Find the Latest Status about love quotes odia from top creators only on Nojoto App. Also find trending photos & videos about, love quotes odia.
Jharana Rout
"ଶୂନ୍ୟତା ରାସ୍ତାରେ ଏକା ଚାଲିବାକୁ ହେବ ଲୋଡ଼ା ନାହିଁ କାହା ସାହାରା ଭରଷା ଅଛି, ବିଶ୍ୱାସ ବି ଅଛି ହାରିବିନି ଆଉ ଏହି ଜୀବନେ " ©Jharana Rout odia Quotes
The PenS Sayings
ଏଇ ସମୂଦ୍ର ର ଚଞ୍ଚଳତା, ମାଟି ସାଂଗେ ତା'ର ମିଳନ ପାଇଁ ସେଥିପାଇଁ ସାଗର ସର୍ବଦା ଚଞ୍ଚଳମୟ କୂଳ ପାଖରେ, କିନ୍ତୁ ଯେମିତି ମାଟି ତାର ନିଜ ସତ୍ୟତା କୁ ଜାଣେ, ସେ ଜାଣେ ତାର ଏଇ ଅସ୍ତିତ୍ୱ ପାଣି ପାଇଁ ହିଁ , ସେ ଜାଣେ ଏଇ ପାଣି ଉପରେ ହିଁ ସେ ଭାସମାନ, ସେଥିପାଇଁ ମାଟି ର ଖନନ ରୁ ପାଣି ଆସିଥାଏ । ସେହିପରି ଯେବେ ଏଇ ଗଭୀର ସମୂଦ୍ର ତା ର ନିଜ ପରିଚୟ ପାଇଯାଏ, ସେ ନିଜ ଗଭୀରତା ର ଗର୍ଭ ରେ ଯେବେ ମାଟି କୁ ହିଁ ଦେଖେ ମାଟି କୁ ହିଁ ପାଏ, ସେ ଜାଣେ ଏଇ ମାଟି ଉପରେ ହିଁ ତା ର ଅସ୍ତିତ୍ୱ, ଯେମିତି ଭୂମି ତା ଉପରେ ଭାସମାନ , ସେମିତି ସେ ଭୂମି ଉପରେ ବିଦ୍ୟମାନ, ସେ ଜାଣିବାକୁ ପାଏ ସେ ହିଁ ମାଟି, ସେ ହିଁ ପାଣି.. ସେବେ ତା ଚଞ୍ଚଳତା ର ଅବସାନ ହୁଏ, ସେଥିପାଇଁ ଦୂର ମାଟି ର ଗର୍ଭ ରେ ଏଇ ବିଶାଳକାୟ ସମୂଦ୍ର ନିଜକୁ ସର୍ବଦା ଶାନ୍ତ ପାଏ ।। ©Amlan Sourav Dash #ସମୂଦ୍ରମାଟି #odia #Odisha #Quotes #Love #Meaning #nogoto #writer