Nojoto: Largest Storytelling Platform

Best Internationalnonviolenceday Shayari, Status, Quotes, Stories

Find the Best Internationalnonviolenceday Shayari, Status, Quotes from top creators only on Nojoto App. Also find trending photos & videos about

  • 2 Followers
  • 2 Stories

Jyotshna Rani Sahoo

ବାପୁ ତୁମେ ଗଲା ପରେ ଇଂରେଜ ପୁଣି ଫେରି ଆସିଛନ୍ତି ତୁମେ ତାଙ୍କୁ ଦେଶରୁ କରିଥିଲ ନା ବିତାଡିତ ନିଜ ଅହିଂସା ବଳରେ, ହେଲେ ସେ ଏବେ ଭାରତବାସୀ ଙ୍କ ହୃଦୟରେ ବିରାଜିତ ତାହା ପୁଣି ଅତି ଗର୍ବରେ। ତୁମେ କୁଟି ଖାଅ ଆଉ କାଟି ପିନ୍ଧ ବାର୍ତ୍ତା ପ୍ରଚାର କରିଥିଲ ନା #Collab #YourQuoteAndMine #Internationalnonviolenceday #yqodia #Yqbhaina #ବାପୁତୁମେଗଲାପରେ #ଗାନ୍ଧୀଜୟନ୍ତୀ

read more
ବାପୁ ତୁମେ ଗଲା ପରେ
ଇଂରେଜ ପୁଣି ଫେରି ଆସିଛନ୍ତି
ତୁମେ ତାଙ୍କୁ ଦେଶରୁ କରିଥିଲ ନା ବିତାଡିତ
ନିଜ ଅହିଂସା ବଳରେ,
ହେଲେ ସେ ଏବେ ଭାରତବାସୀ ଙ୍କ ହୃଦୟରେ ବିରାଜିତ
ତାହା ପୁଣି ଅତି ଗର୍ବରେ।
ତୁମେ କୁଟି ଖାଅ ଆଉ କାଟି ପିନ୍ଧ 
ବାର୍ତ୍ତା ପ୍ରଚାର କରିଥିଲ ନା
ଜାଣିଛ ଏବେ ଲୋକ ଲାଞ୍ଚ ର ରସିଦ୍ କାଟୁଛନ୍ତି,
ଆଉ କୁଟି ନୁହଁ
କୁଟ କରି ଖାଉଛନ୍ତି।
ସ୍ୱଚ୍ଛ ଭାରତ ଗଠନ ଥିଲା ତମ ସ୍ବପ୍ନ 
ହେଲେ କଳୁଷିତ ଏଠି ଜନତାଙ୍କ ମନ।
ତୁମେ ଗଲା ପରେ ଭାରତ ମା ପୁଣି କାନ୍ଦୁଛି
ଆଉ ଦୁଃଖର କଥା ତା ଲୁହରେ
ସ୍ୱାର୍ଥପର ମଣିଷ ନିଜ ପାପ ଧୋଉଛି।
                   Jyotshna Rani Sahoo-

 ବାପୁ ତୁମେ ଗଲା ପରେ
ଇଂରେଜ ପୁଣି ଫେରି ଆସିଛନ୍ତି
ତୁମେ ତାଙ୍କୁ ଦେଶରୁ କରିଥିଲ ନା ବିତାଡିତ
ନିଜ ଅହିଂସା ବଳରେ,
ହେଲେ ସେ ଏବେ ଭାରତବାସୀ ଙ୍କ ହୃଦୟରେ ବିରାଜିତ
ତାହା ପୁଣି ଅତି ଗର୍ବରେ।
ତୁମେ କୁଟି ଖାଅ ଆଉ କାଟି ପିନ୍ଧ 
ବାର୍ତ୍ତା ପ୍ରଚାର କରିଥିଲ ନା

Nojoto News

#Internationalnonviolenceday #gandhijayanti Violence, intolerance, riots are devastating things that destroys human race, their feelings and what not...! These things damages every stage of life, separating them from their loved ones leaving them in deep remorse. Let's not spread violence. Let's be one of the peace lover. We support peace. Do you? Spread peace. Love your life. #Internationalnonviolenceday #gandhijayanti

read more


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile