Nojoto: Largest Storytelling Platform

Best ଗାନ୍ଧୀଜୟନ୍ତୀ Shayari, Status, Quotes, Stories

Find the Best ଗାନ୍ଧୀଜୟନ୍ତୀ Shayari, Status, Quotes from top creators only on Nojoto App. Also find trending photos & videos about

  • 2 Followers
  • 4 Stories

koushik lenka

ଖୁବ୍ ଭିଡ଼ ସେଠି ସାଧା ପୋଷାକର ପଟୁଆର ଆଡ଼େଇ ଦେଖିଲି ଅହିଂସା ପାଲଟିଛି ରଥ।। ପଥରେ ବେଶଧାରୀ ବାଳୁତ ଗାନ୍ଧୀ ଅବିକଳ ଦେଖିବାକୁ ତମ ପରି ଦିଶୁ ଥିଲା ଆଣ୍ଠୁ ଝଟକୁଥିଲା ହାତବୁଣା ଖଦି।। #gandhijayanti #odiawritings #yqodia #Yqbhaina #munodia #ଗାନ୍ଧୀଜୟନ୍ତୀ

read more
୨ ଅକ୍ଟୋବର 







ପଢ଼ନ୍ତୁ ଅନୁଶୀର୍ଷକ ରେ.... ଖୁବ୍ ଭିଡ଼ ସେଠି
ସାଧା ପୋଷାକର ପଟୁଆର ଆଡ଼େଇ
ଦେଖିଲି ଅହିଂସା ପାଲଟିଛି ରଥ।।

ପଥରେ ବେଶଧାରୀ ବାଳୁତ ଗାନ୍ଧୀ
ଅବିକଳ ଦେଖିବାକୁ ତମ ପରି
ଦିଶୁ ଥିଲା ଆଣ୍ଠୁ
ଝଟକୁଥିଲା ହାତବୁଣା ଖଦି।।

koushik lenka

ମୁଁ, ସତ୍ୟର ସତ୍ୟତା କୁ ପରଖି ପାରିନି, ତ୍ରେତୟା ର ତ୍ରାହି ତ୍ରାହି ଡାକ ଶୁଣିନି, ଦ୍ୱାପର ର ଦ୍ୱନ୍ଦ୍ୱ ବିଷୟରେ ଏବେ ବି ଅଜଣା, କଳି ର କୁଳ ରୁ କାଳ ଯାଏଁ ଅନେକ ଥର ହୋଇଛି ବାଟବଣା।। #odiawritings #yqodia #Yqbhaina #munodia #ଗାନ୍ଧୀଜୟନ୍ତୀ #ଗାନ୍ଧୀଓଶାସ୍ତ୍ରୀ

read more
 { ଅନୁଶୀର୍ଷକ ରେ ଆପଣଙ୍କ ଅପେକ୍ଷା ରେ ସମ୍ପୂର୍ଣ୍ଣ ପଢ଼ନ୍ତୁ } ମୁଁ, ସତ୍ୟର ସତ୍ୟତା
କୁ ପରଖି ପାରିନି,
ତ୍ରେତୟା ର ତ୍ରାହି ତ୍ରାହି
ଡାକ ଶୁଣିନି,
ଦ୍ୱାପର ର ଦ୍ୱନ୍ଦ୍ୱ ବିଷୟରେ
ଏବେ ବି ଅଜଣା,
କଳି ର କୁଳ ରୁ କାଳ ଯାଏଁ
ଅନେକ ଥର ହୋଇଛି ବାଟବଣା।।

koushik lenka

ପଛକୁ ଫେରିଦେଖ ହେ! ଶାନ୍ତିର ସାଥି ଦେଖ ତୁମ ମଲା ଇତିହାସ ର ଉଇଖିଆ କଣା, ଚିରା, ଫଟା ରିକ୍ତ ରଣ ଭୂଇଁ ଟଳି ପଡ଼ିଛନ୍ତି ସବୁ ମହାରଥୀ।। ଆସ ଗାନ୍ଧୀ! ଆସ, ଆଉଥରେ ଆସ #yqodia #Yqbhaina #munodia #ଗାନ୍ଧୀଜୟନ୍ତୀ #ମୁଁ_ହଜି_ଯିବିନି_ତ #ଫେରିଆସ

read more
 { ଅନୁଶୀର୍ଷକ ରେ ଆପଣଙ୍କ ଅପେକ୍ଷାରେ } ପଛକୁ ଫେରିଦେଖ
ହେ! ଶାନ୍ତିର ସାଥି
ଦେଖ ତୁମ ମଲା ଇତିହାସ ର
ଉଇଖିଆ କଣା, ଚିରା, ଫଟା
ରିକ୍ତ ରଣ ଭୂଇଁ
ଟଳି ପଡ଼ିଛନ୍ତି ସବୁ ମହାରଥୀ।।

ଆସ ଗାନ୍ଧୀ! ଆସ, ଆଉଥରେ ଆସ

Jyotshna Rani Sahoo

ବାପୁ ତୁମେ ଗଲା ପରେ ଇଂରେଜ ପୁଣି ଫେରି ଆସିଛନ୍ତି ତୁମେ ତାଙ୍କୁ ଦେଶରୁ କରିଥିଲ ନା ବିତାଡିତ ନିଜ ଅହିଂସା ବଳରେ, ହେଲେ ସେ ଏବେ ଭାରତବାସୀ ଙ୍କ ହୃଦୟରେ ବିରାଜିତ ତାହା ପୁଣି ଅତି ଗର୍ବରେ। ତୁମେ କୁଟି ଖାଅ ଆଉ କାଟି ପିନ୍ଧ ବାର୍ତ୍ତା ପ୍ରଚାର କରିଥିଲ ନା #Collab #YourQuoteAndMine #Internationalnonviolenceday #yqodia #Yqbhaina #ବାପୁତୁମେଗଲାପରେ #ଗାନ୍ଧୀଜୟନ୍ତୀ

read more
ବାପୁ ତୁମେ ଗଲା ପରେ
ଇଂରେଜ ପୁଣି ଫେରି ଆସିଛନ୍ତି
ତୁମେ ତାଙ୍କୁ ଦେଶରୁ କରିଥିଲ ନା ବିତାଡିତ
ନିଜ ଅହିଂସା ବଳରେ,
ହେଲେ ସେ ଏବେ ଭାରତବାସୀ ଙ୍କ ହୃଦୟରେ ବିରାଜିତ
ତାହା ପୁଣି ଅତି ଗର୍ବରେ।
ତୁମେ କୁଟି ଖାଅ ଆଉ କାଟି ପିନ୍ଧ 
ବାର୍ତ୍ତା ପ୍ରଚାର କରିଥିଲ ନା
ଜାଣିଛ ଏବେ ଲୋକ ଲାଞ୍ଚ ର ରସିଦ୍ କାଟୁଛନ୍ତି,
ଆଉ କୁଟି ନୁହଁ
କୁଟ କରି ଖାଉଛନ୍ତି।
ସ୍ୱଚ୍ଛ ଭାରତ ଗଠନ ଥିଲା ତମ ସ୍ବପ୍ନ 
ହେଲେ କଳୁଷିତ ଏଠି ଜନତାଙ୍କ ମନ।
ତୁମେ ଗଲା ପରେ ଭାରତ ମା ପୁଣି କାନ୍ଦୁଛି
ଆଉ ଦୁଃଖର କଥା ତା ଲୁହରେ
ସ୍ୱାର୍ଥପର ମଣିଷ ନିଜ ପାପ ଧୋଉଛି।
                   Jyotshna Rani Sahoo-

 ବାପୁ ତୁମେ ଗଲା ପରେ
ଇଂରେଜ ପୁଣି ଫେରି ଆସିଛନ୍ତି
ତୁମେ ତାଙ୍କୁ ଦେଶରୁ କରିଥିଲ ନା ବିତାଡିତ
ନିଜ ଅହିଂସା ବଳରେ,
ହେଲେ ସେ ଏବେ ଭାରତବାସୀ ଙ୍କ ହୃଦୟରେ ବିରାଜିତ
ତାହା ପୁଣି ଅତି ଗର୍ବରେ।
ତୁମେ କୁଟି ଖାଅ ଆଉ କାଟି ପିନ୍ଧ 
ବାର୍ତ୍ତା ପ୍ରଚାର କରିଥିଲ ନା


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile