Find the Best Bhabana Shayari, Status, Quotes from top creators only on Nojoto App. Also find trending photos & videos aboutbhavana pandey age, bhavana pandey, bhabananda das, bhabha nagar pin code, bhabanagar kinnaur pin code,
Sonu Dixit
ଚଢେଇ ଟିକୁ ଦାନା-ପାଣି ଦେଇ ପାଳିଥିବା ଲୋକଟିର ଭଲପାଇବା କୁ ବି ମାନିବାକୁ ପଡିବ , ସ୍ନେହରେ ଆଉ ଖୁବ ଯତ୍ନର ସହିତ ଛୋଟ ରୁ ବଡ କରିଦିଏ , ପୁଣି ବଡ ହେଇଗଲା ପରେ ସେ ଚଢେଇଟିର ଡେଣା ଦୁଇଟା କାଟି ଦିଏ... ଯାହା ଫଳରେ ତା'ର ସେଇ ପ୍ରିୟ ଚଢେଇଟି କେବେ ଦୁରକୁ ଉଡିଯାଇ ପାରିବନି । ବହୁତ ଭଲପାଏ ନା ତାକୁ , କେମିତି ଭଲା ନିଜଠୁ ଦୂର କରି ପାରିବ । ଆଉ ସେ ଚଢେଇଟିକୁ ଦେଖ , ମାୟା ର ପଞ୍ଜୁରୀ ରେ ବାନ୍ଧି ହେଇ ଯାଏ ସେ ବି... ଗୋଟେ ପଟେ ଭଲପାଇବା ଆଉଗୋଟେ ପଟେ ଅନନ୍ତ ଆକାଶ , ଦ୍ଵନ୍ଦ ରେ ଫସିଯାଏ ବିଚାରୀ... ଆଉ ନିଜକୁ ଏତେ ଋଣୀ ମଣିନିଏ ଯେ , ପୁଣି ଥରେ ଡେଣା ବାହାରିଗଲେ ବି , କେବେ ଉଡିଯିବା ପାଇଁ ଚେଷ୍ଟା କରେନି... #ବନ୍ଧନଯେବେଶିକୁଳିହୁଏ #ନାରୀ #yqodia #odiawritings #bhabana #odiaquotes #ଓଡ଼ିଆrapidfire #yqbhaina YourQuote Bhaina
#ବନ୍ଧନଯେବେଶିକୁଳିହୁଏ #ନାରୀ #yqodia #odiawritings #Bhabana #Odiaquotes #ଓଡ଼ିଆrapidfire #Yqbhaina YourQuote Bhaina
read more
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited