Find the Latest Status about odia kabita wallpaper from top creators only on Nojoto App. Also find trending photos & videos about, odia kabita wallpaper.
radhesnii
ଆଖିର ଲୁହ କୁ ଉଠରେ ପିଇ ଯେ କେତେ ଜଳି ଜଳି ମରିବି ହୃଦୟ ର ଦୁଃଖ ସହି ସହି ମୁଁ ଯେ କେତେ ଦିନ ବଞ୍ଚିବି.. କଥା ଥିଲା ପରା ଦୁହେଁ ଦୁହିଁଙ୍କର ପୁଛିଦେବା ଆଖି ଲୁହ... କେମିତି କହିବି ଏ ଅନ୍ତର ବେଦନା ତମ ହାତ ଧରିବାକୁ ଇଚ୍ଛା କରିଥିଲି ମନର ଶାନ୍ତି ତୋ ବହୁଦୂର ତମେ ପାଇଁ ଆଜି ଭରିଯାଇଛି ମୋ ଛାତିରେ ଅସରନ୍ତି କୁହ... କାଲି ଥିଲେ ସବୁ ଆପଣାର ଯେତେ ଆଜି ହୋଇଗଲେ ପର... ପ୍ରେମ ନାମକ ଦୁନିଆରେ ସ୍ବାର୍ଥ ଯେ ରଖି ମିଛେ କାହିଁ ହୋଅଇ ନିଜର.... ହୃଦୟ ର ଦୁଃଖ ଥରୁଟିଏ ବୁଝ ଦିଅ ନାହିଁ ଏତେ କଷ୍ଟ ମୋ ପାଖକୁ ଆଜି ଆସ ଫେରି କେମିତି ବୁଝାଇବି ସାଥୀ ତମ ବିନା ଜୀବନ ମୋ ଅସ୍ପଷ୍ଟ.... Odia kabita
Odia kabita
read more_untold _vibes
White नादान है ये दिल मेरा कोई उसे संभालों चलते चकते कोई इसका राह बनाजाओ। न जाने कितनो से टकराया न जाने कितना ठोकर ये खाया, कोई इस्पे काबू बनालो। करे कितना ज़िद्द ये करे कितना भरोसा कोई इसका भरोसा बनो। केसे पागल सी ख्वाइस है इसकी कोई इसको समझलो की कभी कभी ख्वायिस जीने नही देती। ©_untold _vibes #wallpaper #kabita #
Saipada Brajamohan
ପ୍ରେମ ର ସାକ୍ଷୀ ମୋ ଆଖି ର ଇଶାରା ଯାଉନି ତୁମକୁ ଦେଖା, ପଥର ଜାଣିବି ଭଲ ମୁଁ ପାଇବି ନୁହେଁ ମୁଁ ଏମିତି ବୋକା; ନିଶବ୍ଦ ଶବ୍ଦ ରେ ଭାବନା ଲେଖେ ମୁଁ ପଢ଼ିବ କେବେ ମୋ ଲେଖା, "ଏକା ରହିଯିବ", ଡରାଅ କାହାକୁ ? କେବେ ଠୁ ଅଛି ମୁଁ ଏକା । @suvam@ #alone #Nojoto #odia #nojotoodia #Odisha #kabita #odianojoto #kabita
#alone #odia #nojotoodia #Odisha #kabita #odianojoto #kabita
read moreKhemraj B Odia Video YouTube Channel
"ଇଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ" ©Khemraj B Odia Video YouTube Channel odia kabita, ଓଡ଼ିଆ କବିତା #MothersDay
odia kabita, ଓଡ଼ିଆ କବିତା #MothersDay
read moreKabita Nayak
ଛୋଟ ଛୋଟ କଥା ରେ ଖୁସିରେ ରହିବା ଝିଅ ଟେ ମୁଁ,...ବୋଧେ ସେଥିପାଇଁ ବଡ ବଡ ଦୁଃଖ କୁ ବି ହସିକି ସହିଯାଉଛି।🙂 ନିଜ ଛଡା..ନିଜ ଦୁଃଖ କାହା ଆଗରେ କହିପାରେନି, କାରଣ ଏଠି ଦୁଃଖ ଶୁଣି ସାଥ୍ ଦବା ଲୋକ କମ୍ କିନ୍ତୁ ଚୁଗୁଲି..ଥଟା, ପରିହାସ କରିବା ଲୋକେ ଅଧିକ।😒 କହିବି କାହିଁକି..ଶୁଣିବି କାହିଁକି ।😕 ନିଜେ strong ବୋଲି ମିଛ ରେ ଦେଖେଇହବା ଛଡା ଆଉ କିଛି ବାଟ ନଥାଏ । ନହଲେ ଏ ସମାଜ ରେ ..କମଜୋର ଭାବି ଥଟା ପରିହାସ କରିବା, ଅସମ୍ନାନ କରିବା, ନିଚ ଦେଖେଇବା ଆରମ୍ଭ କରିଦେବେ ।😔 କଥା ରେ ଅଛି ଭଲ ଲୋକଙ୍କ ସହ ବନ୍ଧୁ ବାନ୍ଧିବା ଲାଭଦାୟକ କିନ୍ତୁ ଆମ ଚତୁର୍ପାଶ୍ବ ରେ ୧୦ ଜଣ ଙ୍କ ମଧ୍ୟ୍ୟ ରୁ ୮ ଜଣ ବେଇମାନ...୨ଜଣ ଭଲ....ହେଲେ କୋଉ ୨ଜଣ ଭଲ, ସେଇଟ ମୁଁ ଜାଣିନି😔 ଏବେ ସେଇ ମୋଢ ରେ ଆସି ଠିଆ ହେଇଛି...ଯୋଉଠି ଜୀବନ ମତେ ହରେଇବାକୁ ଚାହୁଁଛି... କିନ୍ତୁ...ମୁଁ .....ହାରିବିନି । 😌 🙏Jay Jagannath🙏 ©Kabita Nayak #kabita #odia #heartbroken💔feel
#kabita #odia heartbroken💔feel #Motivational
read moreKhemraj B Odia Video YouTube Channel
"ଦଇବ ଦଉଡି ମଣିଷ ଗାଈ ଜେନିକି ଟାଣିଲେ ତେଣିକି ଯାଇ" ©Khemraj B Odia Video YouTube Channel ଓଡ଼ିଆ ଶାୟାରୀ ଏବଂ କବିତା Odia kabita
ଓଡ଼ିଆ ଶାୟାରୀ ଏବଂ କବିତା Odia kabita
read more