Find the Latest Status about parada mein ho kaffan shayri 0 from top creators only on Nojoto App. Also find trending photos & videos about, parada mein ho kaffan shayri 0.
megha thakur
बिना लिबास के आये थे इस जहां में , बस एक कफ़न की खातिर इतना सफर करना पड़ा ©Megha thakur #Kaffan #
#Kaffan #
read moreAdyasha Priyadarshini D
।।। ପରଦା ।।। ନୂଆ ସକାଳ ନୂତନ ସ୍ୱପ୍ନ ନୂଆ କିଛି କରିବାକୁ ଆଜି ସବୁ ପରଦା ଆଡେଇ ଚାଲି ଯିବାକୁ ରୋମାଞ୍ଚକର ମଞ୍ଚ ଉପରକୁ । ନୂଆ ଉନ୍ମାଦନା ଅଲଗା ଏକ ଶିହରଣକୁ ଜାଗା ଦେବାକୁ ହେବ ମନରେ ଲାଜ କୁ ଅପସରି ଡର କୁ ପଛରେ ପକାଇ । ତମସା କୁ ନ ଡରି ତାକୁ ଆପଣାଇବାକୁ ହେବ କାରଣ, ତମସା ରୁ ହୁଏ ସ୍ୱପ୍ନ ର ଉତ୍ପତ୍ତି ଆଉ ମିଳିବ ଡେଣା ସତ କରିବାକୁ ଆଶା ଅସୁମାରୀ ଉଡି ଯିବା ପାଇଁ । #yqbaba #YQBhaina #YQOdia #MunOdia #parada