Nojoto: Largest Storytelling Platform

New odia love kabita Quotes, Status, Photo, Video

Find the Latest Status about odia love kabita from top creators only on Nojoto App. Also find trending photos & videos about, odia love kabita.

Stories related to odia love kabita

    LatestPopularVideo

radhesnii

Odia kabita

read more
ଆଖିର ଲୁହ କୁ ଉଠରେ ପିଇ ଯେ
କେତେ ଜଳି ଜଳି ମରିବି
ହୃଦୟ ର ଦୁଃଖ ସହି ସହି
ମୁଁ ଯେ କେତେ ଦିନ ବଞ୍ଚିବି..

କଥା ଥିଲା ପରା ଦୁହେଁ ଦୁହିଁଙ୍କର ପୁଛିଦେବା ଆଖି ଲୁହ...
କେମିତି କହିବି ଏ ଅନ୍ତର ବେଦନା 
ତମ ହାତ ଧରିବାକୁ ଇଚ୍ଛା କରିଥିଲି ମନର ଶାନ୍ତି ତୋ ବହୁଦୂର ତମେ ପାଇଁ ଆଜି ଭରିଯାଇଛି ମୋ ଛାତିରେ ଅସରନ୍ତି କୁହ... 

କାଲି ଥିଲେ ସବୁ ଆପଣାର ଯେତେ ଆଜି ହୋଇଗଲେ ପର...
ପ୍ରେମ ନାମକ ଦୁନିଆରେ
ସ୍ବାର୍ଥ ଯେ ରଖି ମିଛେ କାହିଁ ହୋଅଇ ନିଜର....

ହୃଦୟ ର ଦୁଃଖ ଥରୁଟିଏ ବୁଝ ଦିଅ ନାହିଁ ଏତେ କଷ୍ଟ
ମୋ ପାଖକୁ ଆଜି ଆସ ଫେରି
କେମିତି ବୁଝାଇବି ସାଥୀ ତମ ବିନା ଜୀବନ ମୋ ଅସ୍ପଷ୍ଟ.... Odia kabita

Ashutosh Mishra

Ashutosh Mishra

Pradipta Kumar

Saipada Brajamohan

ପ୍ରେମ ର ସାକ୍ଷୀ ମୋ ଆଖି ର ଇଶାରା ଯାଉନି ତୁମକୁ ଦେଖା,
ପଥର ଜାଣିବି ଭଲ ମୁଁ ପାଇବି ନୁହେଁ ମୁଁ ଏମିତି ବୋକା;
ନିଶବ୍ଦ ଶବ୍ଦ ରେ ଭାବନା ଲେଖେ ମୁଁ ପଢ଼ିବ କେବେ ମୋ ଲେଖା,
"ଏକା ରହିଯିବ", ଡରାଅ  କାହାକୁ ? କେବେ ଠୁ ଅଛି ମୁଁ ଏକା ।
@suvam@ #alone #Nojoto #odia #nojotoodia #Odisha #kabita #odianojoto #kabita

Khemraj B Odia Video YouTube Channel

odia kabita, ଓଡ଼ିଆ କବିତା #MothersDay

read more
"ଇଶ୍ୱର ଯାହା କରନ୍ତି
 ପ୍ରାଣୀର ମଙ୍ଗଳ ପାଇଁ"

©Khemraj B Odia Video YouTube Channel odia kabita, 
ଓଡ଼ିଆ କବିତା

#MothersDay

Kabita Nayak

#kabita #odia heartbroken💔feel #Motivational

read more

jagannath majhi

corona mohamarikabita odia# #HeartfeltMessage #କବିତା

read more

Khemraj B Odia Video YouTube Channel

ଓଡ଼ିଆ ଶାୟାରୀ ଏବଂ କବିତା Odia kabita

read more
"ଦଇବ ଦଉଡି ମଣିଷ ଗାଈ
ଜେନିକି ଟାଣିଲେ ତେଣିକି ଯାଇ"

©Khemraj B Odia Video YouTube Channel ଓଡ଼ିଆ ଶାୟାରୀ ଏବଂ କବିତା
Odia kabita

Khemraj B Odia Video YouTube Channel

ଓଡିଆ କବିତା ଏବଂ ଶ୍ଳୋକ odia kabita

read more
ଯେମିତି କର୍ମକୁ ସେମିତି ଫଳ

©Khemraj B Odia Video YouTube Channel ଓଡିଆ କବିତା ଏବଂ ଶ୍ଳୋକ
odia kabita
loader
Home
Explore
Events
Notification
Profile