Nojoto: Largest Storytelling Platform

Best ଦୟା Shayari, Status, Quotes, Stories

Find the Best ଦୟା Shayari, Status, Quotes from top creators only on Nojoto App. Also find trending photos & videos about ଦୟା, ଦୟାନିଧି ମିଶ୍ର,

  • 1 Followers
  • 1 Stories
    PopularLatestVideo

Adyasha Priyadarshini D

#boostthyself #yqbaba #yqdidi #yourquote #Yqbhaina #yqodia #munodia #yopowrimo #poem poetry #daya #ଦୟା #ମାଆ #ପ୍ରେମ #ସ୍ନେହ #କ୍ଷମା #Mother #odia #tpmd #arthub P.C. Google ଦୟା, କ୍ଷମା, ସ୍ନେହ, ପ୍ରେମ ର ମୂର୍ତ୍ତି ଟେ, ଗଙ୍ଗାଠାରୁ ଅଟେ ପବିତ୍ର ସିଏ । ସବୁରି ସୁଖରେ ସବୁରି ଦୁଃଖ ରେ, ସବୁ ସମୟରେ ପାଖରେ ଥାଏ ।।

read more
ଦୟା, କ୍ଷମା, ସ୍ନେହ, ପ୍ରେମ ର ମୂର୍ତ୍ତି ଟେ,
ଗଙ୍ଗାଠାରୁ ଅଟେ ପବିତ୍ର ସିଏ ।
ସବୁରି ସୁଖରେ ସବୁରି ଦୁଃଖ ରେ,
ସବୁ ସମୟରେ ପାଖରେ ଥାଏ ।।

ରାଗ ରୁଷା ଜମା ଜଣାନାହିଁ ତାକୁ,
ଅହଂକାର ର ସେ ଜାଣିନି ନାଆଁ ।
ପ୍ରତି ଟି କଥା ଲାଗେ ତା ମିଠା,
କେହି ନୁହେଁ ଆଉ,
ସିଏ ମୋ ମାଆ ।।

(Full poem in caption) #BoostThyself #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #Daya #ଦୟା #ମାଆ #ପ୍ରେମ #ସ୍ନେହ #କ୍ଷମା 
#Mother #Odia #tpmd #arthub 
P.C. Google

ଦୟା, କ୍ଷମା, ସ୍ନେହ, ପ୍ରେମ ର ମୂର୍ତ୍ତି ଟେ,
ଗଙ୍ଗାଠାରୁ ଅଟେ ପବିତ୍ର ସିଏ ।
ସବୁରି ସୁଖରେ ସବୁରି ଦୁଃଖ ରେ,
ସବୁ ସମୟରେ ପାଖରେ ଥାଏ ।।


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile