Nojoto: Largest Storytelling Platform

Best ଗାଁ Shayari, Status, Quotes, Stories

Find the Best ଗାଁ Shayari, Status, Quotes from top creators only on Nojoto App. Also find trending photos & videos about

  • 7 Followers
  • 11 Stories

koushik lenka

۝ ସହରର ସୈକତ କୁ ଭୁଲିଯାଅ ଚିତ୍ରା ଆମେ ଏଥର ଚାଲ ଗାଁ କୁ ଫେରିଯିବା ଏ ଆଧୁନିକତାର ଗହଣା ଓହ୍ଲେଇ ଦେଇ ଚାଲ ଚିତ୍ରା ଚାଲ ଗାଁ ବୁଲିଯିବା!! #odiawritings #yqodia #Yqbhaina #odiakavita #ମୁଁଓଡ଼ିଆ

read more
ତମେ ଦେଖୁଥିବ ଆମ ମାଟି ଚୁଲିରେ
କେମିତି ଫୁଟେ ଭୋକ,
ଉତୁରି ଆସେ ଗତକାଲି ର ଦୁଃଖ
ସାଥି ହେଇ ସେକୁଥାଉ ଆମେ ଫଟା ଗୋଇଠି,
ଘୋଡ଼ି ହେଉ ଚିରା ପଣତ,
ସଞ୍ଚୟ କରୁ ସ୍ମୃତି ଆଉ କଳଙ୍କ
ଚାଲ ଚିତ୍ରା ଚାଲ
ଗାଁ ବୁଲିଯିବା।— % & ۝

ସହରର ସୈକତ କୁ ଭୁଲିଯାଅ ଚିତ୍ରା
ଆମେ ଏଥର ଚାଲ ଗାଁ କୁ ଫେରିଯିବା
ଏ ଆଧୁନିକତାର ଗହଣା ଓହ୍ଲେଇ ଦେଇ
ଚାଲ ଚିତ୍ରା ଚାଲ
ଗାଁ ବୁଲିଯିବା!!

koushik lenka

ଏଇ ଏବେ ଏବେ କେତେ ଶ୍ରାବଣ ତୁମ ଗାଁ ନ‌ଈ ଛାତିରେ ଶୋଇଗଲେ ଏଇ ଏବେ ଏବେ କେତେ ବୈଶାଖ ତମ ଘର ଅଗଣା ବୁଢ଼ା ବାରମାସୀ ଦେହରେ ବସା ବାନ୍ଧିଲେ #ପ୍ରେମିକା #yqodia #Yqbhaina #munodia #ଗାଢରାତି

read more
( ପଢ଼ନ୍ତୁ ଅନୁଶୀର୍ଷକ ରେ........) ଏଇ ଏବେ ଏବେ
କେତେ ଶ୍ରାବଣ ତୁମ ଗାଁ
ନ‌ଈ ଛାତିରେ ଶୋଇଗଲେ

ଏଇ ଏବେ ଏବେ
କେତେ ବୈଶାଖ ତମ ଘର
ଅଗଣା ବୁଢ଼ା ବାରମାସୀ ଦେହରେ
ବସା ବାନ୍ଧିଲେ

Adyasha Priyadarshini D

#ଗାଁ #ସହର #Yqbhaina #yqodia #munodia #Odiaquotes

read more
ଗାଁ ରୁ ନେଇ ଆସିଥିଲି ସାଥିରେ 
କିଛି ଭିଜା ମାଟିର ବାସ୍ନା 

କିନ୍ତୁ,  ସହର ର ଆଭିଜାତ୍ୟରେ 
ସେସବୁକୁ ଖର୍ଚ୍ଚ କରି ଦେଇ
ମନ କେତେବେଳେ ଯେ
ଦେବାଳିଆ ହୋଇ ଗଲା
ଜାଣି ପାରିଲିନି  #ଗାଁ 
#ସହର 
#yqbhaina 
#yqodia 
#munodia 
#odiaquotes

Subhasish Pradhan

ଜୀବନ ବହିଚାଲିଛି ସମୟ ଜଳରେ ~~~~~~~~~~~~~~~~~~~~~ ପଥ ର ଚିତ୍ର ଆଜି ବଦଳି ଯାଇଛି ନାଲି କଚ୍ଚା ମାର୍ଗ ଏବେ କଳା ରଙ୍ଗରେ। ତଥାପି ମୋ ଗାଁ ଦାଣ୍ଡ ମହକିଯାଏ ଛାଇ ଲେଉଟିଲେ ଗୋଧୂଳି ବାସ୍ନାରେ। #Yqbhaina #pinta_quote

read more
(କବିତା)
~~~~~~~~~~~


ଜୀବନ ବହିଚାଲିଛି ସମୟ ଜଳରେ... ଜୀବନ ବହିଚାଲିଛି ସମୟ ଜଳରେ
~~~~~~~~~~~~~~~~~~~~~

ପଥ ର ଚିତ୍ର ଆଜି ବଦଳି ଯାଇଛି
ନାଲି କଚ୍ଚା ମାର୍ଗ ଏବେ କଳା ରଙ୍ଗରେ।
ତଥାପି ମୋ ଗାଁ ଦାଣ୍ଡ ମହକିଯାଏ
ଛାଇ ଲେଉଟିଲେ ଗୋଧୂଳି ବାସ୍ନାରେ।

Subhasish Pradhan

// ପାଳଭୂତ // ଲକ୍ଷ୍ମୀଧର ପ୍ରଧାନ.... ଯାହାକୁ ତା ଗାଁ ରେ ସମସ୍ତେ ନଖିଆ ବୋଲି ଡାକନ୍ତି, ସେ ସେହି ଖଣ୍ଡମଣ୍ଡଳରେ ଭଲ ଚଷା ଭାବେ ପରିଚିତ। କୁକୁଡ଼ା ରାଵଦେଲା ପୂର୍ବରୁ ସେ ଉଠି ତା ନିତ୍ୟକର୍ମ ସାରି ବିଲକୁ ବାହାରିଯାଇଥାଏ ଫାଉଡ଼ା ଆଉ ଦାଆ ଧରି। ଛୋଟିଆ ଜମିଖଣ୍ଡେରେ ସେ ଅହରହ ଲାଗିଥାଏ। ଘରେ ବିଧବା ମାଆ ଟିଏ ତାର। ପୁଅ ପାଇଁ ବୁଢ଼ୀର ଭାରି ଚିନ୍ତା। ବୁଢ଼ୀର ସେ ଜୀବନ ଆଉ ତା ବୋଉ ପାଇଁ ସିଏ। ମାଆ ପୁଅ ଦି ପ୍ରାଣୀ ଉଭୟେ ବିଲରେ ଖଟନ୍ତି। ଆଉ ଏମିତି ବି ଗାଁ ଲୋକେ ତାକୁ ଭାରି ଭଲପାଆନ୍ତି, କାହିଁକିନା ତାକୁ ଯିଏ ଯାହା ବୋଲହାକ କହେ ସେ ମନାକରେନି। ସୁଖେ ଦୁଃଖେ ତା ଜୀବନ ଚାଲିଥାଏ। ଗ୍ରୀଷ୍ମର ସମୟ ଆଉ ସେ #kahani #yqodia #Yqbhaina #munodia

read more
ପାଳଭୂତ !! // ପାଳଭୂତ //

ଲକ୍ଷ୍ମୀଧର ପ୍ରଧାନ.... ଯାହାକୁ ତା ଗାଁ ରେ ସମସ୍ତେ ନଖିଆ ବୋଲି ଡାକନ୍ତି, ସେ ସେହି ଖଣ୍ଡମଣ୍ଡଳରେ ଭଲ ଚଷା ଭାବେ ପରିଚିତ। କୁକୁଡ଼ା ରାଵଦେଲା ପୂର୍ବରୁ ସେ ଉଠି ତା ନିତ୍ୟକର୍ମ ସାରି ବିଲକୁ ବାହାରିଯାଇଥାଏ ଫାଉଡ଼ା ଆଉ ଦାଆ ଧରି। ଛୋଟିଆ ଜମିଖଣ୍ଡେରେ ସେ ଅହରହ ଲାଗିଥାଏ। ଘରେ ବିଧବା ମାଆ ଟିଏ ତାର। ପୁଅ ପାଇଁ ବୁଢ଼ୀର ଭାରି ଚିନ୍ତା। ବୁଢ଼ୀର ସେ ଜୀବନ ଆଉ ତା ବୋଉ ପାଇଁ ସିଏ। ମାଆ ପୁଅ ଦି ପ୍ରାଣୀ ଉଭୟେ ବିଲରେ ଖଟନ୍ତି। ଆଉ ଏମିତି ବି ଗାଁ ଲୋକେ ତାକୁ ଭାରି ଭଲପାଆନ୍ତି, କାହିଁକିନା ତାକୁ ଯିଏ ଯାହା ବୋଲହାକ କହେ ସେ ମନାକରେନି। ସୁଖେ ଦୁଃଖେ ତା ଜୀବନ ଚାଲିଥାଏ।

ଗ୍ରୀଷ୍ମର ସମୟ ଆଉ ସେ

Subhasish Pradhan

ଦୀପ ତଳ !! ଯୁଗେ ଯୁଗେ ମା ଭଗବତୀ ପାପ ନାଶ କରିବାପାଇଁ ଓ ସମସ୍ତ ଜନଙ୍କ ଦୁଃଖ ହରିବାପାଇଁ ଏ ଧରା ପୃଷ୍ଠରେ ଅବତରିତ ହୁଅନ୍ତି। ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ଦୁର୍ଗାପୂଜା କୁହାଯାଏ। ଏହି ସମୟରେ ମା ସଂସାରରୁ ପାପ କ୍ଷୟ କରିବାପାଇଁ ଧରାପୃଷ୍ଠାକୁ ଆସନ୍ତି। ତଥାପି ପ୍ରତ୍ୟେକ ପୁରପଲ୍ଲୀରେ ଅପେକ୍ଷା ଥାଏ ବସନ୍ତ ଋତୁର। କାହିଁକି ନା ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମା’ର ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍‌ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ। ରଘୁ, ତ #yqbaba #ଗାଁ #yqodia #Yqbhaina #ମନ୍ଦିର #ଦୀପତଳ #ଲଘୁକଥା #ଲୋକକଥା

read more
ଦୀପ ତଳ !! ଦୀପ ତଳ !!

ଯୁଗେ ଯୁଗେ ମା ଭଗବତୀ ପାପ ନାଶ କରିବାପାଇଁ  ଓ ସମସ୍ତ ଜନଙ୍କ ଦୁଃଖ ହରିବାପାଇଁ ଏ ଧରା ପୃଷ୍ଠରେ ଅବତରିତ ହୁଅନ୍ତି। ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ଦୁର୍ଗାପୂଜା କୁହାଯାଏ। ଏହି ସମୟରେ ମା ସଂସାରରୁ ପାପ କ୍ଷୟ କରିବାପାଇଁ ଧରାପୃଷ୍ଠାକୁ ଆସନ୍ତି। ତଥାପି ପ୍ରତ୍ୟେକ ପୁରପଲ୍ଲୀରେ ଅପେକ୍ଷା ଥାଏ ବସନ୍ତ ଋତୁର।
କାହିଁକି ନା ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମା’ର ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍‌ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ।

ରଘୁ, ତ

Subhasish Pradhan

#ଗାଁ #ସହର #ଦୂରତା #ଅଭିମାନ #yqodia #Yqbhaina #2linestory #pinta_quote

read more
ଅଜଣା ସହର ଯେବେ ନିଜର ହେଇଗଲା
ମୋ ଗାଁ ମୋ ମାଟି ଅଭିମାନରେ ଭାଙ୍ଗିଗଲା। #ଗାଁ #ସହର #ଦୂରତା #ଅଭିମାନ #yqodia #yqbhaina #2linestory #pinta_quote

Subhasish Pradhan

ଉଦାହରଣ !! କାହାଣୀଟି ଏଇଭଳି ଆରମ୍ଭ ହେଇଥିଲା, ମୋର ବୟସ ସେତବେଳେ ୮ କି ୯ ହେବ। ନୂଆ ନୂଆ ଦୁଷ୍ଟାମିର ସମୟ। ସାଙ୍ଗମାନଙ୍କ ସହ ବେଳବୁଡ଼ ଯାଏଁ କ୍ଷେତହୁଡାରେ ଖେଳିବାର ସେ ଅଭୁଲା ସ୍ମୃତି ଆଉ ଉଦୁଉଦିଆ ଖରାରେ ପୋଖରୀରେ ବୁଡ଼ ସାଙ୍ଗକୁ ଚାହାଳି ସାରଙ୍କ ମାଡ଼ ପ୍ରଚ୍ଛଦପଟ ରେ ପୁଣିଥରେ ଜୀବିତ ପ୍ରାୟ ହେଉଥାନ୍ତି। ଯଦିଓ ସବୁକଥା ମନେନାହିଁ କିନ୍ତୁ ରାଜୁ ସାର ଆଉ ତାଙ୍କ ବେତମାଡ଼ ସାରା ଜୀବନ ଭୁଲିହେବନି। ତାଙ୍କପାଖେ ପଢିଥିବା ପିଲା ଯେ ଗଣିତରେ ଦୁର୍ବଳ ଏକଥା ବିଶ୍ୱାସ କରିବା କଷ୍ଟ। ମୁଁ କିନ୍ତୁ ତାଙ୍କ ମାଡ଼ ଭୟରେ ଅଧେ ଦିନ ଚାହାଳିକୁ ନଯାଇ ଆମ୍ବ ଗୋରିଡ଼ା ଭିତରେ ଲୁଚୁଥିଲି। ସେ ଯାହାବି ହେଉ ବାପା ମାଆଙ୍କ #Inspiration #yqbaba #ଗାଁ #yqodia #Yqbhaina #munodia #pinta_quote

read more
ଉଦାହରଣ !! ଉଦାହରଣ !!

କାହାଣୀଟି ଏଇଭଳି ଆରମ୍ଭ ହେଇଥିଲା, ମୋର ବୟସ ସେତବେଳେ ୮ କି ୯ ହେବ। ନୂଆ ନୂଆ ଦୁଷ୍ଟାମିର ସମୟ। ସାଙ୍ଗମାନଙ୍କ ସହ ବେଳବୁଡ଼ ଯାଏଁ କ୍ଷେତହୁଡାରେ ଖେଳିବାର ସେ ଅଭୁଲା ସ୍ମୃତି ଆଉ ଉଦୁଉଦିଆ ଖରାରେ ପୋଖରୀରେ ବୁଡ଼ ସାଙ୍ଗକୁ ଚାହାଳି ସାରଙ୍କ ମାଡ଼ ପ୍ରଚ୍ଛଦପଟ ରେ ପୁଣିଥରେ ଜୀବିତ ପ୍ରାୟ ହେଉଥାନ୍ତି।

ଯଦିଓ ସବୁକଥା ମନେନାହିଁ କିନ୍ତୁ ରାଜୁ ସାର ଆଉ ତାଙ୍କ ବେତମାଡ଼ ସାରା ଜୀବନ ଭୁଲିହେବନି। ତାଙ୍କପାଖେ ପଢିଥିବା ପିଲା ଯେ ଗଣିତରେ ଦୁର୍ବଳ ଏକଥା ବିଶ୍ୱାସ କରିବା କଷ୍ଟ। ମୁଁ କିନ୍ତୁ ତାଙ୍କ ମାଡ଼ ଭୟରେ ଅଧେ ଦିନ ଚାହାଳିକୁ ନଯାଇ ଆମ୍ବ ଗୋରିଡ଼ା ଭିତରେ ଲୁଚୁଥିଲି।
ସେ ଯାହାବି ହେଉ ବାପା ମାଆଙ୍କ

Subhasish Pradhan

ଭିର୍ଣ୍ଣ ଏକ କାହାଣୀ !! ଏସନ ଦଶହରା ଛୁଟିରେ ଗାଆଁକୁ ଗଲେ ବହୁତ ଗପ ଆଉ କବିତା ରଚନା କରିବିବୋଲି ମନସ୍ଥ କରିଥିଲି। ସହରର ଏ କର୍ମମୟ ଜୀବନ ଭିତରେ ଅତି କମ ସମୟ ମିଳେ ଲେଖାଲେଖି କରିବାକୁ, ତାହା ପୁଣି ବେଳେବେଳେ ଅଧାରେ ଅଟକିଯାଇ ମତେ ଖତେଇହୁଏ। ସେତବେଳେ ଶବ୍ଦ ସବୁ ଛୋଟଛୁଆ ପାଲଟିଯାଇ ପୁରା ଏକାଜିଦ ଧରି ବସନ୍ତି ମୋ ଲେଖା ଯେମିତି ସମ୍ପୂର୍ଣ ନହୁଏ। ମୋ ହୃଦୟଟା ଲେଖକର ଯେହେତୁ ସିଏ ବି ଭାରି ଜିଦିଆ। ଚା ଆଉ ସିଗାରେଟ କୁ ସାଥିକରି ଆଗକୁ ମାଡିଯିବାକୁ ଆପ୍ରାଣ ଚେଷ୍ଠା କରେ। ଏଥର କିନ୍ତୁ ଆଉ ସଂଘର୍ଷ କରିବାକୁ ପଡ଼ିବନି, ଏଇ ପୂଜା ଛୁଟିରେ ଘରକୁଯାଇ ମୁଁ ମୋ ସମ୍ପୂର୍ଣ୍ଣ ସମୟକୁ କାଗଜ କଲମ ଭିତରେ ହଜେଇଦେବି ଆ #yqbaba #ଗାଁ #yqodia #Yqbhaina #munodia #ମୋକାହାଣୀ #pinta_story #ଓଡ଼ିଆଗଳ୍ପ

read more
ଭିର୍ଣ୍ଣ ଏକ କାହାଣୀ!!


 ଭିର୍ଣ୍ଣ ଏକ କାହାଣୀ !!

ଏସନ ଦଶହରା ଛୁଟିରେ ଗାଆଁକୁ ଗଲେ ବହୁତ ଗପ ଆଉ କବିତା ରଚନା କରିବିବୋଲି ମନସ୍ଥ କରିଥିଲି। ସହରର ଏ କର୍ମମୟ ଜୀବନ ଭିତରେ ଅତି କମ ସମୟ ମିଳେ ଲେଖାଲେଖି କରିବାକୁ, ତାହା ପୁଣି ବେଳେବେଳେ ଅଧାରେ ଅଟକିଯାଇ ମତେ ଖତେଇହୁଏ। ସେତବେଳେ ଶବ୍ଦ ସବୁ ଛୋଟଛୁଆ ପାଲଟିଯାଇ ପୁରା ଏକାଜିଦ ଧରି ବସନ୍ତି ମୋ ଲେଖା ଯେମିତି ସମ୍ପୂର୍ଣ ନହୁଏ। ମୋ ହୃଦୟଟା ଲେଖକର ଯେହେତୁ ସିଏ ବି ଭାରି ଜିଦିଆ। ଚା ଆଉ ସିଗାରେଟ କୁ ସାଥିକରି ଆଗକୁ ମାଡିଯିବାକୁ ଆପ୍ରାଣ ଚେଷ୍ଠା କରେ।

ଏଥର କିନ୍ତୁ ଆଉ ସଂଘର୍ଷ କରିବାକୁ ପଡ଼ିବନି, ଏଇ ପୂଜା ଛୁଟିରେ ଘରକୁଯାଇ ମୁଁ ମୋ ସମ୍ପୂର୍ଣ୍ଣ ସମୟକୁ କାଗଜ କଲମ ଭିତରେ ହଜେଇଦେବି ଆ

Jyotshna Rani Sahoo

କେବେ ଅନୁଭବି ନାହିଁ ଗାଆଁ କୁ ଆଙ୍କି ଦିଏ କଳ୍ପନାର ଚିତ୍ରପଟ ମୋ କଳ୍ପନା କୁ ଡେଇଁ ଗାଁ ପୋଖରୀ ପାହାଚ ଖେତ ବିଲ ଚୁଆ ପୋଖରୀ ସବୁ ଉଦ୍ଭଟ। ଧାଡ଼ି ଧାଡ଼ି ବୃକ୍ଷ ରାଜି ଥିବେ ବନେ ରକ୍ଷକ ସାଜି #yqodia

read more
॥ଦେଖିନି ମୁଁ ଗାଁ॥

ଅନୁଶୀର୍ଷକ ରେ କବିତା କେବେ ଅନୁଭବି ନାହିଁ ଗାଆଁ କୁ
ଆଙ୍କି ଦିଏ କଳ୍ପନାର ଚିତ୍ରପଟ
ମୋ କଳ୍ପନା କୁ ଡେଇଁ
ଗାଁ ପୋଖରୀ ପାହାଚ
ଖେତ ବିଲ ଚୁଆ ପୋଖରୀ ସବୁ ଉଦ୍ଭଟ।

ଧାଡ଼ି ଧାଡ଼ି ବୃକ୍ଷ ରାଜି
ଥିବେ ବନେ ରକ୍ଷକ ସାଜି
loader
Home
Explore
Events
Notification
Profile