Nojoto: Largest Storytelling Platform

Best ଗାଢରାତି Shayari, Status, Quotes, Stories

Find the Best ଗାଢରାତି Shayari, Status, Quotes from top creators only on Nojoto App. Also find trending photos & videos about

  • 2 Followers
  • 2 Stories

koushik lenka

ଏଇ ଏବେ ଏବେ କେତେ ଶ୍ରାବଣ ତୁମ ଗାଁ ନ‌ଈ ଛାତିରେ ଶୋଇଗଲେ ଏଇ ଏବେ ଏବେ କେତେ ବୈଶାଖ ତମ ଘର ଅଗଣା ବୁଢ଼ା ବାରମାସୀ ଦେହରେ ବସା ବାନ୍ଧିଲେ #ପ୍ରେମିକା #yqodia #Yqbhaina #munodia #ଗାଢରାତି

read more
( ପଢ଼ନ୍ତୁ ଅନୁଶୀର୍ଷକ ରେ........) ଏଇ ଏବେ ଏବେ
କେତେ ଶ୍ରାବଣ ତୁମ ଗାଁ
ନ‌ଈ ଛାତିରେ ଶୋଇଗଲେ

ଏଇ ଏବେ ଏବେ
କେତେ ବୈଶାଖ ତମ ଘର
ଅଗଣା ବୁଢ଼ା ବାରମାସୀ ଦେହରେ
ବସା ବାନ୍ଧିଲେ

Jyotshna Rani Sahoo

ଆଗେଇ ନିଅନ୍ତୁ ଏହି ପଦକୁ ।Collab କରନ୍ତୁ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। #Collab #ଗାଢରାତି #Yqbhaina #yqodia #odiakavita #Challenge #odiawritings #YourQuoteAndMine Collaborating with YourQuote Bhaina

read more
ଆଉ ତା ହୃଦୟର ଦୀପରୁ ଘିଅ ସରି ସରି ଯାଉଥାଏ।ଲିଭି ଯିବା ଆଗରୁ ସେ ଖୋଜୁଥାଏ ଆଶାର ଆଲୋକ ହେଲେ କାହାକୁ ମାଗିବ ସେ,ସମସ୍ତେ ବିଶ୍ବାସ ଘାତକ ଠିକ୍ ଏଇ ରାତି ପରି।ଜହ୍ନ ସାଙ୍ଗରେ ତା ପ୍ରେମ ଯେତେବେଳେ ଗଭୀର ଗଭୀର ହବାକୁ ଲାଗୁଥାଏ ସେ ଖୋଜେ ସୁରୂଜ ର ପହିଲି କିରଣ।ଠିକ୍ ତା ପ୍ରେମିକ ପରି।ଯେମିତି ସେ ଏବେ ଖୋଜୁଛି ନୂତନ ସୁରୂଜ ତାକୁ ଅନ୍ଧାରରେ ଠେଲି ଦେଇ। ଆଗେଇ ନିଅନ୍ତୁ ଏହି ପଦକୁ ।Collab କରନ୍ତୁ ଉପରୋକ୍ତ ପଦରେ ଏବଂ ରଚନା କରନ୍ତୁ ମନଛୁଆଁ କବିତା, କାହାଣୀ, ଏକପଦୀ କିମ୍ଵା ଲଘୁକଥା। 

#Collab #ଗାଢରାତି #yqbhaina #yqodia #odiakavita #challenge #odiawritings  
 #YourQuoteAndMine
Collaborating with YourQuote Bhaina


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile