Nojoto: Largest Storytelling Platform

Best ସତହେଲେବିଗପ Shayari, Status, Quotes, Stories

Find the Best ସତହେଲେବିଗପ Shayari, Status, Quotes from top creators only on Nojoto App. Also find trending photos & videos about

  • 1 Followers
  • 1 Stories

Subhasish Pradhan

ଆମେ ଭାରତୀୟ ମାନେ ଯାହା କୁହ ପର୍ବ ପାଳନ କରିବାରେ ମାହୀର। ଜନ ପର୍ବ ହେଉ, ଦେବ ପର୍ବ ହେଉ ଅବା ହେଉ ରାଜ ପର୍ବ। ସେ ସମୟରେ କୌଣସି ମହାମାରୀ ଆମର କିଛି ଉପାଡି ପାରିବ ନାହିଁ। ଏ ବର୍ଷ ସ୍ୱାଧୀନତା ଦିବସ ପାଳନର ମଉଜ ନଥାଏ। କାରଣ ହେଲା ଏଇ ଚାଇନାର କରୁଣା। ସେଥିପାଇଁ tv ରେ ସମାଚାର ରେ କହୁଥାଏ ଏ ବର୍ଷ ପ୍ୟାରେଡ୍ ହେବନି। ସ୍କୁଲରେ ଖାଲି ମାଷ୍ଟ୍ରେ ମାଷ୍ଟରାଣୀ ମାନେ ପତାକା ଭିଡ଼ିବେ। ଯାହା କୁହ ଅଲଗା ଦିନ କଥା ଅଲଗା କିନ୍ତୁ ଏଇ ଅଗଷ୍ଟ ୧୫ ଆଉ ଜାନୁଆରୀ ୨୬ ରେ ପିଲାମାନେ ଯଦି ସେଉ ବୁନ୍ଦିଆ ନ ଖାଇବେ ତାହେଲେ ତାଙ୍କ ମନ ଭାରି ଦୁଃଖ ହବ। ହଉ ଛାଡ଼ ଆମର ପତାକା କିନ୍ତୁ ଭିଡ଼ା ହବ ଗାଁ ମୁଣ୍ଡ ପଞ୍ଚାୟତ ଅଫିସ୍ ଆ #yqstory #yqodia #Yqbhaina #OdiaKahani #pinta_quote #ସ୍ୱାଧୀନତାଦିବସ #ସତହେଲେବିଗପ

read more
ବାଃ ରେ ସ୍ବାଧିନତା...





                                          ।।କାହାଣୀ।। ଆମେ ଭାରତୀୟ ମାନେ ଯାହା କୁହ ପର୍ବ ପାଳନ କରିବାରେ ମାହୀର। ଜନ ପର୍ବ ହେଉ, ଦେବ ପର୍ବ ହେଉ ଅବା ହେଉ ରାଜ ପର୍ବ। ସେ ସମୟରେ କୌଣସି ମହାମାରୀ ଆମର କିଛି ଉପାଡି ପାରିବ ନାହିଁ।
ଏ ବର୍ଷ ସ୍ୱାଧୀନତା ଦିବସ ପାଳନର ମଉଜ ନଥାଏ। କାରଣ ହେଲା ଏଇ ଚାଇନାର କରୁଣା। ସେଥିପାଇଁ tv ରେ ସମାଚାର ରେ କହୁଥାଏ ଏ ବର୍ଷ ପ୍ୟାରେଡ୍ ହେବନି। ସ୍କୁଲରେ ଖାଲି ମାଷ୍ଟ୍ରେ ମାଷ୍ଟରାଣୀ ମାନେ ପତାକା ଭିଡ଼ିବେ। ଯାହା କୁହ ଅଲଗା ଦିନ କଥା ଅଲଗା କିନ୍ତୁ ଏଇ ଅଗଷ୍ଟ ୧୫ ଆଉ ଜାନୁଆରୀ ୨୬ ରେ ପିଲାମାନେ ଯଦି ସେଉ ବୁନ୍ଦିଆ ନ ଖାଇବେ ତାହେଲେ ତାଙ୍କ ମନ ଭାରି ଦୁଃଖ ହବ। ହଉ ଛାଡ଼ ଆମର ପତାକା କିନ୍ତୁ ଭିଡ଼ା ହବ ଗାଁ ମୁଣ୍ଡ ପଞ୍ଚାୟତ ଅଫିସ୍ ଆ


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile