Nojoto: Largest Storytelling Platform

Best ଖେଳ Shayari, Status, Quotes, Stories

Find the Best ଖେଳ Shayari, Status, Quotes from top creators only on Nojoto App. Also find trending photos & videos about ଖେଳ, ଲଉଡ଼ି ଖେଳ, ଲୁଡୁ ଖେଳ,

  • 3 Followers
  • 4 Stories
    PopularLatestVideo

Adyasha Priyadarshini D

You are not allowing me to play with you. Wait, I will make you people play by searching your toys. 😎😎😎 #ଖେଳ YQodia ଚତୁର୍ଥ Meme ରେ ଆପଣଙ୍କର ସ୍ୱାଗତ। ଏହି ପୋଷ୍ଟ ସହିତ collab କରି ଲେଖନ୍ତୁ କିଛି ବିନୋଦ ଭାବତ୍ମକ ପ୍ରତିକ୍ରିୟା। ହସି ହସି ଗଡି ଯିବାର ଅପେକ୍ଷାରେ, YQ Bhaina #Challenge #yqbaba #YourQuoteAndMine #yqodia #Yqbhaina #munodia #odiameme4

read more
ମୋତେ ସାଙ୍ଗରେ 
ଖେଳିବାକୁ ଦେଉନ!
ରୁହ, 
କାଲିକି ତୁମ ଖେଳନା ସବୁକୁ 
ଖୋଜିବା ଖେଳ ଖେଳିବ । 
😈😈 You are not allowing me to play with you. Wait, I will make you people play by searching your toys. 😎😎😎

#ଖେଳ 

YQodia ଚତୁର୍ଥ Meme ରେ ଆପଣଙ୍କର ସ୍ୱାଗତ। ଏହି ପୋଷ୍ଟ ସହିତ collab କରି ଲେଖନ୍ତୁ କିଛି ବିନୋଦ ଭାବତ୍ମକ ପ୍ରତିକ୍ରିୟା।
ହସି ହସି ଗଡି ଯିବାର ଅପେକ୍ଷାରେ,
YQ Bhaina

Adyasha Priyadarshini D

#ହୃଦୟ #ଖେଳ #ଛାଇ #ଆଲୁଅ #yqdidi #yqbaba #yourquote #boostthyself #odia #Yqbhaina #yqodia #munodia #Khela

read more
ମୋ ହୃଦୟ ଖେଳୁଛି ଆଜି ମୋ ସାଥିରେ,
ଛାଇ ଆଲୁଅର ଖେଳ ।
ସାଇତି ରଖିଛି ତୁମକୁ ହୃଦୟରେ,
ହେଲେ କହିବାକୁ ଲାଗୁଛି ଡର।।
କେତେବେଳେ ଚୁପ୍ ରହୁଛି ହୃଦୟ, 
ତ କେତେବେଳେ ମୁଁ ।
ଆଉ ତୁମକୁ ଆଗରେ ଦେଖିଲେ,
ପାଟି ଖୋଲିବାର ନ ଥାଏ ଯୁ ।।  #ହୃଦୟ #ଖେଳ #ଛାଇ #ଆଲୁଅ #YQdidi #yqbaba #yourquote #BoostThyself #odia #YQBhaina #YQOdia #MunOdia #khela

Subhasish Pradhan

//ହାର ଜିତର ଖେଳ// ସମୟ ତା ସାଥେ ନେଇଯାଏ ସବୁକିଛି ପିଲାଦିନ ସାଙ୍ଗସାଥି ଯୌବନ ବାର୍ଦ୍ଧକ୍ୟ ହେଲେ ଏ ଜୀବନ ଯେତେଦିନ ଜୀବ ଧରି ରୁହେ #Yqbhaina

read more
//ହାର ଜିତର ଖେଳ// //ହାର ଜିତର ଖେଳ//

ସମୟ ତା ସାଥେ ନେଇଯାଏ ସବୁକିଛି
ପିଲାଦିନ
ସାଙ୍ଗସାଥି
ଯୌବନ
ବାର୍ଦ୍ଧକ୍ୟ
ହେଲେ ଏ ଜୀବନ ଯେତେଦିନ ଜୀବ ଧରି ରୁହେ

swetasumanmishra

#ଓଡ଼ିଆ #କେନ୍ଦୁଝର #ଅତୀତ #ମନ #ଖେଳ #ଖାଣ୍ଟିଓଡିଆଝିଅ #ଲେଖିକା # @ଶ୍ୱେତାସୁମନମିଶ୍ର #beinghuman #ଜୀବନ

read more
ଅତୀତ ଖେଳ ଅଟେ ଏବଂ ବର୍ତ୍ତମାନ ଖେଳାଳି  ।

©Swetasuman Mishra #ଓଡ଼ିଆ #କେନ୍ଦୁଝର #ଅତୀତ #ମନ #ଖେଳ #ଖାଣ୍ଟିଓଡିଆଝିଅ #ଲେଖିକା #
@ଶ୍ୱେତାସୁମନମିଶ୍ର
#beinghuman


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile