Find the Best ଯଦମୁଁହଜିଯାଏ Shayari, Status, Quotes from top creators only on Nojoto App. Also find trending photos & videos about
Adyasha Priyadarshini D
ଯଦି ମୁଁ ଦିନେ ହଜିଯାଏ ମୋ ସ୍ୱପ୍ନ ନଗରୀର ଅନ୍ଧାରି ମୁଲକେ, ତୁମେ ସକାଳର ସୂର୍ଯ୍ୟ କିରଣ ସାଜି ଟାଣି ଆଣିବ ମୋତେ । ଯଦି ମୁଁ ଦିନେ ହଜିଯାଏ ମୋ ଆଖି ଲୁହର ଗଭୀରତାରେ, ତୁମେ ସ୍ନେହ ଅନୁରାଗ ର କଜ୍ଜଳ ଟିକେ ଆଣି ସଜାଇ ଦେବ ମୋତେ । ଯଦି ମୁଁ ଦିନେ ହଜିଯାଏ ମୋ ମନର ନୀରବତାରେ, ତୁମେ ପ୍ରେମ ର ରାଗିଣୀ ଗାଇ ଫେରାଇ ଆଣିବ ମୋତେ । ଯଦି ମୁଁ ଦିନେ ହଜିଯାଏ ମୋ ଅତୀତର ଅପନ୍ତରା ରାଇଜରେ, ତୁମେ ଭବିଷ୍ୟତ ର ଉଜ୍ବଳ ତାରା ହୋଇ ହାତ ଧରି ବାଟ କଢାଇ ନେବ ମୋତେ । ଅଶେଷ ଧନ୍ୟବାଦ Surekha Dash ଙ୍କୁ ଉପରୋକ୍ତ ପଦଟି ପ୍ରସ୍ତାବିତ କରିଥିବା ପାଇଁ। ଆପଣମାନେ ମଧ୍ୟ word for the day କିମ୍ଵା collab ପଦ suggest କରନ୍ତୁ। at #yqbhainasuggestionspost1 #ଯଦମୁଁହଜିଯାଏ #collab #yqbhaina #yqodia #munodia
About Nojoto | Team Nojoto | Contact Us
Creator Monetization | Creator Academy | Get Famous & Awards | Leaderboard
Terms & Conditions | Privacy Policy | Purchase & Payment Policy Guidelines | DMCA Policy | Directory | Bug Bounty Program
© NJT Network Private Limited
Follow us on social media:
For Best Experience, Download Nojoto