Nojoto: Largest Storytelling Platform

Best OdiaKahani Shayari, Status, Quotes, Stories

Find the Best OdiaKahani Shayari, Status, Quotes from top creators only on Nojoto App. Also find trending photos & videos about

  • 3 Followers
  • 5 Stories

Subhasish Pradhan

ଆମେ ଭାରତୀୟ ମାନେ ଯାହା କୁହ ପର୍ବ ପାଳନ କରିବାରେ ମାହୀର। ଜନ ପର୍ବ ହେଉ, ଦେବ ପର୍ବ ହେଉ ଅବା ହେଉ ରାଜ ପର୍ବ। ସେ ସମୟରେ କୌଣସି ମହାମାରୀ ଆମର କିଛି ଉପାଡି ପାରିବ ନାହିଁ। ଏ ବର୍ଷ ସ୍ୱାଧୀନତା ଦିବସ ପାଳନର ମଉଜ ନଥାଏ। କାରଣ ହେଲା ଏଇ ଚାଇନାର କରୁଣା। ସେଥିପାଇଁ tv ରେ ସମାଚାର ରେ କହୁଥାଏ ଏ ବର୍ଷ ପ୍ୟାରେଡ୍ ହେବନି। ସ୍କୁଲରେ ଖାଲି ମାଷ୍ଟ୍ରେ ମାଷ୍ଟରାଣୀ ମାନେ ପତାକା ଭିଡ଼ିବେ। ଯାହା କୁହ ଅଲଗା ଦିନ କଥା ଅଲଗା କିନ୍ତୁ ଏଇ ଅଗଷ୍ଟ ୧୫ ଆଉ ଜାନୁଆରୀ ୨୬ ରେ ପିଲାମାନେ ଯଦି ସେଉ ବୁନ୍ଦିଆ ନ ଖାଇବେ ତାହେଲେ ତାଙ୍କ ମନ ଭାରି ଦୁଃଖ ହବ। ହଉ ଛାଡ଼ ଆମର ପତାକା କିନ୍ତୁ ଭିଡ଼ା ହବ ଗାଁ ମୁଣ୍ଡ ପଞ୍ଚାୟତ ଅଫିସ୍ ଆ #yqstory #yqodia #Yqbhaina #OdiaKahani #pinta_quote #ସ୍ୱାଧୀନତାଦିବସ #ସତହେଲେବିଗପ

read more
ବାଃ ରେ ସ୍ବାଧିନତା...





                                          ।।କାହାଣୀ।। ଆମେ ଭାରତୀୟ ମାନେ ଯାହା କୁହ ପର୍ବ ପାଳନ କରିବାରେ ମାହୀର। ଜନ ପର୍ବ ହେଉ, ଦେବ ପର୍ବ ହେଉ ଅବା ହେଉ ରାଜ ପର୍ବ। ସେ ସମୟରେ କୌଣସି ମହାମାରୀ ଆମର କିଛି ଉପାଡି ପାରିବ ନାହିଁ।
ଏ ବର୍ଷ ସ୍ୱାଧୀନତା ଦିବସ ପାଳନର ମଉଜ ନଥାଏ। କାରଣ ହେଲା ଏଇ ଚାଇନାର କରୁଣା। ସେଥିପାଇଁ tv ରେ ସମାଚାର ରେ କହୁଥାଏ ଏ ବର୍ଷ ପ୍ୟାରେଡ୍ ହେବନି। ସ୍କୁଲରେ ଖାଲି ମାଷ୍ଟ୍ରେ ମାଷ୍ଟରାଣୀ ମାନେ ପତାକା ଭିଡ଼ିବେ। ଯାହା କୁହ ଅଲଗା ଦିନ କଥା ଅଲଗା କିନ୍ତୁ ଏଇ ଅଗଷ୍ଟ ୧୫ ଆଉ ଜାନୁଆରୀ ୨୬ ରେ ପିଲାମାନେ ଯଦି ସେଉ ବୁନ୍ଦିଆ ନ ଖାଇବେ ତାହେଲେ ତାଙ୍କ ମନ ଭାରି ଦୁଃଖ ହବ। ହଉ ଛାଡ଼ ଆମର ପତାକା କିନ୍ତୁ ଭିଡ଼ା ହବ ଗାଁ ମୁଣ୍ଡ ପଞ୍ଚାୟତ ଅଫିସ୍ ଆ

Subhasish Pradhan

//ଭିକ// ଅଫିସ୍ ଯିବା ରାସ୍ତାରେ ଥିବା ଏକ ମନ୍ଦିର ପାଖରେ ସେମାନେ ଦଳ ଦଳ ହେଇ ବସିଥିବାର ମୁଁ ପ୍ରତିଦିନ ଦେଖେ। କେଡ଼େ ଛିଣ୍ଡା ମଇଳା ପୋଷାକ ସେମାନଙ୍କର। ଆଉ ଦେହର ଗନ୍ଧ ବି ଭାରି କଦର୍ଯ୍ୟ। କେତେକଙ୍କ ପାଖରେ ଲଙ୍ଗଳା ନୁଖୁରା ଛୋଟିଆ ଛୁଆ ବି ଥାନ୍ତି। ମନ୍ଦିରର ଭିତରରୁ ବାହାରକୁ ଓ ବାହାରରୁ ଭିତରକୁ ଯା ଆସ କରୁଥିବା ଲୋକମାନଙ୍କୁ ହାତ ପାତି ସେମାନେ ପଇସା ମାଗିବାରେ ବ୍ୟସ୍ତ ଥାଆନ୍ତି। ଏ ସବୁ ଆଖିରେ ପଡ଼ିଲାପରେ ମଧ୍ୟ ସେମାନଙ୍କ ବିଷୟରେ ମୁଁ କେବେ ଭାବିନଥିଲି। ଛୋଟ ଭଉଣୀର ଇଚ୍ଛାକୁ ରଖିବାପାଇଁ ଆଜି ସନ୍ଧ୍ୟାରେ ତା ସହ ମୁଁ ସେଇ ମନ୍ଦିରକୁ ଗଲି। ସବୁଦିନ ଭଳି ଆଜି ମଧ୍ୟ ସେଠି ଅନେକ ଭିକାରୀ ବସିଥିଲେ #yqodia #Yqbhaina #OdiaKahani #munodia #ଆର୍ଶୀବାଦ #ଭିକାରି

read more
|| ଭିକ ||

       ଅଦୃଶ୍ୟ ଆର୍ଶୀବାଦର କାହାଣୀ //ଭିକ//

ଅଫିସ୍ ଯିବା ରାସ୍ତାରେ ଥିବା ଏକ ମନ୍ଦିର ପାଖରେ ସେମାନେ  ଦଳ ଦଳ ହେଇ ବସିଥିବାର ମୁଁ ପ୍ରତିଦିନ ଦେଖେ। କେଡ଼େ ଛିଣ୍ଡା ମଇଳା ପୋଷାକ ସେମାନଙ୍କର। ଆଉ ଦେହର ଗନ୍ଧ ବି ଭାରି କଦର୍ଯ୍ୟ। କେତେକଙ୍କ ପାଖରେ ଲଙ୍ଗଳା ନୁଖୁରା ଛୋଟିଆ ଛୁଆ ବି ଥାନ୍ତି। ମନ୍ଦିରର ଭିତରରୁ ବାହାରକୁ ଓ ବାହାରରୁ ଭିତରକୁ ଯା ଆସ କରୁଥିବା ଲୋକମାନଙ୍କୁ ହାତ ପାତି ସେମାନେ ପଇସା ମାଗିବାରେ ବ୍ୟସ୍ତ ଥାଆନ୍ତି। ଏ ସବୁ ଆଖିରେ ପଡ଼ିଲାପରେ ମଧ୍ୟ ସେମାନଙ୍କ ବିଷୟରେ ମୁଁ କେବେ ଭାବିନଥିଲି।

 ଛୋଟ ଭଉଣୀର ଇଚ୍ଛାକୁ ରଖିବାପାଇଁ ଆଜି ସନ୍ଧ୍ୟାରେ ତା ସହ ମୁଁ ସେଇ ମନ୍ଦିରକୁ ଗଲି। ସବୁଦିନ ଭଳି ଆଜି ମଧ୍ୟ ସେଠି ଅନେକ ଭିକାରୀ ବସିଥିଲେ

Subhasish Pradhan

ପପୁରେ ଚା ଗ୍ଲାସଟେ ଦେଲୁ। ପପୁ,,,, ଆଜ୍ଞା ଭାଇ, ଦେବ ଆସିନି କିରେ ଆଜି। ଭାଇ ପାଣି ଟିକେ ମିଳିବ?, ହଁ ଦଉଛି। ପପୁଭାଇ ସିଗାରେଟ ଦିଇଟା ଦେଲ। ଏଇ ଶୁଣୁଛୁ ନା ନାଇଁ, କଷାଗୁଆ ଆଣିଛୁ, ପାନ ଟା ଭଲ ଲାଗିଲାନି। ଏଇଟା ନିତିଦିନିଆ ଘଟଣା ତାର ସେ ଦୋକାନ ରେ। ସକାଳଠୁ ସଞ୍ଜ ଯାଏଁ ତାକୁ ଫୁରସତ ନଥାଏ ତା ଦୋକାନରୁ। ତାର ହସ ହସ ମୁହଁ ଆଉ କଥାକୁହା ଭଙ୍ଗୀ ଯେକୌଣସି ଲୋକକୁ ତାର ଗରାଖ କରିଦେଇପାରେ। #yqbaba #yqodia #Yqbhaina #OdiaKahani #munodia #ଚାଦୋକାନ #ଖୁଦ୍ରଗଳ୍ପ #ଅତ୍ମୀୟତା

read more
ଗଳ୍ପରେ,
ପାନ ଦୋକାନ ♠ ପପୁରେ ଚା ଗ୍ଲାସଟେ ଦେଲୁ।
ପପୁ,,,, ଆଜ୍ଞା ଭାଇ, ଦେବ ଆସିନି କିରେ ଆଜି।
ଭାଇ ପାଣି ଟିକେ ମିଳିବ?, ହଁ ଦଉଛି।
ପପୁଭାଇ ସିଗାରେଟ ଦିଇଟା ଦେଲ।
ଏଇ ଶୁଣୁଛୁ ନା ନାଇଁ, କଷାଗୁଆ ଆଣିଛୁ, ପାନ ଟା ଭଲ ଲାଗିଲାନି।
ଏଇଟା ନିତିଦିନିଆ ଘଟଣା ତାର ସେ ଦୋକାନ ରେ। ସକାଳଠୁ ସଞ୍ଜ ଯାଏଁ ତାକୁ ଫୁରସତ ନଥାଏ ତା ଦୋକାନରୁ।
ତାର ହସ ହସ ମୁହଁ ଆଉ କଥାକୁହା ଭଙ୍ଗୀ ଯେକୌଣସି ଲୋକକୁ ତାର ଗରାଖ କରିଦେଇପାରେ।

Jyotshna Rani Sahoo

"ମୁଁ ଆରମ୍ଭ କରିଥିଲି ଯେଉଁ ଯୁଦ୍ଧ,ନିଜ ପାଇଁ ସଭିଙ୍କ ବିରୋଧରେ ଆଜି ସେ ସମସ୍ତେ ମୋ ନିଜର;ମୁଁ ଘୋଷିତ ବିଜୟ ହେଲା ପରେ। ଏମିତିବି ମୁଁ କେବେବି ହାରିନାହିଁ,ତଥାପି ହାରେ ବାରମ୍ବାର ସଭିଙ୍କ ନଜରରେ।ମତେ ମୁକୁଟ ପିନ୍ଧେଇବା ପାଇଁ ଏବେ ଚାଲେ କ୍ଷୁଦ୍ର ଯୁଦ୍ଧ ତାଙ୍କ ଭିତରେ।ମୋ ମୁକୁଟରେ ତାଙ୍କ ଟିପ ଚିହ୍ନ। ସେଇ ଟିପ ଦିନେ ହାତରେ କାଳି ଧରି କଳଙ୍କ ବୋଳିବା ପାଇଁ ଆଗଭର ଥିଲା ବେଳେ ଆଜି ଧରାଶାୟୀ ତାଙ୍କ ମନସ୍କାମନା।ଜାଣିନି ଜିତିଲି କି ହାରିଲି ।ଏ ମୋ ଆଉ ଗୋଟେ ସଂଘର୍ଷର ଆରମ୍ଭ ନା ଇତିଶ୍ରୀ।" ଇତିଶ୍ରୀ କୁହେ ସେ ସବୁକିଛି କରି ପାରିବ।ଅନେକ ପ୍ରତିଯୋଗୀତାରେ ଯେବେ ପୁରସ୍କାର ଆଣି ଧରେଇ ଦିଏ, ମାଆ ତା ମଥାରେ #yqodia #Yqbhaina #OdiaKahani

read more
ଇତିଶ୍ରୀ

(ଅନୁଶୀର୍ଷକରେ ପଢନ୍ତୁ କାହାଣୀ ଟିଏ)— % & "ମୁଁ ଆରମ୍ଭ କରିଥିଲି ଯେଉଁ ଯୁଦ୍ଧ,ନିଜ ପାଇଁ ସଭିଙ୍କ ବିରୋଧରେ ଆଜି ସେ ସମସ୍ତେ ମୋ ନିଜର;ମୁଁ ଘୋଷିତ ବିଜୟ ହେଲା ପରେ। ଏମିତିବି ମୁଁ କେବେବି ହାରିନାହିଁ,ତଥାପି ହାରେ ବାରମ୍ବାର ସଭିଙ୍କ ନଜରରେ।ମତେ ମୁକୁଟ ପିନ୍ଧେଇବା ପାଇଁ ଏବେ ଚାଲେ କ୍ଷୁଦ୍ର ଯୁଦ୍ଧ ତାଙ୍କ ଭିତରେ।ମୋ ମୁକୁଟରେ ତାଙ୍କ ଟିପ ଚିହ୍ନ। ସେଇ ଟିପ ଦିନେ ହାତରେ କାଳି ଧରି କଳଙ୍କ ବୋଳିବା ପାଇଁ ଆଗଭର ଥିଲା ବେଳେ ଆଜି ଧରାଶାୟୀ ତାଙ୍କ ମନସ୍କାମନା।ଜାଣିନି ଜିତିଲି କି ହାରିଲି ।ଏ ମୋ ଆଉ ଗୋଟେ ସଂଘର୍ଷର ଆରମ୍ଭ ନା ଇତିଶ୍ରୀ।"

ଇତିଶ୍ରୀ କୁହେ ସେ ସବୁକିଛି କରି ପାରିବ।ଅନେକ ପ୍ରତିଯୋଗୀତାରେ ଯେବେ ପୁରସ୍କାର ଆଣି ଧରେଇ ଦିଏ, ମାଆ ତା ମଥାରେ

Gurughara Patha

#Gurugharapatha #OdiaLovestory #odiamotivation #OdiaKahani PRANAY KUMAR SAHU Dr.Imran Hassan Barbhuiya #Life_experience

read more
' ନିଜଠାରୁ ଅନ୍ୟକୁ ଅଧିକ ସୁନ୍ଦର ଭାବୁଥିବା ଲୋକ ଜଲଦି "Depress" ହେଇଯାଆନ୍ତି ' #Gurugharapatha
#OdiaLovestory
#OdiaMotivation
#OdiaKahani PRANAY KUMAR SAHU Dr.Imran Hassan Barbhuiya


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile