Find the Latest Status about afgji parent portal from top creators only on Nojoto App. Also find trending photos & videos about, afgji parent portal.
MUKESH KUMAR
☝️एक विचार ✍️ दीन और दुनिया दोनों का अस्तित्व एक दूसरे से जुड़ा है... किसी एक के बिना ये प्रकृति अस्तित्वहीन ही हो जाएगी... ©MUKESH KUMAR एक विचार #ekvichar #vichar4you #quote #motivation #thoughts #parent
Sulaihazulbi
no one in the world love like a father and care like a mother ©Sulaihazulbi #parent#love
Manas Krishna
तेरे बिना हर रात बिख़र जाता हूं बड़ी मायूसी से बस ख्व़ाबों को गले लगाता हूं बिन तेरे इन ख्व़ाबों का भी क्या वजूद, कैसे समझाऊं इस रात को, की बिना चांद के तेरा भी क्या वजूद ।। ©Manas Krishna #parent
संजय श्रीवास्तव
चलो सुहाने दौर पुराने आये तो बगिया में आम फिरसे बौराये तो पगडंडी और मेड़ो वाले रस्ते पर खेतों में गेहूं की बाली लहराये तो राम धनी काका ने नाथ लगायी है बैलों की जोड़ी को फिर दौड़ाये तो रामबहादुर फगूनी संग इदरिस भाई सुर्ती मलकर एक दूजे को खिलाये तो नथूनों में भर सोंधी खुशबू मिट्टी की घुमड़ घुमड़ बादल पानी बरसाये तो शाम ढले चौपाल लगी खलिहाने में बैठ बिशेसर बिरहा कोई सुनाये तो लौट शहर से गांव में फिर आये हम यादों को संजय कैसे कोई भुलाये तो ©संजय श्रीवास्तव #parent
Swetapadma Pattanayak
ଦଇବ ଦେଇଛି ଜନମ ମୋତେ ଯେ ସମୟ ହାତେ ଦଉଡ଼ି ପିଲା ଦିନ ଅବା ଏତେ ଶୀଘ୍ର କାଇଁ ଚାଲି ଗଲା ମତେ ଛାଡ଼ି। ଆରେ ହେ ସମୟ! ଏତେ ବା ନିଷ୍ଠୁର କିବା ପାଇଁ ତୁହି ହେଲୁ? ସେ ବାଲ୍ୟ କାଳ କୁ ମୋ ହସ୍ତ ମୁଠାରୁ ଛଡେଇ କିମ୍ପାଇଁ ନେଲୁ? ସ୍ୱର୍ଣିମ ଦିନ ଯେ ଥିଲା ସେ ମୋହର ନଥିଲା ଦାୟିତ୍ୱ ଭାର, ନିଜର ମୁଣ୍ଡକୁ ହାତ ନ ପାଅଇ ଥିଲି ଦାୟିତ୍ଵ କାହାର। ବାଲ୍ୟ କାଳ ମୋର ସରି ଗଲା ଯେବେ ସରିଲା ମୋ ବାଲି ଖେଳ, କେ ଅବା ପାରିବ ଲେଉଟାଇ ମତେ ମୋର ସେ ଅଝଟ ବେଳ? -ଶ୍ୱେତପଦ୍ମା ପଟ୍ଟନାୟକ ©Swetapadma Pattanayak #parent

ଦଇବ ଦେଇଛି ଜନମ ମୋତେ ଯେ ସମୟ ହାତେ ଦଉଡ଼ି ପିଲା ଦିନ ଅବା ଏତେ ଶୀଘ୍ର କାଇଁ ଚାଲି ଗଲା ମତେ ଛାଡ଼ି। ଆରେ ହେ ସମୟ! ଏତେ ବା ନିଷ୍ଠୁର କିବା ପାଇଁ ତୁହି ହେଲୁ? ସେ ବାଲ୍ୟ କାଳ କୁ ମୋ ହସ୍ତ ମୁଠାରୁ ଛଡେଇ କିମ୍ପାଇଁ ନେଲୁ? ସ୍ୱର୍ଣିମ ଦିନ ଯେ ଥିଲା ସେ ମୋହର ନଥିଲା ଦାୟିତ୍ୱ ଭାର, ନିଜର ମୁଣ୍ଡକୁ ହାତ ନ ପାଅଇ ଥିଲି ଦାୟିତ୍ଵ କାହାର। ବାଲ୍ୟ କାଳ ମୋର ସରି ଗଲା ଯେବେ ସରିଲା ମୋ ବାଲି ଖେଳ, କେ ଅବା ପାରିବ ଲେଉଟାଇ ମତେ ମୋର ସେ ଅଝଟ ବେଳ? ©Swetapadma Pattanayak #parent