Nojoto: Largest Storytelling Platform

New benu gopal bangur Quotes, Status, Photo, Video

Find the Latest Status about benu gopal bangur from top creators only on Nojoto App. Also find trending photos & videos about, benu gopal bangur.

    LatestPopularVideo

Jyotshna Rani Sahoo

Benu Gopal Mohanta #Yqbhaina#ସମସ୍ୟାସମାଧାନ #କାବେରୀ

read more
ପ୍ରଶ୍ନ:
 ଟଙ୍କା ବଦଳ ରେ ଯଦି ଲୁହର ବ୍ୟବସାୟ ହୁଅନ୍ତା ଆଜି ସବୁଠୁ ବେଶୀ ଖୁସି କିଏ ରହିଥାନ୍ତା?
ଉତ୍ତର:
ସୁବିଧାବାଦୀ ମଣିଷ ନିଶ୍ଚୟ ଏହାର ବାଟ ଖୋଜନ୍ତା ଦୁଃଖୀ କୁ ବନ୍ଦୀ କରି ଲୁହ ଲୁଟି ନିଅନ୍ତା।ଆଉ ଲୁହ ବଦଳରେ ତା ହାଲୁକା ପଣର ମଜାକ୍ ଉଡ଼ାନ୍ତା।ଖୁସି ରେ ହକ ଯାହାର ଥାଉ ନା କାହିଁକି ସବୁବେଳେ ଜୋର୍ ଜାର୍ ମୁଲକ୍ ତାର୍ ହୁଅନ୍ତା। Benu Gopal Mohanta 
#yqbhaina#ସମସ୍ୟାସମାଧାନ 
#କାବେରୀ

Jyotshna Rani Sahoo

Source Pinterest yqbhaina yqbhaina #ଶାରଦୀୟପରିକଳ୍ପନା #ଶାରଦୀୟସୃଜନିକା୨ #ମହାତପା#ମହାକଥା #ମହାକବିତା Benu Gopal Mohanta

read more
## ସହରୀ ଆଇନା ##
(ବେଣୁ ଗୋପାଳ ମହାନ୍ତ ଙ୍କ ଲେଖନୀ ରୁ ନିଶୃତ ଏକ ସୁନ୍ଦର କବିତା।)

ସହର ଠିକ୍ ସେ ଆଇନା ପରି ସ୍ୱଚ୍ଛ, ନିର୍ମଳ ଆଉ ଦୂରରୁ ଚକ୍ ଚକ୍। ଟାଣି ନିଏ ନିଜ ଆଡ଼କୁ ନିଜକୁ ତର୍ଜମା କରେଇବା ଲୋଭରେ।ହେଲେ ତା ଭିତରେ ଏକ ଜାଦୁ ଘର ଏକ ସୁସଜ୍ଜିତ ମୟାଜାଲ। ବିସ୍ମୃତ କରେଇ ଦିଏ ସବୁ ସ୍ନେହ, କର୍ତ୍ତବ୍ୟ,ବନ୍ଧୁ ବାନ୍ଧବ ଆଉ ଆପଣାର ପ୍ରେମ।
ଅତ୍ୟଧିକ ମୋହରେ ମୋହିତ କରି ଭୋଗ ଲାଳସା କୁ ଚରିତାର୍ଥ କରି ଭୁଲେଇ ଦିଏ ଅତୀତ, ଲୋଭ ର କାଉଁରୀ କାଠି ବୁଲେଇ।ନିଜକୁ ବିଜ୍ଞାନର ସାମ୍ରାଜ୍ୟର ଅଧିକାରୀ କହି ଟେକ୍ନୋଲୋଜି ର ଅନ୍ଧ ପୁଟୁଳି ବାନ୍ଧି ଲୁଣ୍ଠନ କରିନିଏ ବାସ୍ତବତା ର ଅସ୍ତିତ୍ଵ।
ଆଇନା ଭୁଲିଯାଏ ତାର ସୃଷ୍ଟିର ମହତ୍ତ୍ଵ। ଭୁଲିଯାଏ ଯେତେ ବି ସମୟର ଧୂଳି ଲାଗିଲେ ବି ସେ ହେବା କଥା ନୁହଁ ତାର କର୍ତ୍ତବ୍ୟ ରୁ ନିବୃତ୍ତ।ଆଜି କାଲିକା ବସ୍ତୁବାଦୀ ସ୍ୱାର୍ଥପର ଦୁନିଆରେ ଆଇନା ଆଉ ସତ କୁହେନା। Source Pinterest
#yqbhaina
#yqbhaina
#ଶାରଦୀୟପରିକଳ୍ପନା
#ଶାରଦୀୟସୃଜନିକା୨
#ମହାତପା#ମହାକଥା
#ମହାକବିତା
 Benu Gopal Mohanta

Jyotshna Rani Sahoo

#ରଜମୁକାବିଲା #ସୂର୍ଯ୍ୟସ୍ନାତା #ରଜପାଲା #Yqbhaina SARTHAK RAY ସହଧର୍ମୀ Rekharani Sahu ବିଷମ ଧର୍ମୀ Benu Gopal Mohanta

read more
ପ୍ରେମର ପରୀକ୍ଷା ପାଇଁ ଦୂରତା କୁ କଲି ବାଟ
ଏବେ ଅସହ୍ୟ ହେଇଗଲା ସେ ସମୟର ଛାଟ। #ରଜମୁକାବିଲା #ସୂର୍ଯ୍ୟସ୍ନାତା #ରଜପାଲା #yqbhaina
SARTHAK RAY
ସହଧର୍ମୀ  Rekharani Sahu
ବିଷମ ଧର୍ମୀ Benu Gopal Mohanta

Adyasha Priyadarshini D

Benu Gopal Mohanta ଙ୍କ ପ୍ରଶ୍ନ ର ଉତ୍ତର ।ଆଶା କରେ ମନକୁ ପାଇବ ।🙏 #ନର୍ମଦା #ସମସ୍ୟାସମାଧାନ #ରଜମଉଜ୨ #Yqbhaina

read more
ପ୍ରଶ୍ନ - ଅନ୍ଧାର ଯଦି କାଳର ସାଥି । ଭଗବାନ କାହିଁକି ତାକୁ ପ୍ରଦାନ କଲେ?

ଉତ୍ତର- ପ୍ରତ୍ୟେକ ଟି ଜିନିଷ ର ବିରୋଧ ବା ବିରୋଧୀ ଟିଏ ଦରକାର । ତେବେ ଯାଇ ଜୀବନ ସଫଳ ହେବ ।
ଅନ୍ଧାର ହେଉଛି ଆଲୋକ ର ପ୍ରତିପକ୍ଷ।ସନ୍ତୁଳନ ବା ଭାରସାମ୍ୟ ରକ୍ଷା କରିବା ନିମନ୍ତେ ପ୍ରତିପକ୍ଷର ଆବଶ୍ୟକତା ଥାଏ । ଅନ୍ଧାର ଓ ଆଲୋକ ବ୍ୟକ୍ତିଗତ ଭାବରେ ବିପରୀତ ଓ ଅସଂପୂର୍ଣ୍ଣ ମଧ୍ୟ କିନ୍ତୁ ଦୁହେଁ ଦୁହିଁଙ୍କୁ ସଂପନ୍ନ କରିଥାନ୍ତି,  ଯେମିତି କି ୟିନ-ୟାଙ୍ଗ । 
ଆଉ ରହିଲା କଥା ଭଗବାନଙ୍କ ଦେବା ର "ଭଗବାନ ଯାହା କରନ୍ତି  ପ୍ରାଣୀର ମଙ୍ଗଳ ପାଇଁ । Benu Gopal Mohanta  ଙ୍କ ପ୍ରଶ୍ନ ର ଉତ୍ତର ।ଆଶା କରେ ମନକୁ ପାଇବ ।🙏

#ନର୍ମଦା 
#ସମସ୍ୟାସମାଧାନ 
#ରଜମଉଜ୨ 
#yqbhaina

Mousumi

Bajlo tomar alor benu #reel #short #Bengalisong #Mousumi #শায়রি

read more

गोपाल राम

gopal bana gameti gopal bana #कॉमेडी

read more

Gopal Bharwad

gopal #શાયરી

read more

Subham Karmakar

gopal #Memes

read more

Gopal

Gopal #Comedy

read more

Gopal Salame

gopal #सस्पेंस

read more
loader
Home
Explore
Events
Notification
Profile