Find the Latest Status about odia from top creators only on Nojoto App. Also find trending photos & videos about, odia.
ଶବ୍ଦ ର ସୁଗନ୍ଧ
JulietsQuill
#ମାଆ ଆଉ ଜହ୍ନମାମୁଁ ସେଇ ପୁନେଇ ନିରୋଳା ରାତିରେ କୁସୁମା କହୁଥାଏ ଜହ୍ନ କୁ ଚାହିଁ.... "ଏ ମା! ଏ ଜହ୍ନ ମାମୁଁ! ତୁମ ଦେହଯାକ କଳାରଂଗତକ କିଏ ବୋଳିଦେଲା ମ? ଆସ ତଳକୁ ଓହ୍ଲାଇ ଆସ, ମୁଁ ମୋ ମାଆ ଙ୍କୁ କହି ତୁମକୁ ପୁରା ସଫା କରିଦେବି ଯେମିତି ତୁମେ ଥିଲ ଠିକ୍ ସେମିତି! ମୋ ମାଆ ନା ଖୁବ୍ ଭଲ ମଣିଷ ସେ ବିଲକୁଲ ରାଗିବେନି।ତୁମେ ନ ଡରି ତଳକୁ ଆସ ତ! ମୋ ମାଆ MAGIC ଜାଣନ୍ତି ଯେ! ସମସ୍ତଙ୍କୁ ଭଲ ପାଆନ୍ତି।" ମୁଁ ତଳ ମହଲାରେ ଥାଇ ଏସବୁ ଶୁଣିସାରି ବିଭୋର ହୋଇ ଉଠୁଥିଲି ।ଅବଶ୍ଯ ସେଦିନ "ମାତୃ ଦିବସ" ନଥିଲା ତଥାପି ମାତୃତ୍ୱର ଦିବ୍ଯ ସ୍ପର୍ଶ କରୁଥିଲି ମୋ ଝିଅ କୁସୁମା ର ତା' ମା' ପ୍ରତି ଥିବା ପ୍ରଗାଢ ପ୍ରତ୍ଯୟ କୁ ଦେଖି! ©JulietsQuill #lonelynight ମାଆ ଆଉ ଜହ୍ନ #odiawritings #odia #OdiaGapa #odiastory #odianojoto #Odiaquotes #julietsquill #Saubhagyalaxmi99 #saubhagyalaxmi_ju
#lonelynight ମାଆ ଆଉ ଜହ୍ନ #odiawritings #odia #OdiaGapa #odiastory #odianojoto #Odiaquotes #julietsquill #Saubhagyalaxmi99 saubhagyalaxmi_ju #films #saubhagyalaxmi_juliet
read moreDharitri Panigrahi
diaryofdharitri odia odiaquote odiapoetry odiakavita odianojoto quotes for ExamsOfLife
read moreDharitri Panigrahi
Dharitri Panigrahi