Nojoto: Largest Storytelling Platform
beapoetorbethepo2824
  • 54Stories
  • 164Followers
  • 868Love
    40.2KViews

Be A Poet Or Be The Poem

By God's grace

  • Popular
  • Latest
  • Repost
  • Video
4e71193c45e000ecb613d8f618694218

Be A Poet Or Be The Poem

#SadStorytelling
#Ka
4e71193c45e000ecb613d8f618694218

Be A Poet Or Be The Poem

#kuchlafz
#Ka

378 Views

4e71193c45e000ecb613d8f618694218

Be A Poet Or Be The Poem

#WistfulTalks 
#Love 
#Life 
#Trending

432 Views

4e71193c45e000ecb613d8f618694218

Be A Poet Or Be The Poem

#SaawanAaya 
#Trending 
#Emotional 
#story 
#Life 
#Life_experience 
#of 
#odia
4e71193c45e000ecb613d8f618694218

Be A Poet Or Be The Poem

ପ୍ରେମ ବଗିଚାରେ       ପ୍ରଣୟ ବୃକ୍ଷରେ
ପ୍ରୀତିର କଳିକା ହେଲ;
କାହା ହୃଦୟରେ        ଫୁଲ ହେଇ ଫୁଟି
ରହିବା ଆଶା ବାନ୍ଧିଲ?
ଖିଆଲି ମନକୁ        ବୁଝିଲାନି ସାଥୀ
ଛାଡ଼ିଦେଲା ତୁମ ହାତ;
ବୁକୁତଳ ଯେତେ         ଜୀବନ୍ତ ଭାବନା
ଜଳି ପୋଡ଼ି ହେଲା ଶାନ୍ତ!

☺️☺️☺️☺️👍

©Be A Poet Or Be The Poem #Ka
4e71193c45e000ecb613d8f618694218

Be A Poet Or Be The Poem

ସବୁ ଶାମୁକାରେ ନଥାଏ ମୁକୁତା,
ସବୁ ହସ
 ପଛେ ନଥାଏ କାରଣ;

କିଛିଙ୍କ ମନରେ ବିରାଟ ଶୂନ୍ୟତା,
କିଛି ପ୍ରାଣ ଭୋଗନ୍ତି ନିଇତି ଦହନ।

©ପ୍ରିୟଙ୍କା

©Be A Poet Or Be The Poem #Ho
4e71193c45e000ecb613d8f618694218

Be A Poet Or Be The Poem

ମୁଁ ମଲା ପରେ         ମୋ ଯୁଇ ଉପରେ

ଶୁଖିଲା ଫୁଲଟେ ଥୋଇ,

ଲୁହର ନଈ ରେ      ଧୋଉଥିବ ମୋତେ

ସ୍ମୃତି ସମାଧି କୁ ଯାଇ।

©ପ୍ରିୟଙ୍କା

©Be A Poet Or Be The Poem #no
4e71193c45e000ecb613d8f618694218

Be A Poet Or Be The Poem

ଆଖି କେଇ ବୁନ୍ଦା ଲୁହ ଯେ ଝରାଏ,
କିଛି ଲୁହ ଓଠ ପିଏ
କିଛି ତ ଚିବୁକ ଛୁଏଁ;
କିଛି ଲୁହ ଏଠି ଝରି  ଶୁଖିଯାଏ
କିଛି ଲୁହଙ୍କର ଭାଗ୍ୟ ହିଁ ନଥାଏ!

©ପ୍ରିୟଙ୍କା

©Be A Poet Or Be The Poem #SAD
4e71193c45e000ecb613d8f618694218

Be A Poet Or Be The Poem

#Ka
4e71193c45e000ecb613d8f618694218

Be A Poet Or Be The Poem

#LOVEGUITAR
loader
Home
Explore
Events
Notification
Profile