Find the Best yqrakeshkumarbehera Shayari, Status, Quotes from top creators only on Nojoto App. Also find trending photos & videos about
Rk Rakesh Kumar
(ବୋଉ ର ରାଗ) ମୁଁ:- ବୋଉ ମୋ ଘଣ୍ଟା ଟା କୁଆଡେ଼ ଗଲା ପାଉନି, ଟିକେ ଦେଲୁ ଆସିକି ।🙄 ବୋଉ:- ସେଇ ଆଲଣା ପାଖ ଟେବୁଲ୍ ଉପରେ ଥିଲା ସେଇଠି ଦେଖେ ଟିକେ, ମୁଁ ପରିବା କାଟୁଛି। 🙂 ମୁଁ:- କାଇଁ କୋଉଠି ପାଉନି ବୋଉ, ତୁ ଆସୁନୁ ଟିକେ।😣 ବୋଉ:- ଯଦି ମୁଁ ଏଠୁ ଉଠିକି ଗଲି ଆଉ ସେଇଠି ମୋତେ ଘଣ୍ଟା ମିଳେ, ତା ହେଲେ ତୋର ମୋର କଥାବାର୍ତ୍ତା। 👿 ମୁଁ:- ନା ଥାଉ ତୁ ଆସେନା, ମୁଁ ଦେଖୁଛି। 😛 That cuteness overloaded red face of ବୋଉ at that moment is truly priceless. ❤️❤️ #yqbhaina #yqodia #muodia #yqrinku #rinku #rinkuodia #ବୋଉ
That cuteness overloaded red face of ବୋଉ at that moment is truly priceless. ❤️❤️ #Yqbhaina #yqodia #muodia #yqrinku #Rinku #rinkuodia #ବୋଉ #yqrakeshkumarbehera
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited