Find the Best ରାଜଗୁରୁ Shayari, Status, Quotes from top creators only on Nojoto App. Also find trending photos & videos about
Rajguru
ଯେ ପ୍ରେମିକର ମନ କଥା ଓ ପରିସ୍ଥିତିକୁ ବୁଝିପାରେନା, ସେମିତି ପ୍ରେମିକାକୁ ପ୍ରେମିକା ନୁହଁ, ପ୍ରତାରିକା କୁହାଯାଏ | ©Rajguru #Doobey #ରାଜଗୁରୁ #ପ୍ରତାରିକାकुमार रंजीत (मनीषी) Sanchita Anshu writer Adi_indian_boy: majboor dil k hathon
Rajguru
ସେ ଫୁଲେଇ ଦେଖାଏ ରଂଗ ତା' ନାକ ଅଗରେ ଲଂକା ରାଗ କେମିତି ବୁଝେଇବି ଜାଣିପାରେନା ମୁଁ ସେ ରାଗ ରଂଗରେ ଅବୁଝା ମୁଁ..... ©Rajguru #forbiddenlove #ରାଜଗୁରୁ #Nojotodia Anshu writer Miss khan Babita Kumari m raj. g The Janu Show
#forbiddenlove #ରାଜଗୁରୁ dia Anshu writer Miss khan Babita Kumari m raj. g The Janu Show #ପ୍ରେମ #nojotodia
read moreRajguru
ଜୀବନ💗 ବିଷ ନଈକୂଳେ ଶେଷ ଅବଶୋସ ହସରୁ ଆରମ୍ଭ ଲୁହରେ ଶେଷ !! ©Rajguru #Pattiyan #ରାଜଗୁରୁ #ଜୀବନ Priyanka Modi ram singh yadav Srk writes rasmi
#Pattiyan #ରାଜଗୁରୁ #ଜୀବନ Priyanka Modi ram singh yadav Srk writes rasmi #ଚିନ୍ତାଧାରା
read moreRajguru
ଧୋକା ସେ ଦିଏ ଯେ ପ୍ରେମ ଆଉ ପରିସ୍ଥିତିର ଭିଡ଼ଭିତରେ ଫସିଯାଇ ନିଜର ଅସ୍ତିସ୍ତ୍ୱକୁ ହରେଇବସେ , ମହାଭାରତର ଅଭିମନ୍ୟୁ ପରି ଚକ୍ରବ୍ୟୁହକୁ ଭେଦ କରିନପାରି ଶେଷରେ ପରାଜିତ ସୈନିକଟି ପରି ନିଜ ପ୍ରେମକୁ ବଳିଦାନ ଦେଇଦିଏ ..... ପ୍ରେମର ଗଭୀରତାରୁ .....କ୍ରମଶଃ..✒ ©Rajguru #DhakeHuye #ରାଜଗୁରୁ #Love #Nojotodia Dhanraj Gamare Ayesha Aarya Singh Ankita Shukla indu singh Anupriya
#DhakeHuye #ରାଜଗୁରୁ Love dia Dhanraj Gamare Ayesha Aarya Singh Ankita Shukla indu singh Anupriya #ଚିନ୍ତାଧାରା #nojotodia
read moreRajguru
ଜୀବନ ରାସ୍ତାରେ ଚାଲୁଚାଲୁ କେତେବେଳେ ଯେ ତୁମ ସଂସ୍ପର୍ଶରେ ଆସିଗଲି ଆଉ ତୁମ କାନ୍ଧରେ ମଥାରଖି ଦୁନିଆର ରଂଗୀନ ସ୍ୱପ୍ନଦେଖିବାରେ ମଜ୍ଜିଗଲି ଜାଣିପାରିଲିନି | ତୁମ ନରମ ହାତର ପ୍ରତିଟି ସ୍ପର୍ଶ କାହିଁ ଏକ ଅଜଣା ଶିହରଣ ପୁଲକ ମୋ ସମଗ୍ର ଶରୀର ମଧ୍ୟରେ ଖେଳେଇଦେଉଥିଲା ,ଏମିତି ଲାଗୁଥିଲା ତୁମ ପରଶ ପାଇବା ପାଇଁ ଏ ମନ ପ୍ରତି ମୂହୁର୍ତ୍ତରେ ଏକାକୀପଣ ଅନୁଭବ କରୁଥିଲା | ©Rajguru #amirkhan #ରାଜଗୁରୁ #ପ୍ରେମପରିଭାଷା Dhanraj Gamare Babita Kumari Sk Manjur Devrajsolanki Sanjana
#amirkhan #ରାଜଗୁରୁ #ପ୍ରେମପରିଭାଷା Dhanraj Gamare Babita Kumari Sk Manjur Devrajsolanki Sanjana
read moreRajguru
ଲୁହରେ ଲେଖା ଆମ ଏ କାହାଣୀ ବୋଧେ ବିଧାତା ଲେଖିଛି ଜାଣିଜାଣି ଆଶା ଆକାକ୍ଷାଂ ଆଉ ପୁଣି ପ୍ରତୀକ୍ଷାର ଆମେ ଦୁହେଁ ରାଜା ଆଉ ରାଣୀ ||❤ ©Rajguru #MainAurChaand #ରାଜଗୁରୁ #ପ୍ରତୀକ୍ଷା #nojolove Ayushi Agrawal indu singh Preeti Devi Adi_indian_boy: pramodini mohapatra
#MainAurChaand #ରାଜଗୁରୁ #ପ୍ରତୀକ୍ଷା #nojolove Ayushi Agrawal indu singh Preeti Devi Adi_indian_boy: pramodini mohapatra #ପ୍ରେମ
read moreRajguru
ବିଶ୍ୱାସ ଭରଷା ମାପକାଠିରେ ଜୀବନ, ଯେତେବେଳେ ସେଥିରେ କିଛି ପାର୍ଥକ୍ୟ ଆସେ ସବୁକିଛି ଆପଣାଛାଏଁ ବଦଳିଯାଏ | ©Rajguru #akelapan #ରାଜଗୁରୁ #No_1trending Ayesha Aarya Singh Anshu writer Anwesha Rath The Janu Show udass Afzal Khan
#akelapan #ରାଜଗୁରୁ #No_1trending Ayesha Aarya Singh Anshu writer Anwesha Rath The Janu Show udass Afzal Khan #ପ୍ରେମ
read moreRajguru
ତୁମେ ସଫେଦ ହୃଦୟର ନିର୍ମଳ ଆକାଶ ମୁଁ ସଂଦେହୀ ପ୍ରେମିକ ଧରି ମେଞ୍ଚାଏ ଅବଶୋଷ || ©Rajguru #b_foryou #ରାଜଗୁରୁ #ରାଜକୁମାରୀସ୍ୱପ୍ନ ram singh yadav Anupriya Dinesh Kumar Gangwar pramodini mohapatra gudiya
Rajguru
ପ୍ରେମରେ କିଛି ପାଇବାର ଆଶା ନଥାଏ | କିଛି ପାଇବାର ଆଶା ରହିଲେ ପ୍ରେମଟା ଫ୍ରେମ ହେବାକୁ ବେଶୀ ସମୟ ଲାଗେ ନାହିଁ | ©Rajguru #Leave #ରାଜଗୁରୁ #lovestory USA tech vlog gaTTubaba Anshu writer Barkha rasmi
#Leave #ରାଜଗୁରୁ #LoveStory USA tech vlog gaTTubaba Anshu writer Barkha rasmi #ପ୍ରେମ
read moreRajguru
ଯାହା ଅଂସପୂର୍ଣ୍ଣ ରହିଯାଏ ତାହା ଅବଶୋଷ || ©Rajguru #boat #ରାଜଗୁରୁ The Janu Show Sanjana Jyoti Duklan Dinesh Kumar Gangwar Shubham Raj Tiwari
#boat #ରାଜଗୁରୁ The Janu Show Sanjana Jyoti Duklan Dinesh Kumar Gangwar Shubham Raj Tiwari #ଚିନ୍ତାଧାରା
read more