Nojoto: Largest Storytelling Platform

New odia Quotes, Status, Photo, Video

Find the Latest Status about odia from top creators only on Nojoto App. Also find trending photos & videos about, odia.

Stories related to odia

    LatestPopularVideo

JKBMS

Judhisthir Majhi

Priti Pratikshya

ତୁମେ ମୋତେ ଭଲ ପାଇଥିଲ 
ରଫ୍ ଖାତାର କାଗଜଟେ  ପରି  ,

ଅଦରକାରୀ ଅଲୋଡା ଫର୍ଦଟିଏ ଥିଲି 
ତୁମ ଜୀବନ ପୃଷ୍ଠାରେ ବୋଧେ  ,

କିଛି ଦିନ ବେଶ୍ ଥିଲି ତମ ଦରକାରୀ 
ହିସାବ ପାଇଁ ଜାଗାଟିଏ ଲୋଡାଥିଲା ବୋଲି  , 

ମିଶା ମିଶି ଫେଡା ଫେଡି ଭିତରେ
 ମୋତେ ଦେଇଥିଲ ବାହାର କରି  , 

ବେଈମାନ ମଣିଷ ଟେ ପରି
ଚିରି ଫିଙ୍ଗିଦେଲ ମୋତେ  ,

ବି ଏମ୍ ସି ର ଅଳିଆ ଗଦା ରେ 
ହଜିଗଲି  ସିନା----
ତମ ଭଲ ପାଇବାକୁ ସାଉଣ୍ଟି ରଖିଛି 
ଆଜି ବି ମୁଁ ସିକ୍ରେଟ୍ ଡାଇରିଟେ ପରି  , #odiawritings #odiapoetry #yqodia #odiakavita #odiawriting 
#odialiterature #odia

Priti Pratikshya

ନା ଫେସବୁକ ରେ, ନା ହ୍ବାଟସାପ୍ ରେ, 
ମୁଁ ଖୋଜୁଛି ତମକୁ ମା ସାଇତି ରଖିଥିବା 
ସେହି ବାପା ଙ୍କ ପୁରୁଣା  ଚିଠି ରେ......!!! #odiawritings 
#odiapoetry 
#odiarapidfire 
#odiaquotes 
#odia

ଶବ୍ଦ ର ସୁଗନ୍ଧ

JulietsQuill

JKBMS

Kuna Behera

PRAVAT Unspoken

Dharitri Panigrahi

diaryofdharitri odia odiaquote odiapoetry odiakavita odianojoto quotes for ExamsOfLife

read more
loader
Home
Explore
Events
Notification
Profile