Nojoto: Largest Storytelling Platform
nojotouser3716948716
  • 66Stories
  • 157Followers
  • 774Love
    5.0LacViews

ଦେବବ୍ରତ ଜେନା

ଶବଦର ବନ୍ଦୀ ସିପାହୀଟିଏ ମୁଁ ଚିହ୍ନି ନି ନିଜକୁ କିଏ ନିଜ ଭାବନାକୁ କାଗଜ କଲମେ କେବେ କେବେ ଲେଖିଦିଏ ପେଶାଟି ଅଟଇ ମୋର ଶିକ୍ଷକତା ଘର ମୋର ଭୋଗରାଇ ଭାଵନା ଭବନେ ଶବ୍ଦର ନିଳୟେ ନିଇତି ଖୋଜେ ମୁଁ କିଏ ???

  • Popular
  • Latest
  • Video
47de7f2b1648cc000b334660af561452

ଦେବବ୍ରତ ଜେନା

#ଶରତ_ହଜିଛି

#ଶରତ_ହଜିଛି #ଇରୋଟିକ୍

47de7f2b1648cc000b334660af561452

ଦେବବ୍ରତ ଜେନା

#sanja_nai_gala_pare
47de7f2b1648cc000b334660af561452

ଦେବବ୍ରତ ଜେନା

ସଜେଇ ହୋଇ ମୁଁ
ରହିଛି ଅନାଇ
ସାଥୀ ! ଗୋ ତୁମରି ପାଇଁ,,,
ସମୟକୁ ଭୁଲି
ବିରହରେ ଜଳି
ଅପେକ୍ଷା କରିଛି ମୁହିଁ
ଶରତ ଲଗନ ବହି,,,
ନ ଆସିବ ନାହିଁ
ମିଥ୍ୟା ପ୍ରତିଶ୍ରୁତି
ଦେଇ ଯାଅ କାନେ କହି ।।

©ଦେବବ୍ରତ ଜେନା
  #umeedein
47de7f2b1648cc000b334660af561452

ଦେବବ୍ରତ ଜେନା

भले ही तुने 
भुला दिया हमें 
एक बेबफा समझ कर

लेकिन में,,,
ढूंढ रहा हूं तुझे 
मेरे किताब की 
हर पन्ने पर ।।

©ଦେବବ୍ରତ ଜେନା
  #kitaab
47de7f2b1648cc000b334660af561452

ଦେବବ୍ରତ ଜେନା

ତୋ ପାଇଁ ଜହ୍ନ ତୋଳି ଦେଇ ନ ପାରିବାର
ବିବଶତା ମୋତେ ବାର ବାର ଘାରେ,,,

କିନ୍ତୁ ଆଜି ଦରିଆକୁ ସାକ୍ଷୀ ରଖି 
ଖୋଲା ଆକାଶ ତଳେ,,,ଗୋଧୂଳି ଲଗନେ,,,
ମୋ ପ୍ରେମର ଇସ୍ତାହାର ପାଇଁ 
ତୋ ଆବିଳ ଶୂନ୍ୟ ମୁଖମଣ୍ଡଳରେ
ଅରୁଣ ରାଗର ରକ୍ତିମ ଆଭାରେ
ଅସ୍ତାଚଳେ ମୋ ହିଆର ଉଦିତ ସୂର୍ଯ୍ୟ ତୋତେ ସମର୍ପିଲି ।
 
ଖାସ୍ ଏଇଥି ପାଇଁ 
କାଳ କାଳ ପାଇଁ ତୁ 
ଉଇଁ ଚାଲିଥିବୁ ମୋ ପ୍ରାଣରେ 
ଫି  ରାତିର ତମସା ଉତ୍ତାରୁ..

©ଦେବବ୍ରତ ଜେନା
  #tereliye
47de7f2b1648cc000b334660af561452

ଦେବବ୍ରତ ଜେନା

जिंदेगी की राह पर 
तुझे अकेले ही चलना है
हर गम को भुला कर
दुख की आशु पीना है

सिर्फ मां की साया
उस राह में दिशा दिखाएगा
बाकी सब कुछ समय के साथ 
बदले नजर आएगा

©ଦେବବ୍ରତ ଜେନା
  #Yaari
47de7f2b1648cc000b334660af561452

ଦେବବ୍ରତ ଜେନା

chance makes our parents
but choices makes our friends
on this day I am thankful to 
all my friends who  guided and paved me
 to be worthy of the society,
without their support
 I can't overcome the hazards of the life
in spite of age differences 
their existence is very useful to me....

©ଦେବବ୍ରତ ଜେନା
  #FriendshipDay
47de7f2b1648cc000b334660af561452

ଦେବବ୍ରତ ଜେନା

HAPPY BIRTHDAY PAPA

The path you crossed in your journey
is full of thorns
but your vision to this path 
made them  flowers..

Being thy offspring  I neither care for you
 nor maintain my responsibility 
But you have perfectly done your duty 
 guiding us  in a world of divinity ...

As a  True Guide and Friend
 You paved our life..
given courage and strength
in hazards and strife..

Turning young to 75
may divine mother lead ...
Sprinkle the divine shower
to have a healthy life ahead...

©ଦେବବ୍ରତ ଜେନା
  #HAPPY_BIRTHDAY_PAPA
47de7f2b1648cc000b334660af561452

ଦେବବ୍ରତ ଜେନା

ଜୀବନରେ ବେଳେ ବେଳେ 
ଏମିତି ସମୟ ଆସେ
ସେ ସମୟ ଅତୀତରେ 
ଅଭୁଲା ସ୍ମୃତିରେ ବସେ ।।(୧)

ସମସ୍ୟାର ସମାଧାନ
ଖୋଜିଲେ ବି ମିଳେ ନାହିଁ
ଛାଏଁ ଛାଏଁ ତା ' ଉତ୍ତର
କେବେ ପୁଣି ଯାଏ ମିଳି ।।(୨)

©ଦେବବ୍ରତ ଜେନା
  #safar
47de7f2b1648cc000b334660af561452

ଦେବବ୍ରତ ଜେନା

ଫଗୁଣ ଓ ଶ୍ରାବଣ ମୋର
ଅନେକ ପ୍ରିୟ 
ଜଣେ ମୋତେ ହଜାଏ 
ଆଉ ଜଣେ ଭିଜାଏ

©ଦେବବ୍ରତ ଜେନା
  #ଶ୍ରାବଣ

#ଶ୍ରାବଣ #ଶାୟାରି

loader
Home
Explore
Events
Notification
Profile