମେ କ'ଣ କରିବୁ?  ଆମର କଣ କିଛି feelings ହି ନାହିଁ?  😝"

(କେହି ଖରାପ ଭାବେ ନେବେ ନାହିଁ। କାହାକୁ ଯଦି କୌଣସି କାରଣରୁ ଖରାପ ଲାଗିଲା, ତେବେ ନିର୍ଦ୍ୱନ୍ଦରେ କହିବେ ଆମେ ପୋଷ୍ଟ delete କରିଦେବୁ )


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile