Nojoto: Largest Storytelling Platform

New odia poem Quotes, Status, Photo, Video

Find the Latest Status about odia poem from top creators only on Nojoto App. Also find trending photos & videos about, odia poem.

    LatestPopularVideo

Jharana Rout

odiapoem #କବିତା

read more

B.Bhusan

Odia Poem

read more
ଶ୍ରୀଯୁକ୍ତ ସମାଜ 

ଧର୍ଯ୍ୟ ହରା ସମାଜଟା
ଧିକ୍କାର କରୁଛି ବର୍ତ୍ତମଙ୍କୁ
ଘଟୁଥିବା ଚମତ୍କାରକୁ ନୋଦେଖି
ମୋରି ପୋଡି ଖୋଜିବୁଲୁଚି ଭୁଲ କୁ
ଟିକେ ପ୍ରତିବାଦ ରୋ ସ୍ୱର କୁ କୋମକୋରି 
ପରିବର୍ତ୍ତନ କୁ ଅପଣାନ୍ତ କି?
ସୃଷ୍ଟି କୁ ପରଖି ଦେଖି ସଜାଡି ରଖନ୍ତା କି?
ନା, ତା ନୁହେଁ, ବରଂ 
କାଦୁଅ ଫିଙ୍ଗା ଫିଙ୍ଗି ହୋଇ 
ସଜାଡି ବା ପରିବର୍ତେ ବିହାଡୁଛନ୍ତି
କେତେ ଭଲ ହୁଅନ୍ତା
ବ୍ୟସ୍ତ ବହୁଳ ଜୀବନ ରୁ ବାହାରି 
ପ୍ରକୃତି କୁ ଉପଭୋଗ କୋରନ୍ତ 
ଇଟା, କଂକ୍ରିଟ ରୋ ପ୍ରକୃତି ନୁହଁ
ବରଂ ଗୋଛ, ଲତା ରୋ ପ୍ରକୃତି
ପ୍ରାକୃତିକ ପରିବେଶ କୁ ଦେଖି
ଆନନ୍ଦ ଉପଭୋଗ କରନ୍ତା
ବୁଝିପାରନ୍ତା ତା ରୋ ଆବଶ୍ୟକତା କୁ
ପ୍ରେରିତୋ କରନ୍ତା ନିଜକୁ ଏବଂ ଅନ୍ୟକୁ 
ପରିବେଶ ବଞ୍ଚାଇବାରେ,
ସମାଜ କୁ ସୁସ୍ଥ ରଖିବାରେ ।
 Odia Poem

Writingworld369

#odia poem

read more

Branded Kameena

odia poem #romance

read more

Saroj Sundaray

#ଓଡ଼ିଆ odia poem shyari

read more
କେବେ କେବେ ମଣିଷ ହାରି ଯାଏ ନିଜ ଠୁ, ସମାଜ ଠୁ, ସାରା ଦୁନିଆ ଠୁ, ନିଜ ପରିଜନ ଠୁ, ତ କେବେ ସବୁ ଠାରୁ ବେଶି ଭଲ ପାଉଥିବା ମଣିଷ ଠୁ।
କହି ବାକୁ ତ ତାର ଦୁନିଆ ରେ ସବୁ ଅଛନ୍ତି, କିନ୍ତୁ ରାତି ଅଧିଆ ତା ଆଖି ଖୋଲିଲେ ସେ ନିଜ କୁ ପାଏ ସମ୍ପୂର୍ଣ୍ଣ ଏକାକୀ। ସତେ ଯେମିତି ଭିଡ଼ ଭିତରେ ସେ ପୁରା ଏକୁଟିଆ। କଥା ହୁଏ, ରାଗ ବି କରେ ଆଉ ରୁଷେ ବି କିନ୍ତୁ ଆଉ କାହା ଉପରେ ନୁହେଁ, କେବଳ ନିଜ ମନ ଉପରେ। ରାତ୍ରିର ଅନ୍ଧକାର ତାର ଯେମିତି ଭାରୀ ପ୍ରିୟ। କାରଣ ସେହି ଅନ୍ଧକାର ଭିତରେ ତା ଲୁହ କାହାକୁ ଦେଖା ଯାଏନି କି ନା ତାକୁ ସେ ମିଛି ମିଚ୍ଛିଆ ହସ ହସିବାକୁ ପଡ଼େ। ସବୁ ଦିନ ରାତିରେ ସେ ମୋ ପାଇଁ ସାଇତି ରଖିଥାଏ ଅନେକ ଗୁଡାଏ ପ୍ରଶ୍ନ ବାଣ, ଯାହାର ଆଘାତ ରେ ଶରୀର ହୁଏ କ୍ଷତାକ୍ତ ଆଉ ମନ ହୁଏ ବ୍ୟାକୁଳ। ସବୁ ରାତି ମୁଁ ହାରିଯାଏ ତା ପ୍ରଶ୍ନ ଆଗରେ ଆଉ ପ୍ରତିଶୃତି ଦିଏ ଯେ ତୋ ପ୍ରଶ୍ନ ର ଉତ୍ତର ତତେ ମିଳିବ , ଅପେକ୍ଷା କର ଆଉ ଧର୍ଯ୍ୟ ଧର। #ଓଡ଼ିଆ #odia #poem #shyari

Saroj Sundaray

#ଓଡ଼ିଆ odia poem shayari

read more
ଦିନ ସରିଗଲା ଆଉ ସରିଗଲା ବି ଛାତ୍ର ଜୀବନର ଶେଷ ସରସ୍ୱତୀ ପୂଜା।
ସାଙ୍ଗ ସାଥି ଆଉ ସହପାଠୀ ଙ୍କ ସାଙ୍ଗେ ପୂଜା ପ୍ରସ୍ତୁତି କରୁ କରୁ କେବେ ସରିଗଲା ସେଇ ହସ ଖୁସି ର କିଛି ଅଭୁଲା କ୍ଷଣ ପଛକୁ ଚାହିଁ ଦେଖିଲେ ବି ଆଉ ହିସାବ ମିଳେ ନାହିଁ। ବାସ୍ତବ ରେ ପୂଜା ହବାର ଯେତିକି ଖୁସି ନାହିଁ , ସେତିକି ଖୁସି ଅଛି ସାଙ୍ଗରେ ବିତେଇ ଥିବା କେଇ ଘଣ୍ଟା ଯାହାକି ବୋଧ ହୁଏ ଜୀବନ ସାରା ପାଇଁ ଏକ ସ୍ମୃତି ହୋଇ ରହିବ।  ଯେବେ ନୂଆ ନୂଆ ବୁର୍ଲା ଆସିଥିଲି ସେତେବେଳେ ଲାଗୁଥିଲା ଜାଗା ହଉଛି ପର ଆଉ ଲୋକ ହେଉଛନ୍ତି ଅଜଣା। କିନ୍ତୁ ଆଜି ସମୟ ଅଲଗା ଆଜି ବୁର୍ଲା ଲାଗେ ନିଜ ଘର ଭଳି ଆଉ ଅଜଣା ଲୋକ ଲାଗନ୍ତି ନିଜ ଆତ୍ମୀୟ ପରିଜନ ଭଳି। କାହିଁ କେଜାଣି ସେମାନଙ୍କୁ ଦିନେ ନ ଦେଖିଲେ ଦିନ ସବୁ ଅନାମନା ଲାଗେ। ବୁର୍ଲା ରୁ ମୁଁ କିଛି ନିଏ ନ ନିଏ କିନ୍ତୁ ନେଇଯିବି କିଛି ଅଭୁଲା ସ୍ମୃତି ଆଉ କିଛି ଚେହେରା ଯାହା ଙ୍କୁ ମୁଁ ଯେଉଁଠି ବି ଥାଏ ନ କାହିଁକି କେବେ ଚାହିଁକି ବି ଭୁଲି ପାରିବି ନାହିଁ..........! #ଓଡ଼ିଆ #odia #poem #shayari

Purna chandra Rana

Odia Poem. Sneha Belabhumi

read more

Umakanta Nath

Odia poemumaLove #proposeday #ପ୍ରେମ

read more
ସନ୍ଦେହ

ସନ୍ଦେହ କୁ ଯେବେ ପଚାରିଲି  
ତୁ କାହିଁକି ଆମ ସମ୍ପର୍କ ଭିତରକୁ ଅବାଧରେ ପଶିଆସୁ। ନା ଥାଏ ତୋର ଆଗରୁ ସୂଚନା ନା ତୋର ଠିକଣା

ସେ କହିଲା-
ମୁଁ ଚାଲି ଆସେ ମାପିବାକୁ ପ୍ରେମର ଗଭୀରତାକୁ।ମଜଭୁତ୍ କରିବାକୁ ଏ ସମ୍ପର୍କ କୁ। ସମ୍ପର୍କ ବିଶ୍ୱାସରେ ଗଢା ହେଲେ ମୁଁ ଭାଙ୍ଗିଯାଏ ନହେଲେ ଭାଙ୍ଗିଯାଏ ସମ୍ପର୍କ।

©Umakanta Nath Odia poem#uma#Love

#proposeday

Saroj Sundaray

#ଓଡ଼ିଆ odia poem quote shyari

read more
ତୁ ଥିଲୁ, ମୁଁ ଥିଲି,
ତୁ ନାହୁଁ, କିନ୍ତୁ ମୁଁ ଅଛି,
ତୁ ଆସିବୁ କି କହ, ମୁଁ ସେଇଠି ଏବେ ବି ଅଛି,
ଜଉଠି ଦିନେ ଛାଡି ଯାଇଥିଲୁ ତୁ ମତେ ଏକାକୀ କରି,
ଆଜି ବି ସେଇ ନଦୀ କୂଳ ଆଉ ସେ ସନ୍ଧ୍ୟା ବେଳ ଅନେଇ ବସିଛି ତୋ ଫେରିବା ବାଟକୁ,
କହ କହି ଦେବି କି ତାଙ୍କୁ ଯେ ହଜି ଯାଇଛି ସେ ପ୍ରେମ, ମରି ଯାଇଛି ସେ ତୃଷ୍ଣା,
କହି ଦେବି କି ସେ ଥୁଣ୍ଟା ବର ଗଛ କୁ, ଆପଣେଇ ନେ ଏ ବସନ୍ତ କୁ, ଭୁଲିଯା ସେ ବର୍ଷା ଦିନର ତା ଓଦା ଓଢଣି କୁ ଆଉ ଶୀତ ଦିନ ର ତା ଶୁଖିଲା ହସ କୁ,
ଜାଣେନା ତୁ ଫେରିବୁ କି ନାହିଁ, କିନ୍ତୁ ଯଦି ଆସିବୁ ତେବେ ସାଙ୍ଗରେ ନେଇ ଆସି ଥିବୁ ସ୍ମୃତି ର ସେ ଫରୁଆ ଯାହା ଭିତରେ ଦିନେ ସାଇତି ରଖିଥିଥିଲୁ ତୁ ଆମ ଅଧା ଗଢା ପ୍ରେମ ଆଉ ମିଛ ଶତ ପ୍ରତିଶ୍ରୁତି  ର ପ୍ରମାଣ ସବୁକୁ,
ବୁଝେଇ ଦବୁ ସେ ବର ଗଛ କୁ, ଟିକେ ଆଉଁଶି ଦବୁ ତା ଶାଖା କୁ,
ମୁଁ ଯାଉଛି ଉତ୍ତର ଖୋଜିବାକୁ, ତୋ ପଚାରିଥିବା ପ୍ରଶ୍ନ ର,
ପୁଣି ଆସିବି, ତତେ ଅପେକ୍ଷା କରିବି ଏଇ ବର ଗଛ ତଳେ, ଏଇ ନଦୀ କୂଳେ.................! #ଓଡ଼ିଆ #odia #poem #quote #shyari

Saroj Sundaray

 #love #nojoto #odia #poem #shyri
loader
Home
Explore
Events
Notification
Profile