White ଏ ତ ସାଧାରଣ କଥା ପ୍ରେମ କରି ବିବାହ କରିବା ସ୍ୱାମି,

White ଏ ତ ସାଧାରଣ କଥା
ପ୍ରେମ କରି ବିବାହ କରିବା
ସ୍ୱାମି,ପୁଅ,ଝିଅ ସହ
ଖୁସି ରେ ଜୀବନ ଯାପିବା
ସାଧାରଣ କଥା ନୁହେଁ 
ଅନ୍ୟକୁ ସୁଖ ଦେବା ପାଇଁ 
ନିଜ ପ୍ରେମ ଭୁଲିଯାଇ
ଦୁଃଖ ସହ ସମ୍ପର୍କ ଯୋଡିବା।
#ଶୁଭ ସକାଳ #

©Joy Krishna Behera ଦୁଃଖ ସହ ସମ୍ପର୍କ ଯୋଡିବା
White ଏ ତ ସାଧାରଣ କଥା
ପ୍ରେମ କରି ବିବାହ କରିବା
ସ୍ୱାମି,ପୁଅ,ଝିଅ ସହ
ଖୁସି ରେ ଜୀବନ ଯାପିବା
ସାଧାରଣ କଥା ନୁହେଁ 
ଅନ୍ୟକୁ ସୁଖ ଦେବା ପାଇଁ 
ନିଜ ପ୍ରେମ ଭୁଲିଯାଇ
ଦୁଃଖ ସହ ସମ୍ପର୍କ ଯୋଡିବା।
#ଶୁଭ ସକାଳ #

©Joy Krishna Behera ଦୁଃଖ ସହ ସମ୍ପର୍କ ଯୋଡିବା
ସମ୍ପର୍କ ସେ ପୁଣି ଆକାଶ ସହ ଧରିତ୍ରୀ 

#Kathakaar
play

ସମ୍ପର୍କ ସେ ପୁଣି ଆକାଶ ସହ ଧରିତ୍ରୀ #Kathakaar

215 Views

ଅପ୍ସନ ଥିବା ମଣିଷ ସହ ସମ୍ପର୍କ ରଖିଲେ ସେ ଗୁରୁତ୍ୱ ଦେବନାହିଁ।
#ଜୀବନରକଥା...
play
jeevannayaketvbh5707

JEEVAN NAYAK

New Creator

ଅପ୍ସନ ଥିବା ମଣିଷ ସହ ସମ୍ପର୍କ ରଖିଲେ ସେ ଗୁରୁତ୍ୱ ଦେବନାହିଁ। #ଜୀବନରକଥା...

162 Views

ତୁମକୁ ସବୁବେଳେ ଦୋଷ ଦେଉଥିବା ମଣିଷ ସହ ସମ୍ପର୍କ ନ ରଖିବା ଭଲ
#ଜୀବନରକଥା...
play
jeevannayaketvbh5707

JEEVAN NAYAK

New Creator

ତୁମକୁ ସବୁବେଳେ ଦୋଷ ଦେଉଥିବା ମଣିଷ ସହ ସମ୍ପର୍କ ନ ରଖିବା ଭଲ #ଜୀବନରକଥା... #ପ୍ରେରଣା

171 Views

ସମୟ କାହିଁ ଆଶ୍ଵାସନା ଦେବାକୁ
ସମ୍ପର୍କର ଲହଡ଼ି ଯାଉଛି ଵହି
ଥାଇ ଥାଇ ଅନ୍ତର କାନ୍ଦୁଛି
ସେତ ସ୍ମୃତି ପାଲଟିଛି 
ସମସ୍ତ ବେଦନାକୁ ସହି ସହି

©Tafizul Sambalpuri
  #ସମ୍ପର୍କ
play

#ସମ୍ପର୍କ #ଚିନ୍ତାଧାରା

212 Views

ସମ୍ପର୍କ, କିଛି ନିଜର ଥାଏ
କିଛି ଆପେ ଆପେ ଗଢ଼ି ହୋଇ ଯାଏ
ସମସ୍ତଙ୍କୁ ବଞ୍ଚାଇ ରଖିବା ମଣିଷର କର୍ତ୍ତବ୍ୟ
ଏଥି ପାଇଁ ଅର୍ଥ ନୁହେଁ
ସ୍ନେହ, ସମର୍ପଣ, ତ୍ୟାଗ ହିଁ ଯଥେଷ୍ଟ ।।

©Tafizul Sambalpuri
  #ସମ୍ପର୍କ
play

#ସମ୍ପର୍କ #ଚିନ୍ତାଧାରା

25,997 Views

କିଛି ସମ୍ପର୍କ ଏମିତି ଥାଏ.....
ଓଦା କାଠ ପରି 
ନା ସେ ଜଳି ପରେ, ନା ସେ ଲଭି ପରେ ,କିନ୍ତୁ
ଫୁକି ଫୁକି ଧୂଆଁ ହୋଇ ଆଖିରେ ଲୁହ ଝରେ....

©Lopamudra Lopa ସମ୍ପର୍କ
କିଛି ସମ୍ପର୍କ ଏମିତି ଥାଏ.....
ଓଦା କାଠ ପରି 
ନା ସେ ଜଳି ପରେ, ନା ସେ ଲଭି ପରେ ,କିନ୍ତୁ
ଫୁକି ଫୁକି ଧୂଆଁ ହୋଇ ଆଖିରେ ଲୁହ ଝରେ....

©Lopamudra Lopa ସମ୍ପର୍କ
କିଛି ସମ୍ପର୍କ ଆରମ୍ଭରୁ ଶେଷ ହୋଇଯାଏ... ସମ୍ପର୍କର କିଛି ନା' ନଥାଏ ....              କିନ୍ତୁ ଅଦେଖା କଷ୍ଟ ମିଳିଥାଏ.... 
ଆଉ ହଁ ବହୁତ କିଛି ଶିକ୍ଷା ମିଳେ
😭😭😭 #ସମ୍ପର୍କ #
କିଛି ସମ୍ପର୍କ ଆରମ୍ଭରୁ ଶେଷ ହୋଇଯାଏ... ସମ୍ପର୍କର କିଛି ନା' ନଥାଏ ....              କିନ୍ତୁ ଅଦେଖା କଷ୍ଟ ମିଳିଥାଏ.... 
ଆଉ ହଁ ବହୁତ କିଛି ଶିକ୍ଷା ମିଳେ
😭😭😭 #ସମ୍ପର୍କ #
White ସମ୍ପର୍କ ର ଶରୀର ଟି
ଧ୍ୱଂସ ହେଲାପରେ
ଆତ୍ମା ର ନିରାପଦ ପାଇଁ 
ଶରୀରକୁ ଭସାଯାଏ,ପୋତାଯାଏ
ଅବା ଜଳାଯାଏ
ପରମାତ୍ମା ପାଖକୁ ଯିବାପାଇଁ 
ଏଠାକାର ଧୂଳିମାଟି ଭୁଲିଯାଏ।

***ସୁପ୍ରଭାତ***

©Joy Krishna Behera
  ସମ୍ପର୍କ
play

ସମ୍ପର୍କ #କବିତା

162 Views