Nojoto: Largest Storytelling Platform

Best ନୋଜୋଟୋଓଡ଼ିଆ Shayari, Status, Quotes, Stories

Find the Best ନୋଜୋଟୋଓଡ଼ିଆ Shayari, Status, Quotes from top creators only on Nojoto App. Also find trending photos & videos about

  • 3 Followers
  • 4 Stories

Rajguru

#sad_shayari #ସ୍ମୃତି #ରାଜଗୁରୁ #ନୋଜୋଟୋଓଡ଼ିଆ #ପ୍ରେମ

read more
White ସବୁ ଅପାସୋରା ହିଁ ପ୍ରେମ
ହୃଦୟର କାଚ ଘରେ 
ସ୍ମୃତି ତୁମ ସବୁ ଲେଖା 
ଲହୁର ଅଲିଭା କାଳିରେ।।

©Rajguru #sad_shayari #ସ୍ମୃତି #ରାଜଗୁରୁ #ନୋଜୋଟୋଓଡ଼ିଆ

Rajguru

#rainy_season #ନୋଜୋଟୋଓଡ଼ିଆ #ବର୍ଷା #ରାଜଗୁରୁ #rajguru #ପ୍ରେମ

read more

Suprit Subhramanyam

ଆଗକୁ ଅଛି ସାବିତ୍ରୀ ବ୍ରତ ଭାବିଲି ଟିକିଏ ବୁଲି ଆସେ ଯାଇ ମୁଁ ହାଟ ନହେଲେ ଘରଣି ହେବେ ଛଟପଟ ନ ଶୋଇବାକୁ ଦେବେ ନ ବସିବାକୁ ଦେବେ ଶାନ୍ତିରେ ହେବେ ସେ ଯେ ଖାଲି କଟକଟ! କୋରନା ପାଇଁ ଅଛି ସରକାରଙ୍କ ତରଫରୁ ଗାଇଡ଼ ଲାଇନ #ନୋଜୋଟୋଓଡ଼ିଆ #ZeroDiscrimination #ସାବିତ୍ରୀ_ବଜାର #ବ୍ୟଙ୍ଗକବିତା

read more
ସାବିତ୍ରୀ ବଜାର

©Suprit Subhramanyam ଆଗକୁ ଅଛି ସାବିତ୍ରୀ ବ୍ରତ
ଭାବିଲି ଟିକିଏ ବୁଲି ଆସେ ଯାଇ ମୁଁ ହାଟ
ନହେଲେ ଘରଣି ହେବେ ଛଟପଟ
ନ ଶୋଇବାକୁ ଦେବେ 
ନ ବସିବାକୁ ଦେବେ ଶାନ୍ତିରେ
ହେବେ ସେ ଯେ ଖାଲି କଟକଟ!

କୋରନା ପାଇଁ ଅଛି ସରକାରଙ୍କ ତରଫରୁ ଗାଇଡ଼ ଲାଇନ

ChittaranjanSahoo

#ବିଶ୍ଵ_ମାତୃଭାଷା_ଦିବସ #ନୋଜୋଟୋଓଡ଼ିଆ #ଓଡ଼ିଆଭାଷା #ମାତୃଭାଷା #nojotoodia #international_mother_language_day

read more
ବିଶ୍ଵ ମାତୃଭାଷା ଦିବସ

ମୋ ମାତୃଭାଷାର ନାହିଁ ନାହିଁ ପଟ୍ଟାନ୍ତର
ଆହା କି ସୁନ୍ଦର ସେ ତ ଚାନ୍ଦ ପୂର୍ଣ୍ଣମୀର
ଝରଣାର  ଚଞ୍ଚଳତା  ଯା'ର  ଶବ୍ଦ  ବହେ
ଶବ୍ଦରେ ଶବ୍ଦରେ ଯା'ର ମଧୁରତା  ଥାଏ
କର୍ଣ୍ଣ ସଦା ମୋର ଚାହେଁ ମୋ ଓଡ଼ିଆ ଭାଷା
ନଜାଣି ମୁଁ ଅନ୍ୟ ଭାଷା ହୁଏ ଲୋକହସା
ଏଥିରେ ତିଳେହେଁ ମୋର ଖେଦ ରହି ନାହିଁ
ମୋ ମାତୃଭାଷା ଯେହେତୁ ମାଆ ମୋ ପାଇଁ
ଯେତେ ରସ ଅଛି ମୋର ମାତୃଭାଷା ଥିରେ
ଜଗତେ ସେ ରସ ଅଛି ଅଛି କେଉଁଥିରେ?
ମାଆ-ମାତୃଭୂମି-ମାତୃଭାଷା ମୋର ପାଇଁ
ଜୀବନ ସମାନ ମୂଲ୍ୟବାନ ଅଛି ହୋଇ
ତେଣୁ ; ମୁଁ ନଲଭେ ପଛେ ପରିଚୟ ମୋର
ଗରବେ କହିବି କିନ୍ତୁ ଓଡ଼ିଶା ମୋ ଘର
ଓଡ଼ିଶା ମୋ ମାତୃଭୂମି ଓଡ଼ିଆ ମୋ ଭାଷା
ମୋ ମାତୃଭାଷା ଉନ୍ନତି ମୋର ଆଦିଆଶା

ଚିତ୍ତରଞ୍ଜନ #ବିଶ୍ଵ_ମାତୃଭାଷା_ଦିବସ #ନୋଜୋଟୋଓଡ଼ିଆ #ଓଡ଼ିଆଭାଷା #ମାତୃଭାଷା #nojotoodia
#international_mother_language_day


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile