Find the Latest Status about kka from top creators only on Nojoto App. Also find trending photos & videos about, kka.
KkA
White ତୁମେ କହିଥିବା ସଞ୍ଜବେଳ କଥା ଆଜି ଭାରି ମନେପଡ଼େ ©KkA #SunSet #Nojoto #Music #Life #Love #KkA #poem #story #Life_experience #kkaofficial
KkA
BeHappy ମୁଁ ଯେବେ କାନ୍ଦୁଥିଲି ତା ଓଠରେ କିଛି ଏମିତି ହିଁ ନେଳି ନେଳିଆ ଆକାଶ ଭରା ହସ ଦିଶୁଥିଲା ©KkA #beHappy #Nojoto #Life #Love #story #poem #KkA #Life_experience #kkalived #କମଳାକୃଷ୍ଣ_ଅଶୋକ
KkA
ଜାଣିଛ ନା ? ପିଲାଦିନେ ଯେବେ ମୁଁ ପ୍ରଥମେ ପ୍ରଥମେ ଜାହାଜ ଦେଖିଲି ସେତେବେଳେ ମୁଁ ମାନିବାକୁ ନାରାଜ୍ ଥିଲି ଯେ , ଜାହାଜ କୁ ମଣିଷ ବନେଇ ପାରେ ବୋଲି ! ବଡ଼ ହେବା ପରେ ନୂଆନୂଆ ସାହିତ୍ୟ ପ୍ରେମରେ ମୁଁ .. . . ଫକୀର ମୋହନଙ୍କ ଭଳି ସବୁ ବଡ଼ବଡ଼ ଭାଷା-ସାହିତ୍ୟ ପ୍ରେମୀଙ୍କ ଚମତ୍କାର ଚିନ୍ତା ଧାରାର ଲେଖା ସବୁକୁ ପଢ଼ିଲା ପରେ ବି ମାନୁନଥିଲି ଯେ , ଏଇଭଳି ସବୁ ଲେଖାକୁ ମଣିଷ ଲେଖି ପାରେ ବୋଲି ! ଆଉ ଜାଣିଛ ? ତମକୁ ଦେଖିଲା ପରେ ମୋ ମନରେ ସେଇ ସମାନ ପିଲାଳିଆମୀ ପଣ ଯେ .. . . ଏମିତି ସୁନ୍ଦରୀଙ୍କର ଜନ୍ମ ବି ପୃଥିବୀପୃଷ୍ଠ ରେ ହେଇପାରେ ବୋଲି ! ©KkA #Life #Music #Love #Nojoto #poem #story #kkalived #Life_experience #କମଳାକୃଷ୍ଣ_ଅଶୋକ
KkA
White ସମୟର ଆଢୁଆଳରେ ରହି ସମୟକୁ ବାନ୍ଧି ରଖିବାର ସ୍ବପ୍ନ ଦେଖୁଦେଖୁ ଏମିତି ଏ ସମୟ ହାତ ଛାଡିଦିଏ‼️ ଆଉ ଦେଇଯାଏ .. . କିଛିଟା ଅନୁଭୂତି , କିଛି ଯନ୍ତ୍ରଣା ଆଉ କିଛି ହରେଇବାର କ୍ଷୋଭ❗ କ୍ଷୋଭ କେବଳ ନିଜ ଉପରେ ... .. . ©KkA #Dosti #KkA #Music #Life #Nojoto #Love #story #poem #କମଳାକୃଷ୍ଣ_ଅଶୋକ #Life_experience
KkA
ବର୍ଷା ଆଉ ମୁଁ ଦୁହେଁ ପାଖା-ପାଖି ହଁ ଖୁବ୍ ପାଖା-ପାଖି ଖାଲି ଆମ ମଝିରେ ଯାହା ସେଇ କାଚର କାନ୍ଥ ଆମ ଦୁଇଙ୍କୁ ଅଲଗା କରିବା ପାଇଁ ମଝିରେ ମଝିରେ ଘଡ଼ଘଡିର ଯୋଉ ବଡ଼ବଡ଼ ଦେହଥରା ଧମକ ସାଙ୍ଗରେ ଥୁଆ କୁ ଥୁଆ ବିଜୁଳିର ସତର୍କ ଟର୍ଚ୍ଚ ସତେ ଯେମିତି ବର୍ଷା ର ଅନୁପସ୍ଥିତିରେ ପୁରା ସାହି ପଡ଼ିଶାଙ୍କର ରାଗର କାରଣ ବୋଧେ କେବଳ ମୁଁ , ହଁ କେବଳ ମୁଁ❗ ତଥାପି ମନରେ ଅଭୟ ହୃଦୟରେ ଚଞ୍ଚଳ ଆଉ ଆତ୍ମାରେ ଶୁଦ୍ଧଭକ୍ତି ସେଇ ବର୍ଷାର ସ୍ପର୍ଶ ପାଇଁ ଏଇଟା କଣ ପ୍ରେମ ନୁହେଁ‼️ ©KkA #ପ୍ରେମ #Life #Nojoto #Music #Love #poem #story #KkA #Life_experience #କମଳାକୃଷ୍ଣ_ଅଶୋକ
KkA
White ସ୍ବପ୍ନ ତ ସମସ୍ତେ ଦେଖନ୍ତି❗ ମୁଁ ବି ଦେଖେ । ମୁଁ ଜାଣିଚି ... .. . ସ୍ୱପ୍ନରେ କୌଣସି ବାସ୍ତବତା ନାହିଁ । ତଥାପି ... .. . ତଥାପି ସ୍ବପ୍ନ ଦେଖିବାକୁ , ମତେ ବହୁତ ଭଲଲାଗେ ହଁ , ଭଲ ଲାଗେ ଖାସ୍ ତମକୁ ଦେଖିବା ପାଇଁ‼️ ©KkA #safar #Life #Nojoto #Music #Love #poem #story #KkA #Life_experience #କମଳାକୃଷ୍ଣ_ଅଶୋକ