Nojoto: Largest Storytelling Platform

New bhabana Quotes, Status, Photo, Video

Find the Latest Status about bhabana from top creators only on Nojoto App. Also find trending photos & videos about, bhabana.

    LatestPopularVideo

Anil Palia

ananta bhabana #nojotophoto

read more
 ananta bhabana

Sonu Dixit

#ବନ୍ଧନଯେବେଶିକୁଳିହୁଏ #ନାରୀ #yqodia #odiawritings #Bhabana #Odiaquotes #ଓଡ଼ିଆrapidfire #Yqbhaina YourQuote Bhaina

read more
  ଚଢେଇ ଟିକୁ ଦାନା-ପାଣି ଦେଇ ପାଳିଥିବା ଲୋକଟିର ଭଲପାଇବା କୁ ବି ମାନିବାକୁ ପଡିବ ,
ସ୍ନେହରେ ଆଉ ଖୁବ ଯତ୍ନର ସହିତ ଛୋଟ ରୁ ବଡ କରିଦିଏ , ପୁଣି ବଡ ହେଇଗଲା ପରେ ସେ ଚଢେଇଟିର ଡେଣା ଦୁଇଟା କାଟି ଦିଏ...
ଯାହା ଫଳରେ ତା'ର ସେଇ ପ୍ରିୟ ଚଢେଇଟି କେବେ ଦୁରକୁ ଉଡିଯାଇ ପାରିବନି । ବହୁତ ଭଲପାଏ ନା ତାକୁ , କେମିତି ଭଲା ନିଜଠୁ ଦୂର କରି ପାରିବ । 

ଆଉ ସେ ଚଢେଇଟିକୁ ଦେଖ , ମାୟା ର ପଞ୍ଜୁରୀ ରେ ବାନ୍ଧି ହେଇ ଯାଏ ସେ ବି... 
ଗୋଟେ ପଟେ ଭଲପାଇବା ଆଉଗୋଟେ ପଟେ ଅନନ୍ତ ଆକାଶ , ଦ୍ଵନ୍ଦ ରେ ଫସିଯାଏ ବିଚାରୀ... ଆଉ ନିଜକୁ ଏତେ ଋଣୀ ମଣିନିଏ ଯେ ,
ପୁଣି ଥରେ ଡେଣା ବାହାରିଗଲେ ବି ,
କେବେ ଉଡିଯିବା ପାଇଁ ଚେଷ୍ଟା କରେନି...
 #ବନ୍ଧନଯେବେଶିକୁଳିହୁଏ #ନାରୀ #yqodia #odiawritings #bhabana #odiaquotes #ଓଡ଼ିଆrapidfire #yqbhaina YourQuote Bhaina
loader
Home
Explore
Events
Notification
Profile