Find the Best heavenlylove Shayari, Status, Quotes from top creators only on Nojoto App. Also find trending photos & videos aboutheaven is a place on earth with you, match made in heaven love quotes, love heaven quotes, hearty love quotes, happy fathers day to my dad in heaven quotes,
Soumya Ranjan Mishra
" ମାଁ " ଜନ୍ମ ହେବା ପରେ ମଣିଷ ଯେ କାଇଁ କାନ୍ଦିଉଠେ କଇଁ କଇଁ, ନ ଶୁଭୁଛି ଯହିଁ ଶିଶୁଟିର ରଡ଼ି ମାଁ କାନ୍ଦିଉଠେ ତହିଁ ! ସୃଷ୍ଟିର ଏ ଲୀଳା-ବିଧାନ ଗ୍ରନ୍ଥରେ ବର୍ଣ୍ଣିତ ଜୀବନ-ଲିପି। ମାଁ ର କୋଳରେ ସର୍ବଶ୍ରେଷ୍ଠ ସୁଖ, ସିଏ ହିଁ ତ ସ୍ୱର୍ଗାଦପୀ। ଭଗବାନଙ୍କର ଅଦ୍ଭୁତ ଏ ସୃଷ୍ଟି, ସାକ୍ଷ ସବୁ ଯୁଗ-କାଳ। ଭରିଦିଏ ସ୍ନେହ, ମମତା ଓ ବଳ; ସେହି ତ ମାଁ ର କୋଳ। ମାଁ ର ସେ କୋଳ ଶିଶୁଟିଏ ପାଇଁ ପାଲଟେ ସରଗପୁରୀ। ପ୍ରସବ ବେଦନା କିଏ ବା ଜାଣିଛି? ଜାଣେ ସେ ମହାନ ନାରୀ। ଅପାଣ୍ଡୁକ ତାର ସନ୍ତକ-ସନ୍ତକୀ ହୁଅନ୍ତି ଯଦିଓ ଭବିଷ୍ୟତେ, ନିତି କାନ୍ଦୁଥାଏ ମାଁ ର ହୃଦୟ ନିଜକୁ ହିଁ ନିନ୍ଦି ଅବିରତେ। ଯିଏ ଗଢ଼ିଛନ୍ତି ଏ ସୃଷ୍ଟିସମୂହ ସିଏ ହିଁ ତ ସର୍ବଦେଖା। ଶିଶୁ ମୃତ୍ୟୁ ପାଇଁ ଗର୍ଭକୁ ନିନ୍ଦନ୍ତି ଜାଣି ଏହା ଭାଗ୍ୟଲେଖା। କେବେ ବୁଝିବ ଏ ମଣିଷ ସମାଜ? ମାଁ ଅଟେ ସ୍ନେହ-ପରାୟଣ। ତା'ରି ଗର୍ଭରୁ ଜନ୍ମିବାକୁ ଏଠି ଇଚ୍ଛା କରିଥିଲେ ନାରାୟଣ। ଯଦି ସେ ଈଶ୍ୱର ପଚାରନ୍ତି ମୋର ଇଚ୍ଛା କେଉଁଠି ପୁନର୍ଜନ୍ମ ପାଇଁ, ସହୃଦୟରୁ କହୁଥିବି ମୁହିଁ ମୋ ମାଁ ର ସେ କୋଳ ଯହିଁ। ମାଁ ର ବର୍ଣ୍ଣନା କି ଭାବେ କରିବି ପାଇ ପାରେନାହିଁ ଶବ୍ଦ। ଏଥୁଅନ୍ତେ ପ୍ରେମେ ବିଦାୟ ମାଗୁଛି, କରୁଅଛି ପାଟି ସ୍ତଵ୍ଧ! #ମାଁ #mothersday #happymothersday #yqodia #truelove #heavenlylove #life #love
#ମାଁ #MothersDay #HappyMothersDay #yqodia #truelove #heavenlylove life love
read moreNissan SS7
वो राधा नहीं तो मीरा ही सही, वो कृष्ण का नहीं तो कृष्ण उसकी ही सही। राधा के जैसा प्यार नहीं तो उसके ऊपर अटल भक्ति ही सही, कृष्ण कि हाथों से खाना तो नहीं लेकिन उसी के नाम का जेहेर ही सही। वो राधा नहीं तो मीरा ही सही।। अगले जनम में वो कृष्ण की होगी,मगर वो राधा नहीं वो मीरा होगी। #godslovelycreation #heavenlylove #devine #love
अगले जनम में वो कृष्ण की होगी,मगर वो राधा नहीं वो मीरा होगी। #godslovelycreation #heavenlylove #devine love
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited