Nojoto: Largest Storytelling Platform

Best କିଏ Shayari, Status, Quotes, Stories

Find the Best କିଏ Shayari, Status, Quotes from top creators only on Nojoto App. Also find trending photos & videos about

  • 17 Followers
  • 117 Stories
    PopularLatestVideo

Sandhya Rani Das

#yourfeelings #Yqbhaina #yqodia #ନିଜର #କିଏ

read more
ଏଠି ନିଜର କିଏ ସବୁ ତ ପର ।।


 #yourfeelings 
#yqbhaina 
#yqodia 
#ନିଜର #କିଏ

Sandhya Rani Das

#yourfeelings #Yqbhaina #yqodia #ନିଜର #କିଏ

read more
ଏଠି ନିଜର କିଏ ସବୁ ତ ପର ।।


 #yourfeelings 
#yqbhaina 
#yqodia 
#ନିଜର #କିଏ

swetasumanmishra

#କିଏ #ପାଇବା #ବିଚାର #କବିତା #ଲୁହକୁଲୁଚେଇବାଗଲିଶିଖି #ଜୀବନ #vacation #ପ୍ରେରଣା

read more
ମାମୁନି ବୋଲି  ମତେ 
ମୋ ପରିବାରର ସଦସ୍ଯମାନେ
 ମନରେ ରଖିଛନ୍ତି , 
କିନ୍ତୁ ମୁଁ ବୁଝିପାରୁନି ,
ସଭିଙ୍କ ଜୀବନ ମୁଁ ,
ନା ମୋ ଭିତରେ ସଭିଙ୍କ ଜୀବନ !!?

©swetasumanmishra #କିଏ #ପାଇବା #ବିଚାର #କବିତା #ଲୁହକୁଲୁଚେଇବାଗଲିଶିଖି #ଜୀବନ 

#vacation

koushik lenka

#ଜାଣିଛକବି #ଓଡ଼ିଆକବିତା #କିଏ #କବିତା #Jitnidafa #Love

read more
mute video

RATIKANT SAHOO

read more
ଜିବନର ଏଇ ଚଲାପଥରେ
 ନୀତୀମୁହଁ ଛବି
ଦେଖୁଛି କେତ,
ଜଣାପଡେ ନାହିଁ କିଏ ଆପଣା
 କିଏ ପର,
ବୁଝିବାଟା ଏତେ..ସହଜ ନୁହେଁ ।

"ସୂଭସକାଳ"

tapan das

#poem

read more
ଜୀବନ ର ଚଲା ବାଟରେ
ଲୋକ ତ ମିଳିବେ ହଜାରେ
କିଏ ଦେଇ ଯିବ 
ଲୁହର ଶ୍ରାବଣ
କିଏ ଦେଇ ଯିବ ପ୍ରିତିର ଫଗୁଣ
ଆଉ କିଏ ପୁଣି 
ରହିଯିବ ଏଇ ହୃଦୟରେ...

Sangha Mitra Raiguru

#କବିତା #ବିଚାର

read more
ଯାହା କେବେ ମୁହଁ ଖୋଲି କହିପାରିଲିନି
ସେତକ କବିତା ହିଁ ହେଲା
 ଜାଣେନା,କିଏ ବୁଝିଲା କିଏ ନବୁଝିଲା 
କିନ୍ତୁ
ଯାହା ଲାଗି ଲେଖିଥିଲି
ସେ ଦେଖି ବି ବାଁରେଇ ଦେଲା #କବିତା
#ବିଚାର

Saroj Panda

ମୋଡ଼ିଦେଲା ମୋତେ ଭାଗ୍ୟ ଯେଉଁଭଳି- ସେହିପରି ମୋଡିହୋଇଗଲି..., ବହୁତ ସମ୍ଭାଳି ବାଟବି' ଚାଲିଲି- ତେବେବି'ତ ତଳେ ପଡ଼ିଗଲି....!! କିଏ ଭାଙ୍ଗିଦେଲା ବିଶ୍ବାସକୁ ମୋର- ହୃଦୟକୁ କିଏ ଭାଙ୍ଗିଦେଲା..., ହେଲେ ସେହିମାନେ କହୁଛନ୍ତି ମୋତେ- "ଦେଖ,ହେ.! ଲୋକଟା' ବଦଳିଗଲା....!! #nojotophoto

read more
 ମୋଡ଼ିଦେଲା ମୋତେ ଭାଗ୍ୟ ଯେଉଁଭଳି-
ସେହିପରି ମୋଡିହୋଇଗଲି...,
ବହୁତ ସମ୍ଭାଳି ବାଟବି' ଚାଲିଲି-
ତେବେବି'ତ ତଳେ ପଡ଼ିଗଲି....!!
କିଏ ଭାଙ୍ଗିଦେଲା ବିଶ୍ବାସକୁ ମୋର-
ହୃଦୟକୁ କିଏ ଭାଙ୍ଗିଦେଲା...,
ହେଲେ ସେହିମାନେ କହୁଛନ୍ତି ମୋତେ-
"ଦେଖ,ହେ.! ଲୋକଟା' ବଦଳିଗଲା....!!

Dil Wale

#Comedy

read more
ଆଉ କାହାକୁ ପ୍ରପୋଜ୍ କରିବି 





ଯାହାକୁ ବି  କଲେ, କିଏ ମୁହଁ ବୁଲେଇ ଦଉଛି ତ ଆଉ କିଏ ଭାଇ ବନେଇ ଦଉଛି

Dillip Kumar Naik

କେମିତି ଭୁଲିଲୁ....... #Shayari

read more
କେମିତି ଭୁଲିଲୁ           ଦେଇଥିବା କଥା 
କେମିତି ଭୁଲିଲୁ ପ୍ରେମ 
କେମିତି ଭାଙ୍ଗିଲୁ           ଆମ ଏ ସମ୍ପର୍କ
କେମିତି ଦେଲୁ ତୁ ନାମ 

ବିଚରା ହୃଦୟ            ଯାଇଥିଲା ଭୁଲି 
କିଏ ଭଲ କିଏ ମନ୍ଦ 
ଆଜି ମୁଁ ବୁଝୁଛି     ତୁ ବେଇମାନି ବୋଲି 
ମନେ ଆଉ ନାହିଁ ଦ୍ୱନ୍ଦ୍ୱ 

ହେଇଥାଇ ପାରେ       ପ୍ରେମ ଅନ୍ଧ ଏଠି 
କିନ୍ତୁ ତମେ ତ ଅନ୍ଧ ନ ଥିଲ 
ଦେଖୁ ଦେଖୁ କାଇଁ      ଦିନ କେଇଟାରେ 
ତୁମେ ତ ବଦଳିଗଲ 

ଦୋଷ ଦେବିନି ପ୍ରିୟା    ତମକୁ ମୁଁ କେବେ 
ଧୋକା ଦେଇଥିଲ  ବୋଲି 
ପଂହଁରା  ନ ଜାଣି ମୁଁ      ଉଛୁଳା ନଈ ରେ 
ପାଦ କାଇଁ ଦେଉଥିଲି...... 

ଶାୟର -ଦିଲ୍ଲୀପ କୁମାର ନାଏକ (କୋଳିମାଟି ) କେମିତି ଭୁଲିଲୁ.......
loader
Home
Explore
Events
Notification
Profile