Nojoto: Largest Storytelling Platform

Best ଦୀପତଳ Shayari, Status, Quotes, Stories

Find the Best ଦୀପତଳ Shayari, Status, Quotes from top creators only on Nojoto App. Also find trending photos & videos about

  • 2 Followers
  • 2 Stories

Subhasish Pradhan

ଦୀପ ତଳ !! ଯୁଗେ ଯୁଗେ ମା ଭଗବତୀ ପାପ ନାଶ କରିବାପାଇଁ ଓ ସମସ୍ତ ଜନଙ୍କ ଦୁଃଖ ହରିବାପାଇଁ ଏ ଧରା ପୃଷ୍ଠରେ ଅବତରିତ ହୁଅନ୍ତି। ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ଦୁର୍ଗାପୂଜା କୁହାଯାଏ। ଏହି ସମୟରେ ମା ସଂସାରରୁ ପାପ କ୍ଷୟ କରିବାପାଇଁ ଧରାପୃଷ୍ଠାକୁ ଆସନ୍ତି। ତଥାପି ପ୍ରତ୍ୟେକ ପୁରପଲ୍ଲୀରେ ଅପେକ୍ଷା ଥାଏ ବସନ୍ତ ଋତୁର। କାହିଁକି ନା ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମା’ର ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍‌ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ। ରଘୁ, ତ #yqbaba #ଗାଁ #yqodia #Yqbhaina #ମନ୍ଦିର #ଦୀପତଳ #ଲଘୁକଥା #ଲୋକକଥା

read more
ଦୀପ ତଳ !! ଦୀପ ତଳ !!

ଯୁଗେ ଯୁଗେ ମା ଭଗବତୀ ପାପ ନାଶ କରିବାପାଇଁ  ଓ ସମସ୍ତ ଜନଙ୍କ ଦୁଃଖ ହରିବାପାଇଁ ଏ ଧରା ପୃଷ୍ଠରେ ଅବତରିତ ହୁଅନ୍ତି। ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ଦୁର୍ଗାପୂଜା କୁହାଯାଏ। ଏହି ସମୟରେ ମା ସଂସାରରୁ ପାପ କ୍ଷୟ କରିବାପାଇଁ ଧରାପୃଷ୍ଠାକୁ ଆସନ୍ତି। ତଥାପି ପ୍ରତ୍ୟେକ ପୁରପଲ୍ଲୀରେ ଅପେକ୍ଷା ଥାଏ ବସନ୍ତ ଋତୁର।
କାହିଁକି ନା ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମା’ର ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍‌ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ।

ରଘୁ, ତ

Jyotshna Rani Sahoo

ଆଜିର ପଦ "ଦୀପତଳର ଅନ୍ଧକାର" Collab କରନ୍ତୁ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। #Collab #ଦୀପତଳ #Yqbhaina #yqodia #odiakavita #Challenge #odiawritings #YourQuoteAndMine Collaborating with YourQuote Bhaina

read more
ଖୁବ୍ ସହିଛି ସେ ମାଆ 
ତିଳ ତିଳ ହେଇକି ଜଳୁଛି ସେ ମା
ରକ୍ତକୁ ଘିଅ କରି
ନିଜ ଆଶା ଆକାଂକ୍ଷା କୁ
ସଳିତା କରି
ଜଳିବାରେ ବି ସେ ଖୁବ୍ ସୁଖ ପାଉଛି
ଯେତେବେଳେ ତୋ ମୁହଁରେ
ଅର୍ଦ୍ଧସ୍ଵଛ ଆଲୋକରେ
ମୁରୁକି ହସର ଛବିଟିଏ ସେ ଦେଖୁଛି
ହେଲେ ତା କୋହ ରୂପକ ଅନ୍ଧକାର
ସେ ଯେତେ ଜଳୁଛି
ଦୀପତଳର ଅନ୍ଧକାର ଭଳି ବଢ଼ି ବଢ଼ି ଚାଲିଛି
ହେଲେ ତାକୁ କିଏ ପଚାରୁଛି
ସେ ତ ଜଳିକି ବି ବାତ୍ସଲ୍ୟ ମମତା
ଅଜାଡ଼ି ଚାଲୁଛି ଆଜିର ପଦ "ଦୀପତଳର ଅନ୍ଧକାର"
Collab କରନ୍ତୁ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। 

#Collab #ଦୀପତଳ #yqbhaina #yqodia #odiakavita #challenge #odiawritings    #YourQuoteAndMine
Collaborating with YourQuote Bhaina


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile