Find the Latest Status about साबन 2019 from top creators only on Nojoto App. Also find trending photos & videos about, साबन 2019.
Smruti Ranjan Mohanty
Holi is a popular and significant Hindu festival celebrated as the Festival of Colours, Love, and Spring. ଆଉ ଥରେ-17 ସେ କି ମନ ଯେଉଁ ମନରେ ଯୌବନର ରଙ୍ଗ ନାହିଁ ସେ କି ଦେହ ଯେଉଁ ଦେହରେ ପ୍ରେମର ପ୍ଲାବନ ନାହିଁ ସେ କି ପ୍ରାଚୁର୍ଯ୍ୟ ଯେଉଁଠି ବଞ୍ଚିବାର ନିଶା ନାହିଁ ସେ କି ଜୀବନ ଯେଉଁଠି ନିଜପାଇଁ ସ୍ୱପ୍ନର ଜୁଆର ନାହିଁ ସେ କି ପ୍ରାପ୍ତି ଯେଉଁଟା ଖାଲି ଅନ୍ୟମାନଙ୍କ ପାଇଁ ନିଜକୁ ସମସ୍ତଙ୍କ ଭିତରେ ବାଣ୍ଟିଦେଲା ବେଳେ ନିଜ ସ୍ୱପ୍ନକୁ ଗୋଟା ଗୋଟା କରି ସଂଅପି ଦେଲାବେଳେ, କେଵେ ଭାବି ଦେଖିଛ ତମେ, ତମ ସ୍ବପ୍ନ କେଵଳ ତମର ନୁହେଁ ଆଉ କେହି ଜଣେ ଅଛି ଯିଏ ତମକୁ ନେଇ ସ୍ବପ୍ନ ଦେଖେ ଲାଲ ଲାଲ କୃଷ୍ଣଚୁଡ଼ାର, ରୁପା ଜହ୍ନ ଆଉ ଚିକମିକ ତାର ଫୁଲର, ଭିଯା ମାଟିରେ ଶେଜ ସଜାଏ ନିଜକୁ ହଜେଇଦେବାକୁ ଆଉ ଏକ ସ୍ୱର୍ଣ୍ଣାଭ ରାତିର ବାହୁ ବଳୟରେ ମୁଁ ନୁହେଁ ଧୃତରାଷ୍ଟ୍ର, ତମେ ମୋ ଗାନ୍ଧାରୀ ନା ମୁଁ ଅର୍ଜୁନ, ତମେ ମୋ ଯାଜ୍ଞସେନୀ ମୁଁ ତମ ପ୍ରଥମ ପ୍ରେମ, ତମେ ମୋ ବଞ୍ଚିବାର ଶେଷ ପ୍ରତିଶୃତି ମୁଁ ରଖି ଦଉଛି ଗାଣ୍ଡୀବ, ତମେ ଖୋଲି ଦିଅ ଆଖିରୁ ଅନ୍ଧପୁଟୁଳି ମୋ ଆଖିରେ ଦେଖ ଜୀବନଟା ଏବେବି କେତେ ସୁନ୍ଦର ତମେ ଆସ ମରୀଚିକାର ସରହଦ ଡେଇଁ ତ୍ୟାଗ, ତିତିକ୍ଷା ଆଉ ସମ୍ମୋହନର ପାହାଚ ଟପି ପ୍ରେମର ସବାରୀରେ ନବ ବଧୂ ସାଜି ମୁଁ ତମକୁ ମୋ ହାଥରେ ସଜେଇ ଦେବି ଟୋପା ଟୋପା ଚନ୍ଦନରେ, ପଟା ପଟା ଅଳତାରେ ମୁଠା ମୁଠା ସିଂଦୁରରେ, ମେଞ୍ଚା ମେଞ୍ଚା ଅବିରରେ ଆଉ ଥରେ ହସିଦିଅ ମୁଁ ଭୁଲିଯିବି ଏଇଟା ବୟସର କେଉଁ ମାସ ଲାଜର ଓଢଣା ଖୋଲି ଦେଖ ହାଥଠାରି ଡାକୁଛି ଆଉ ଏକ ସକାଳ, ଭିନ୍ନ ଏକ ସଂଦୀପ୍ତ ବାଳଭାନୁର ଉଦୟ ଉତ୍ସଵ ମୋ ଓଠରେ ଓଠ ରଖ ଏଇତ ଜୀବନଟା ଆରଂଭହିଁ ହେବ ସ୍ମୃତି ରଞ୍ଜନ ମହାନ୍ ©Smruti Ranjan Mohanty #holi2024 ଆଉ ଥରେ-17 ସେ କି ମନ ଯେଉଁ ମନରେ ଯୌବନର ରଙ୍ଗ ନାହିଁ ସେ କି ଦେହ ଯେଉଁ ଦେହରେ ପ୍ରେମର ପ୍ଲାବନ ନାହିଁ ସେ କି ପ୍ରାଚୁର୍ଯ୍ୟ ଯେଉଁଠି ବଞ୍ଚିବାର ନିଶା ନ
Ravendra
Smruti Ranjan Mohanty
THE JOURNEY-5 Amidst many How lonely man is? He is neither in his smiles and tears Nor in his love and betrayal He is in himself in the arrogant 'I' That blankets his heart and mind To put an end to his loneliness They come crowding Build a series of relationships, some of blood, some of dreams and aspirations Some of friendship, some of jealousy, hatred and bitterness Neither he loses himself in the expansion and contraction Nor in the love and tears of others After casting a spell of happiness and sorrow They leave one by one and go in their own way What remains is that 'I', that lonely man And his lone walk. ଯାତ୍ରା-5 ସମସ୍ତଙ୍କ ଭିତରେ ଥାଇବି ମଣିଷ କେତେ ଏକୁଟିଆ ନା ସିଏ ଥାଏ ତା ହସରେ ନା ତା କାନ୍ଦରେ ନା ତା ପ୍ରେମରେ ନା ତା ପ୍ରତାରଣାର ସିଏ ଥାଏ ନିଜ ଭିତରେ ମୁଁ ଟିଏ ହୋଈ ତା ରିକ୍ତତାକୁ ସିକ୍ତ କରିବାକୁ ସେମାନେ ଆସନ୍ତି ଦଳ ଦଳ ହେଇ ସମ୍ପର୍କର ସେତୁ ବାନ୍ଧନ୍ତି, କିଛି ରକ୍ତର, କିଛି ସ୍ୱପ୍ନ ଆଉ ଆଙ୍କାକ୍ଷାର କିଛି ପ୍ରେମ ଆଉ ବନ୍ଧୁତ୍ୱର, କିଛି ଈର୍ଷା, ଘୃଣା ଆଉ ତିକ୍ତତାର ନା ମଣିଷ ବିସ୍ତାର ଆଉ ସଂକୋଚନରେ ଅସ୍ତିତ୍ବ ହରାଏ ନା କାହା ହସ କାନ୍ଦରେ ନିଜକୁ ହଜେଇ ପାରେ ହସି ହସାଈ କାନ୍ଦି କନ୍ଦାଇ ସମସ୍ତେ ଚାଲି ଯାଅନ୍ତି ଯିଏ ଯାହା ବାଟରେ ରହିଯାଏ ଖାଲି 'ମୁଁ', ସେଇ ଏକୁଟିଆ ମଣିଷ ଆଉ ତାର ଏକାକୀ ଯାତ୍ରା ସ୍ମୃତି ରଞ୍ଜନ ମହାନ୍ ©Smruti Ranjan Mohanty #traintrack THE JOURNEY-5 Amidst many How lonely man is? He is neither in his smiles and tears Nor in his love and betrayal He is in him
Smruti Ranjan Mohanty
JAI HIND SOMETHING I LOOK AT-109 BY-SMRUTI RANJAN MOHANTY ABHINANDAN Life is all about that moment, for which one lives his whole life, the moment that lifts him, his surrounding and the entire nation to unknown heights That moment comes in the life of a few with whom the whole nation identifies, for whom life has never been a coward's adventure, always a hero's worship in moments of peace and war, prosperity and adversity. That moment comes in his life, who carries on his shoulder the nation, its hopes, dreams and identity, for whom the nation is the only priority, much above love, life, and relationship, pelf, power, family and friendship, appreciation, recognition, misery and hardship. How it feels when the whole nation waits for the hero to arrive? how it feels when one occupies each and every ones mind, thoughts and feelings? how it feels when the nation gives a standing ovation, heart and soul dance in joy and ecstasy when the son of the soil arrives? Is anything more fulfilling than this? does anything stand in comparison and worth this? A hero is a hero, even in the enemy's camp for him nothing but national interest matters. Whatever may be the situation, whoever in front hardly matters, he never loses his poise and stands like a rock. The nation salutes the heroes, whose breath and blood, heart and mind dream, desire and wish are for the nation. Their lives are poetries of dedication, who for us sacrifice their lives and comforts sleep and dream, fancy and wish to let us breathe and relax in peace. Is it not our duty to find the soldier in us, stand by the nation and our brothers and sisters guarding the frontier day and night in sun and shower fighting against hope and despair? Smruti Ranjan Mohan ©Smruti Ranjan Mohanty #thepredator JAI HIND SOMETHING I LOOK AT-109 BY-SMRUTI RANJAN MOHANTY ABHINANDAN Life is all about that moment,
mr.krishna101_official
GAURAVKUMAR RAJ
Smruti Ranjan Mohanty
A LOOK-127 Life is about a moment, that makes all the difference. Give everything you have and patiently wait for the moment to come. Smruti Ranjan Mohanty ©Smruti Ranjan Mohanty #Preying A LOOK-127 Life is about a moment, that makes all the difference. Give everything you have and patiently wait for the moment to c