Nojoto: Largest Storytelling Platform

New jibana Quotes, Status, Photo, Video

Find the Latest Status about jibana from top creators only on Nojoto App. Also find trending photos & videos about, jibana.

    LatestPopularVideo

Deepak

#jibana #Jibanara #Bata #bhari #jagannath #Jaga #Kalia #Video #Reels Jibanara Bata Bhari Anka Banka

read more
#jibana #Jibanara #Bata #bhari #jagannath #Jaga #Kalia #Video #Reels #Nojoto 
Jibanara Bata Bhari Anka Banka

Zahidul Islam Sobuz

Jibanananda #poem

read more

debasish rout

ମଣିଷ ମୁଁ
ଏଇତ ମୋର ବାସ୍ତବତା
ତିଳତିଳ ହେଇ ଜଳିବା ପାଇଁ
    ଜୀବନପଥରେ ମୋ ସମୟ ଶସ୍ତା....
ସବୁ ଏଠି ମାୟା 
କ୍ଷଣିକରେ ସବୁ ପାଲଟେ ଧୂଆଁ 
ଲୋଡ଼ାଅଲୋଡ଼ାର ଲୁଡୋ ଖେଳରେ
ଦାନା ହେଇ ମୁଁ ହେଇଛି ଠିଆ....
ମଣିଷ ମୁଁ 
ଏଇ ମୋର ବାସ୍ତବତା
ମହଙ୍ଗା ଦୁନିଆଁର ମୁକ୍ତ ଆକାଶେ
ସଙ୍କୁଚିତ ମୋ ଜୀଇଁବା ରାସ୍ତା....

  #loveD #LastDay #jibanajamunarejuarauthere

Preetam Kumar sahu

@pbsjibana3

read more
JIBANA...3
jibanaree aasithae  kete ghaata prati ghaata....
hrudayara raaja dekhi ahaa bichalita....
@pbs# @pbs#jibana3

Zahidul Islam Sobuz

Jibanananda

read more

Zahidul Islam Sobuz

Jibanananda

read more

Puja Rana

jibanara satyata #ज़िन्दगी

read more

Lopamudra Lopa

#NITKavi Anubhuti jibanara #Life

read more

BINOदिनी

ସ୍ୱଳ୍ପ ସମୟ ର ସେହି ଦୀପ ଶିଖା ଟିଏ,
ଅଳ୍ପ ଆୟୁ ର ସେହି ମାଛି ଟିଏ।
ବ୍ୟବଧାନ ବହୁତ କ୍ଷୀଣ ଥାଏ,
କିନ୍ତୁ ପ୍ରେମ ର ପ୍ରତୀକ ଟିଏ ସାଜିଥାଏ।।
କଥା ସମୟ କିମ୍ବା କାଳ ର ନଥାଏ,
ଗାଥା କେବଳ ମୁହୂର୍ତ୍ତ ର ହୋଇଥାଏ।।

©BINOदिनी #jibana

Be A Poet Or Be The Poem

loader
Home
Explore
Events
Notification
Profile