Nojoto: Largest Storytelling Platform

Best pinta_quote Shayari, Status, Quotes, Stories

Find the Best pinta_quote Shayari, Status, Quotes from top creators only on Nojoto App. Also find trending photos & videos about love quotes in hindi, love quotes for her, love quotes hindi, pinterest love quotes, love sad quotes,

  • 1 Followers
  • 662 Stories

Subhasish Pradhan

इरादे गलत नहीं थे मेरे
बस लफ़्ज़ों ने गुरुर नहीं छोड़ा।। #yqdidi #pinta_quote

Subhasish Pradhan

#ଆକୁହାକଥା #yqodia #Yqbhaina #oneliner #pinta_quote

read more
ଅକୁହା କଥା ଭାରି ଭୟଙ୍କର। #ଆକୁହାକଥା #yqodia #yqbhaina #oneliner #pinta_quote

Subhasish Pradhan

#ସମ୍ପର୍କ #ଅମୂଲ୍ୟ #ମୂଲ୍ୟହୀନ #yqodia #Yqbhaina #pinta_quote

read more
ସମ୍ପର୍କର କୌଣସି ମୂଲ୍ୟ ନଥାଏ।
ତାହା ଅମୂଲ୍ୟ ହୋଇଥାଏ,
ଅଥବା ମୂଲ୍ୟହୀନ ହୋଇଥାଏ। #ସମ୍ପର୍କ #ଅମୂଲ୍ୟ #ମୂଲ୍ୟହୀନ #yqodia #yqbhaina #pinta_quote

Subhasish Pradhan

#ଦୁଃଖ #ମନ #ସଂଘର୍ଷ #ଜୀବନ #yqodia #Yqbhaina #2linespoetry #pinta_quote

read more
ଦୁଃଖରେ ଥାଇ ବି ମନ କେମିତି କେତବେଳେ ଏମିତି ହସି ଦିଏ।
ଆଉ ଏଇ ଟିକକ ଖୁସି ସଂଘର୍ଷ ଭିତରେ ବି ବଞ୍ଚିବାକୁ ଶିଖେଇ ଦିଏ। #ଦୁଃଖ #ମନ #ସଂଘର୍ଷ #ଜୀବନ #yqodia #yqbhaina #2linespoetry #pinta_quote

Subhasish Pradhan

#ଓଡ଼ିଆକବିତା #ଯନ୍ତ୍ରଣା #yqodia #Yqbhaina #munodia #pinta_quote

read more
ବୈଶାଖ ଏବେ କାହିଁ କେତେ ଦୁରେ
   ହେଲେ ଏ ବୈଶାଖୀ ମୋ ଛାତିକୁ ନିତି ଜାଳେ।
କା'ଆଗେ କହିବି ମୋ ହୃଦର ଅସହ୍ୟ  ବେଦନା
   ଯନ୍ତ୍ରଣାରେ ଛଟପଟ ସେ ଯେ ଏବେ ଖାଲି ଶ୍ରାବଣ କୁ ଝୁରେ। #ଓଡ଼ିଆକବିତା #ଯନ୍ତ୍ରଣା #yqodia #yqbhaina #munodia  #pinta_quote

Subhasish Pradhan

#ଛାଇ #ସମୟ #ପରଆପଣା #yqodia #pinta_quote #Yqbhaina Pic clicked by me.

read more
ଯେବେ ନିଜ ଛାଇ ନୁହେଁ ନିଜର
ଏଠି ସମୟ କେମିତି ବା କହିବ,
କିଏ ପର...
କିଏ ଆପଣାର... #ଛାଇ #ସମୟ #ପରଆପଣା #yqodia #pinta_quote #yqbhaina

Pic clicked by me.

Subhasish Pradhan

🇮🇳😍 #ସ୍ୱାଧୀନତା #ଖୁସି #Freedom #yqodia #Yqbhaina #pinta_quote

read more
🇮🇳😍
ଏଇଟା ହିଁ ସ୍ୱାଧୀନତାର ପ୍ରକୃତ ଖୁସି।  🇮🇳😍 #ସ୍ୱାଧୀନତା #ଖୁସି #freedom #yqodia #yqbhaina #pinta_quote

Subhasish Pradhan

#ରାକ୍ଷୀ #ବନ୍ଧନବିଶ୍ୱାସର #yqodia #Yqbhaina #SisterLove #pinta_quote

read more
ବିଶ୍ୱାସର ପୁରଦିଆ ପିଠାରେ ଭୋକ କେବେ ମରେନା,
ଅନ୍ତହୀନ ଦୁନିଆରେ ସ୍ନେହ କେବେ ସରେନା।
ଭଉଣୀର ପାଇଁ ଭାଇ ତାର ସଦା ଚକ୍ ଚକ୍ ହୀରା ମୁଦି,
ଟଙ୍କା ଦେଇ କେବେ ସମ୍ପର୍କକୁ କିଣାଯାଇ ପାରେନା।

ଏ ସ୍ନେହର ବନ୍ଧନ ପାଇଁ ଅନେକ ଭଲପାଇବା। #ରାକ୍ଷୀ #ବନ୍ଧନବିଶ୍ୱାସର #yqodia #yqbhaina #sisterlove #pinta_quote

Subhasish Pradhan

#ସ୍ମୃତି #ଭାବନା #କୁହୁକପେଡ଼ି #yqodia #Yqbhaina #pinta_quote

read more
ସ୍ମୃତି କେବେ ମରେନାହିଁ।
ସ୍ମୃତି କେବେ ହଜେନାହିଁ।
ଭାବନାର ପଥେ ଆସି,
ମନେ ସିଏ ଯାଏ ବସି।
ଖୋଲିଦିଏ ସୁଖ ଦୁଃଖ ର କୁହୁକ ପେଡ଼ି,
ସେ ପେଡ଼ିରେ ଖାଲି ଥାଏ ଯାହା ସମୟର ବେଡ଼ି। #ସ୍ମୃତି #ଭାବନା #କୁହୁକପେଡ଼ି #yqodia #yqbhaina #pinta_quote

Subhasish Pradhan

दरिया को समंदर सोच बैठे
हम हँसी को मोहब्बत सोच बैठे।
टूटा दिल, टूटे ख्वाब इस तरह
जब वो अपनी किस्सा हमे सुनाने बैठे।। #दरिया #मोहब्बत #yqdidi #pinta_quote
loader
Home
Explore
Events
Notification
Profile