Nojoto: Largest Storytelling Platform

Best ବନ୍ଧୁତ୍ୱ Shayari, Status, Quotes, Stories

Find the Best ବନ୍ଧୁତ୍ୱ Shayari, Status, Quotes from top creators only on Nojoto App. Also find trending photos & videos about

  • 5 Followers
  • 7 Stories

Sandhya Rani Das

ବନ୍ଧୁ ର ଅର୍ଥ ତ ମୁଁ ଲେଖିଲି, ଏବେ ଆପଣ ଆପଣଙ୍କ ଲେଖନି ଚଳାନ୍ତୁ.... #ବନ୍ଧୁ #ବନ୍ଧୁତ୍ୱ #Yqbhaina #yqquotes #YourQuoteAndMine Collaborating with suryakant barik

read more
ବନ୍ଧୁତା ଏକ ସ୍ୱର୍ଗୀୟ ଉପହାର 
ବନ୍ଧୁ ବିନା ଲାଗେ ଏ ଜୀବନ ପୁରା ଅନ୍ଧକାର ,
ବନ୍ଧୁତାର ଶ୍ରେଷ୍ଠ ଉଦାହରଣ ଯଦି ଦେଖିବ 
ସେ ହେଉଛି କୃଷ୍ଣ ଆଉ ସୁଦାମାର।।।

 ବନ୍ଧୁ ର ଅର୍ଥ ତ ମୁଁ ଲେଖିଲି, ଏବେ ଆପଣ ଆପଣଙ୍କ ଲେଖନି ଚଳାନ୍ତୁ....
#ବନ୍ଧୁ 
#ବନ୍ଧୁତ୍ୱ 
#yqbhaina
#yqquotes  #YourQuoteAndMine
Collaborating with suryakant barik

Sandhya Rani Das

ବନ୍ଧୁ ର ଅର୍ଥ ତ ମୁଁ ଲେଖିଲି, ଏବେ ଆପଣ ଆପଣଙ୍କ ଲେଖନି ଚଳାନ୍ତୁ.... #ବନ୍ଧୁ #ବନ୍ଧୁତ୍ୱ #Yqbhaina #yqquotes #YourQuoteAndMine Collaborating with suryakant barik

read more
ବନ୍ଧୁତା ଏକ ସ୍ୱର୍ଗୀୟ ଉପହାର 
ବନ୍ଧୁ ବିନା ଲାଗେ ଏ ଜୀବନ ପୁରା ଅନ୍ଧକାର ,
ବନ୍ଧୁତାର ଶ୍ରେଷ୍ଠ ଉଦାହରଣ ଯଦି ଦେଖିବ 
ସେ ହେଉଛି କୃଷ୍ଣ ଆଉ ସୁଦାମାର।।।

 ବନ୍ଧୁ ର ଅର୍ଥ ତ ମୁଁ ଲେଖିଲି, ଏବେ ଆପଣ ଆପଣଙ୍କ ଲେଖନି ଚଳାନ୍ତୁ....
#ବନ୍ଧୁ 
#ବନ୍ଧୁତ୍ୱ 
#yqbhaina
#yqquotes  #YourQuoteAndMine
Collaborating with suryakant barik

Subhasish Pradhan

କଣ ହେଲା? କିଛି ଗୋଟେ ଭାବୁଛ ବୋଧେ! ଆରେ, ଏ ଦୁନିଆ ଭାରି ସ୍ୱାର୍ଥପର.... ଛଳନାରେ ଭରା ସ୍ୱାର୍ଥ ମାଟିର ମାଠିଆ ଟିଏ, ସ୍ୱାର୍ଥ ସରିଗଲେ ଆପେ ପଡ଼ି ଭାଙ୍ଗିଯିବ ଯେ। କାଇଁ କାହାର ତ ଦେଖା ନାହିଁ? ସମସ୍ତେ ଭୁଲିଗଲେ କି! #yqodia #Yqbhaina #ବନ୍ଧୁତ୍ୱ #ଆମସମ୍ପର୍କ

read more
ଆମ ବନ୍ଧୁତ୍ୱ କିନ୍ତୁ ବଂଚିକି ରହିବ ଯେ। କଣ ହେଲା?
କିଛି ଗୋଟେ ଭାବୁଛ ବୋଧେ!
ଆରେ, ଏ ଦୁନିଆ ଭାରି ସ୍ୱାର୍ଥପର....
ଛଳନାରେ ଭରା ସ୍ୱାର୍ଥ ମାଟିର ମାଠିଆ ଟିଏ,
ସ୍ୱାର୍ଥ ସରିଗଲେ ଆପେ ପଡ଼ି ଭାଙ୍ଗିଯିବ ଯେ।

କାଇଁ କାହାର ତ ଦେଖା ନାହିଁ?
ସମସ୍ତେ ଭୁଲିଗଲେ କି!

Subhasish Pradhan

#ବନ୍ଧୁତ୍ୱ #FriendshipDay #yqodia #Yqbhaina #pinta_quote With Alok Nanda Suraj Kumar Mishra Swagatam Ratha

read more
ସମୟ ଲିଭେଇଦିଏ ହୃଦୟରୁ ଅନେକ ସ୍ମୃତିର ଦାଗ
ବନ୍ଧୁତ୍ୱର ଚିହ୍ନ କିନ୍ତୁ କେନ୍ଦୁ ଅଠା ଭଳି ସେ ହୃଦୟ କାନ୍ଥରେ।
 #ବନ୍ଧୁତ୍ୱ  #friendshipday  #yqodia #yqbhaina #pinta_quote 
With
  Alok Nanda Suraj Kumar Mishra  Swagatam Ratha

Jyotshna Rani Sahoo

ବିଶ୍ବାସ ହେଉଛି ଅଭିଧାନ ର ସବୁଠୁ ବଡ଼ ଓ ସୁନ୍ଦର ଶବ୍ଦ। ବିଶ୍ବାସ ଓ ସ୍ନେହ ନାମକ ଶବ୍ଦର ଇଟା ଓ ସିମେଣ୍ଟ ଦ୍ଵାରା ପରିବାର ସମ୍ପର୍କ ,ବନ୍ଧୁତ୍ୱ ଇତ୍ୟାଦି କୋଠଘର ମାନ ଗଢ଼ି ଉଠିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।ବିଶ୍ବାସ ନାମକ ଇଟା ଗୋଟେ ବି ବିଗିଡ଼ି ଗଲେ ସମ୍ପର୍କର କୋଠା ଘର ମୁହୂର୍ତ୍ତକେ ଭୁଷୁଡି ପଡିବ।ହେଲେ ଆଉ ଗୋଟେ ପକ୍ଷେ ଚିନ୍ତାକଲେ ବିଶ୍ବାସ ତ କାଚ ଦର୍ପଣ ହୋଇଯାଏ ପୁରା ସ୍ୱଚ୍ଛ ଓ ନିର୍ମଳ ହେଲେ ଥରେ ଭାଙ୍ଗିଲେ ଯୋଡିବା କଷ୍ଟକର ହୋଇପଡ଼େ। କଷ୍ଟକର ତ ନୁହଁ ଅସମ୍ଭବ।ହଁ ହୁଏତ ଛଳନା ଇତ୍ୟାଦି ନାମକ ଅଠା ଦ୍ଵାରା ଯୋଡିହବ କିନ୍ତୁ ଆଗ ଭଳି ଛବି ସ୍ପଷ୍ଟ ରହିବ ନାହିଁ।ସେ ତାର ଅସ୍ତିତ୍ବ ହରେଇବ।ଆଉ ଏ #shortstories #odiawriting #Yqbhaina #munodia #ଓଡିଆକଥା

read more
ଖୋଜୁଛି ମୁଁ ବିଶ୍ବାସ


(ଅନୁଶୀର୍ଷକରେ ପଢନ୍ତୁ) 
ବିଶ୍ବାସ ହେଉଛି ଅଭିଧାନ ର ସବୁଠୁ ବଡ଼ ଓ ସୁନ୍ଦର ଶବ୍ଦ। ବିଶ୍ବାସ ଓ ସ୍ନେହ ନାମକ ଶବ୍ଦର ଇଟା ଓ ସିମେଣ୍ଟ ଦ୍ଵାରା ପରିବାର ସମ୍ପର୍କ ,ବନ୍ଧୁତ୍ୱ ଇତ୍ୟାଦି କୋଠଘର ମାନ ଗଢ଼ି ଉଠିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।ବିଶ୍ବାସ ନାମକ ଇଟା ଗୋଟେ ବି ବିଗିଡ଼ି ଗଲେ ସମ୍ପର୍କର କୋଠା ଘର ମୁହୂର୍ତ୍ତକେ ଭୁଷୁଡି ପଡିବ।ହେଲେ ଆଉ ଗୋଟେ ପକ୍ଷେ ଚିନ୍ତାକଲେ ବିଶ୍ବାସ ତ କାଚ ଦର୍ପଣ ହୋଇଯାଏ ପୁରା ସ୍ୱଚ୍ଛ ଓ ନିର୍ମଳ ହେଲେ ଥରେ ଭାଙ୍ଗିଲେ ଯୋଡିବା କଷ୍ଟକର ହୋଇପଡ଼େ।
କଷ୍ଟକର ତ ନୁହଁ ଅସମ୍ଭବ।ହଁ ହୁଏତ ଛଳନା ଇତ୍ୟାଦି ନାମକ ଅଠା ଦ୍ଵାରା ଯୋଡିହବ କିନ୍ତୁ ଆଗ ଭଳି ଛବି ସ୍ପଷ୍ଟ ରହିବ ନାହିଁ।ସେ ତାର ଅସ୍ତିତ୍ବ ହରେଇବ।ଆଉ ଏ

Jyotshna Rani Sahoo

#ବନ୍ଧୁତ୍ୱ #ସମ୍ପର୍କ#Yqbhaina#yqodia#yqodiaquoted

read more
ବନ୍ଧୁତ୍ୱ
ଛୋଟ ବେଳୁ ଶୁଣି ଆସୁଛି ରକ୍ତ ରକ୍ତକୁ କାଟେ,ଯାହା ହେଲେ ବି ରକ୍ତର ନା ଆଉ,ଆରେ ନିଜ ରକ୍ତ ଯଦି ନିଜ ପାଇଁ କରିବନି ତ ଆଉ କଣ ପର କରିବ।ହେଲେ ସେ ସବୁ କଥା କୁ ମାତ୍ର ରହିଯାଇଛି।
କାହିଁ ଅଛି ଆଉ ଜଣଙ୍କର ଝାଳ ବାହାରିଲେ ଆଉ ଜଣଙ୍କ ରକ୍ତ ବାହାରିବ ବାଲା ଢଗ।ସବୁ ସମ୍ପର୍କ ଗୋଟେ ଗୋଟେ ନାମଧାରୀ ମିଛ ଏଇ ସମାଜ ଆଗରେ।
ଏତେ ସବୁ ମଧ୍ୟରେ ଯଦି କଥା ବନ୍ଧୁତ୍ୱ ପାଖରେ ଆସେ ମୋର ସବୁ ମତ ବଦଳି ଯାଏ।ଯୁଗ ପରିବର୍ତ୍ତନ ହେଉଛି ଆଉ ଆହୁରି ହବ ମଧ୍ୟ ହେଲେ କି ଅଦ୍ଭୂତ ଏ ସଂପର୍କ ବନ୍ଧୁତ୍ୱ ସବୁ ଅଗ୍ନିପରୀକ୍ଷା କୁ ଅତି ସହଜରେ ପାର କରିଦିଏ।କି ଚମତ୍କାର ଅଛି କେଜାଣି? ସମ୍ପର୍କର ପ୍ରତ୍ୟେକ ସଂଘର୍ଷ ମଧ୍ୟରେ ନିଜକୁ ଆହୁରି ଦୃଢ଼ତର ପ୍ରମାଣିତ କରିଦିଏ ଦିନକୁ ଦିନ। ଅମର ବର ପାଇଛି ବୋଧେ ସିଏ। ନ ହେଲେ ଯେଉଁଠି ଯୁଗ ଯୁଗର ପବିତ୍ର ସମ୍ପର୍କ ସବୁ ନିଜର ଅସ୍ତିତ୍ଵ ହରେଇ ବସୁଛନ୍ତି ସେଠି ଗର୍ବର ସହିତ ମୁଣ୍ଡ ଟେକି ଉଠିଛି ଏଇ ବନ୍ଧୁତ୍ୱ।ମୁଁ ଭାବେ ପ୍ରତ୍ୟେକ ସମ୍ପର୍କର ମୂଳଦୁଆ ହବା କଥା ଏ ବନ୍ଧୁତ୍ୱ ତା ହେଲେ ଯାଇ ସମ୍ପର୍କ ଭାଙ୍ଗିବା ପରିବର୍ତ୍ତେ ଆହୁରି ଦୃଢ଼ ଏବଂ ସତେଜ ହେଇଯିବ।ସମସ୍ତେ ପରସ୍ପରକୁ ଭଲରେ ବୁଝିବାକୁ ଲଗିବେ।ଆଉ କଳି କାଳ ପରିବର୍ତ୍ତିତ ହେଇଯିବ।  #ବନ୍ଧୁତ୍ୱ #ସମ୍ପର୍କ#yqbhaina#yqodia#yqodiaquoted


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile