Nojoto: Largest Storytelling Platform

Best ଭାଇଭଉଣୀର_ଦୁନିଆ Shayari, Status, Quotes, Stories

Find the Best ଭାଇଭଉଣୀର_ଦୁନିଆ Shayari, Status, Quotes from top creators only on Nojoto App. Also find trending photos & videos about

  • 2 Followers
  • 2 Stories

koushik lenka

ହଁ, ଲୋ ଦିଦି ତୁ, ଠିକ୍ କହିଛୁ ମୁଁ ଗୋଟେ ବଡ଼ ସ୍ୱାର୍ଥପର ତୋ ଖୁସି ଦେଖି ପାରେନା ତୋତେ ସହି ପାରେନା.... ମୁଁ ତୋତେ ଈର୍ଷା କରେ ଏକୁଟିଆ ଭାଗ ଖାଇବି ବୋଲି #yqodia #Yqbhaina #munodia #ଭାଇଭଉଣୀର_ଦୁନିଆ #ଭାଇଓଭଉଣୀ #ଭାଇଭଉଣୀକହକାହାଣୀ

read more
 [ ଅନୁଶୀର୍ଷକ ରେ କିଛି
ପୁରୁଣା କଥା
          ନୂଆ ହେଲା ପରେ ] ହଁ, ଲୋ ଦିଦି
ତୁ, ଠିକ୍ କହିଛୁ
ମୁଁ ଗୋଟେ ବଡ଼ ସ୍ୱାର୍ଥପର
ତୋ ଖୁସି ଦେଖି ପାରେନା
ତୋତେ ସହି ପାରେନା....

ମୁଁ ତୋତେ ଈର୍ଷା କରେ
ଏକୁଟିଆ ଭାଗ ଖାଇବି ବୋଲି

Jyotshna Rani Sahoo

Hau bhauni jebe jebe bhabe kichhi emotional au bhala lekhibi Hele Bhai na asile kana kana lekhi hei jae kuhani Khyama chahinba e dd😅😅❣️❣️🙏🙏 #ମୋଭାଇ #ଶ୍ରୀୟା_ଅନାବନା_ଭାବନା #Yqbhaina #yqodia #ଭାଇଭଉଣୀର_ଦୁନିଆ #YourQuoteAndMine Collaborating with Shriya Das

read more
"ଭାଇ" ଏମିତିକା ଶବ୍ଦ ଯିଏ ନିଃଶ୍ୱାସ ହେଲେ କରିଦିଏ ଅଣ ନିଃଶ୍ୱାସ
"ଭାଇ" ଯିଏ ସଂଜ୍ଞା ବିଶ୍ଵାସର କିଛି ଲୁଚେଇବାର ନ ଥାଏ ସାହସ।
"ଭାଇ" ଗୋଟେ ପାଦ ତା ବିନା ଆଗକୁ ଚାଲି ହୁଏ ନାହିଁ
କିନ୍ତୁ କହିବି ଯଦି ବହୁତ୍ ବାହାଦୂରୀ ମାରି ହବ ଦେଖେଇ।
"ଭାଇ" ସବୁଠୁ ବଡ଼ ହିତାକାଂକ୍ଷି ମୋର ଦୁନିଆରେ
ତଥାପି ମାମା ମତେ ବେଶୀ ଗେଲ କଲେ ସେ ଆଗ ସହି ନ ପାରେ।
"ଭାଇ" ମୋର ଶୁଭଚିନ୍ତକ ହେଇ ବିଗାଡି ଦିଏ କାମ କେତେ
ଆଉ ରାଗ ହେଲେ କହିବ ଜାଣିନୁ କି ଭଲ ପାଏ କେତେ ତତେ।
"ଭାଇ"ତାଙ୍କ ମାନଙ୍କ ବିଷୟରେ ଯେତେ ଲେଖିଲେ ହବ କମ୍
ଏଠି ଲେଖି ଦଉଛି ହେଲେ ସାମ୍ନାରେ ୟାଠୁ ବେଶୀ କହିବାର ଅଛି ଦମ୍। Hau bhauni jebe jebe bhabe kichhi emotional au bhala lekhibi Hele Bhai na asile kana kana lekhi hei jae kuhani
Khyama chahinba e dd😅😅❣️❣️🙏🙏

#ମୋଭାଇ #ଶ୍ରୀୟା_ଅନାବନା_ଭାବନା #yqbhaina #yqodia #ଭାଇଭଉଣୀର_ଦୁନିଆ  #YourQuoteAndMine
Collaborating with Shriya Das


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile