Find the Latest Status about jaga kar from top creators only on Nojoto App. Also find trending photos & videos about, jaga kar.
mr.coolboy
vo labo ko labo se lagane se geela kare asliyat mai to nahi per khawabo mai mila kare aager lagta hai hum kaabil nahi aapke koi baat nahi per aapne dil mai humare liye thodi si to jaga kare ©kaafir ye ishq thodi si to jaga kare 😁/#lab #ishq #mohbbat #shayri #views😅 #chance
مومن
इल्जाम तकदीरों पर लगाकर मुझे छोड़ा बीच सफर में. खुद का दर्द बयां कर के मुझे रुला दीया बेहिसाब. दबी ख्वाहिशों को जगा कर मुझे खुदगर्ज करार दिया. रूठ कर मुझसे वह बेरहम मुझे नसीब का ताना दे गया. वफा में बेवफाई उसकी मुझे ठुकराया जिम्मेदारी के खातिर. मासूमियत को छीन कर मेरी मुझे समझदार होने का इंतिज़ा करता रहा. मुस्कुराहट मेरी हूंवी बद्दुआ मुझे मायूसी में कर दिया मुंतज़ा . सजा -ए -हिज्र का किया ऐलान मुझे कर दिया कुर्बान बेखुदी में. मुलाकातों की मेहरबानी खत्म मुझे थोड़ा और किस्सा खत्म. Ilzam takdeorou par laga kar muje chhoda beich safar mei. Khud ka dard bayaa kar k muje rula diya beh hisab. daabi khawaishou ko jaga ka
Ilzam takdeorou par laga kar muje chhoda beich safar mei. Khud ka dard bayaa kar k muje rula diya beh hisab. daabi khawaishou ko jaga ka #yqbaba #yqdidi #yqlove #yqzindagi #yqlovestory #yqlovers
read moreS.Sangeeta
ତୁ କହିଥିଲୁ ଜଗା ,ତୁ କହିଥିଲୁ.... ଭାଙ୍ଗି ଯାଇଥିଲେ ଗଢାଇଦେବୁ...ହଜି ଯାଇଥିଲେ ଖୋଜି ଆଣିବୁ। ଜୀବନର ରାହା ଭୁଲି ମୁଁ ଗଲେ...ବଂଚିବାର ରାହା ଶିଖେଇଦେବୁ।। ତୁ କହିଥିଲୁ ଜଗା ,ତୁ କହିଥିଲୁ.... ହାତ ଧରି ମୋର ସଦା ଚାଲିବୁ...ଆଖି ପଲକରେ ବସାଇଥିବୁ। ଅବାଟ ରେ ପାଦ ଦେଲେ ମୁଁ ଯଦି...ହାତ ଧରି ମୋର ଟାଣି ଆଣିବୁ।। ଆଜି କାହିଁ ଅଟେ ସବୁ ବିପରୀତ...ତୋ କଥାରୁ ତୁ ପୁଣି କେନ୍ହେ ବିଚ୍ୟୁତ। କାନ୍ଦୁନି ଆଖି ମୋ କାନ୍ଦୁଛି ଚିତ୍ତ...କେମିତି ବସିଛୁ ହୋଇ ଅଜ୍ଞାତ।୧। ତୁ କହିଥିଲୁ ଜଗା ,ତୁ କହିଥିଲୁ.... ରାଗି ଗଲେ ମୁ ଯେ ମନାଉଥିବୁ...ହସରେ କାନ୍ଦରେ ସଦା ରହିବୁ। ଜୀବନ ର ବାଜି ହାରିଗଲେ ମୁହିଁ...ଜିତିବାର ମନ୍ତ୍ର ଶିଖେଇଦେବୁ।। ତୁ କହିଥିଲୁ ଜଗା ,ତୁ କହିଥିଲୁ.... ଲୁହ ଜକେଇଲେ ହସେଇଦେବୁ...ଭାଙ୍ଗିି ପଡିଲେ ମୋ ସାହାରା ହେବୁ।ଜୀବନ ସଙ୍ଘର୍ଷେ ଏକା ପଡିଗଲେ...ସଦା ତୋ କୋଳରେ କୋଳେଇ ନେବୁ।। ତୁ କହିଥିଲୁ ଜଗା ,ତୁ କହିଥିଲୁ.... ଯେବେ ମୁଁ ଡାକିବି ସଦା ଶୁଣିବୁ...ହୃଦୟରେ ମୋର ସଦା ରହିବୁ। ଡ଼ାକିବା ପୂର୍ବରୁ ମନେ ପକେଇଲେ...ମୋ ଆଗରେ ଉଭା ହୋଇ ତୋ ଯିବୁ।। ତୁ କହିଥିଲୁ ଜଗା ,ତୁ କହିଥିଲୁ.... ଆଜି କାହିଁ ଅଟେ ସବୁ ବିପରୀତ...ତୋ କଥାରୁ ତୁ ପୁଣି କେନ୍ହେ ବିଚ୍ୟୁତ। କାନ୍ଦୁନି ଆଖି ମୋ କାନ୍ଦୁଛି ଚିତ୍ତ...କେମିତି ବସିଛୁ ହୋଇ ଅଜ୍ଞାତ।୨। ଜଗା🙏❤️🥺 ©S.Sangeeta #Jaga
S.Sangeeta