Nojoto: Largest Storytelling Platform

Best ଶିକ୍ଷା Shayari, Status, Quotes, Stories

Find the Best ଶିକ୍ଷା Shayari, Status, Quotes from top creators only on Nojoto App. Also find trending photos & videos about ଶିକ୍ଷା ବିକାଶ ସମିତି logo, ଶିକ୍ଷା ବିକାଶ ସମିତି ଓଡିଶା logo,

  • 2 Followers
  • 2 Stories

Adyasha Priyadarshini D

This is not a mere poem. This is an appeal to all the parents and relatives who imposes their wishes on children. Let the child fly by his/her own abilities. #ମନ #ଇଚ୍ଛା #ଶିକ୍ଷା #yqbaba #yqdidi #yourquote #Yqbhaina #yqodia #munodia #yopowrimo #poem poetry #ichha #boostthyself #tpmd ।।। କୁନି ମନର ଇଚ୍ଛା ।।। ମନରେ ଉଁକେ ତା ଇଚ୍ଛା ଅସୁମାରୀ,

read more
।।। କୁନି ମନର ଇଚ୍ଛା ।।। 

ମନରେ ଉଁକେ ତା ଇଚ୍ଛା ଅସୁମାରୀ,
ଆଖିରେ ସାଜେ ତା ସ୍ୱପ୍ନ ।
ଛୋଟ ଛୋଟ ତାର କଅଁଳ ହାତରେ,
ମନ ହୁଏ ତୋଳି ଆଣିବାକୁ ଜହ୍ନ ।।

କିଏ କହେ ତାକୁ ଡାକ୍ତର ହେବ ସେ,
କେ କହେ ଇଂଜିନିୟର ।
ଆଉ କିଏ କହେ ହେବ ସେ ଶିକ୍ଷକ,
ବାଣ୍ଟିବ ଶିକ୍ଷାର ଉପହାର ।।

କେହି ଜଣେ ଯାଇ ତାକୁ ତ ପଚାର,
ତା'ର ଯେ ଇଚ୍ଛା କଅଣ ।
ବାନ୍ଧ ନାହିଁ ତାକୁ ଜମା ଶିକୁଳିରେ,
ହେଉ ସେ ମୁକ୍ତ ବିହଙ୍ଗ ।।

ଉଡି ଉଡି ତାକୁ ନିଜ ପରିଚୟ,
ନିଜେ ଖୋଜିବାକୁ ଦିଅ।
ମନର ଇଚ୍ଛା କୁ ଦବାଇ ନ ଦେଇ,
ଭଲ ବାଟ ତାକୁ ଦେଖାଅ।। This is not a mere poem. This is an appeal to all the parents and relatives who imposes their wishes on children. 
Let the child fly by his/her own abilities. 

#ମନ #ଇଚ୍ଛା #ଶିକ୍ଷା #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #ichha #BoostThyself #tpmd

।।। କୁନି ମନର ଇଚ୍ଛା ।।। 

ମନରେ ଉଁକେ ତା ଇଚ୍ଛା ଅସୁମାରୀ,

Kanhu Charan Parida

#ଶିକ୍ଷା ର ବିକାଶ ଆମର ପ୍ରୟାସ।#

read more


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile