Nojoto: Largest Storytelling Platform

Best ତିନିଧାଡ଼ି Shayari, Status, Quotes, Stories

Find the Best ତିନିଧାଡ଼ି Shayari, Status, Quotes from top creators only on Nojoto App. Also find trending photos & videos about

  • 2 Followers
  • 3 Stories

koushik lenka

କାହିଁକି କେଜାଣି ଏମିତି ତିନି ଧାଡ଼ି ଆସିଲା। ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ତିନି ଧାଡ଼ିର କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। ଶୁଭେଚ୍ଛା ଓ ଶୁଭକାମନା। #Challenge #YourQuoteAndMine #rapidfire #yqodia #Yqbhaina #ଓଡ଼ିଆrapidfire #odiarapidfire #ତିନିଧାଡ଼ି

read more
ନାଁ ଫୁଟେ ଏଠି ଶୀତର ଛତୁ ନାଁ ଭାସେ ଏଠି ବସନ୍ତ ର ବୋଇତ,
ଶେଷ ନିଃଶ୍ୱାସ ମୋ ନିରବେ କାନ୍ଦେ ସ୍ୱାଦ ତା ଖଟାଳିଆ କ‌ଇଁଥ,
ଜୀବନ ମୋ ମଲା କାଗଜ ର କାଗଜ ଡଙ୍ଗା ମନେ ଅଛି ସେ ଶରତ ର ନିଶୀଥ।। କାହିଁକି କେଜାଣି ଏମିତି ତିନି ଧାଡ଼ି ଆସିଲା।

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ତିନି ଧାଡ଼ିର କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। 


ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। 
ଶୁଭେଚ୍ଛା ଓ ଶୁଭକାମନା।

JS Jyoti

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ତିନି ଧାଡ଼ିର କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। ଶୁଭେଚ୍ଛା ଓ ଶୁଭକାମନା। #ତିନିଧାଡ଼ି #ଓଡ଼ିଆrapidfire #odiarapidfire #rapidfire #Challenge #Collab #Yqbhaina #YourQuoteAndMine

read more
ମୋ ଛାତିରେ ଆଜି ଛାତିଏ କମ୍ପନ
ଏ ଆଖିରେ ଭଙ୍ଗା ଆଖିଏ ସପନ
କିନ୍ତୁ ତୁମେ ଆଜି ଆଉ କା' ଜୀବନ । ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ତିନି ଧାଡ଼ିର କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। 


ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। 
ଶୁଭେଚ୍ଛା ଓ ଶୁଭକାମନା। 


#ତିନିଧାଡ଼ି #ଓଡ଼ିଆrapidfire #odiarapidfire #rapidfire #challenge #collab #yqbhaina  #YourQuoteAndMine

JS Jyoti

ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ତିନି ଧାଡ଼ିର କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। ଶୁଭେଚ୍ଛା ଓ ଶୁଭକାମନା। #ତିନିଧାଡ଼ି #ଓଡ଼ିଆrapidfire #odiarapidfire #rapidfire #Challenge #Collab #Yqbhaina #YourQuoteAndMine

read more
ଜୀବନ ବାଟରେ ତୁ ବହୁଦୂର ଗଲୁ ଚାଲି
ସମୟର ଚୋରା ବାଲିରେ ତୋତେ ମୁଁ 
ଖୋଜୁ ଖୋଜୁ ହଜିଗଲି । ଆଜିର rapid fire ସମୟ ସୀମା ମଧ୍ୟରେ ଲେଖନ୍ତୁ ତିନି ଧାଡ଼ିର କବିତା। ଆପଣ ଯେତେଥର ଚାହିଁବେ ସେତେଥର ଲେଖିପାରିବେ । ସମୟ ଛଡା ଅନ୍ୟ କାହାଉପରେ ପ୍ରତିବନ୍ଧକ ନାହିଁ। 


ଆପଣଙ୍କ ସମୟ ଆରମ୍ଭ ହେଉଛି ବର୍ତ୍ତମାନଠୁ। ସମୟ ଅବଧି ୪ ଘଣ୍ଟା। ପ୍ରତିଯୋଗିତା ଶେଷ ହେବ ସନ୍ଧ୍ୟା ୮ ଘଟିକାରେ। 
ଶୁଭେଚ୍ଛା ଓ ଶୁଭକାମନା। 


#ତିନିଧାଡ଼ି #ଓଡ଼ିଆrapidfire #odiarapidfire #rapidfire #challenge #collab #yqbhaina #YourQuoteAndMine


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile