Find the Latest Status about xin jiang from top creators only on Nojoto App. Also find trending photos & videos about, xin jiang.
Subhasish Pradhan
ସବୁ "ଅଧିକ" ଟା ଖରାପ.... ସେ ସ୍ନେହ ହେଉ, ଭଲପାଇବା ହେଉ, କର୍ମ ହେଉ କି ଆତ୍ମୀୟତା ଉପଲବ୍ଧି କଲି, ନିଜତ୍ୱ କୁ ହରେଇଲା ପରେ ।। #ନିଜତ୍ୱ challenge to Xin Suraj #Yqbaba #Muodia
Subhasish Pradhan
ଅନ୍ଧାର ଅପମାନିତକରେ ଅବଶୋଷର ଅସହାୟତାକୁ।। ଆଲୋକ ଆଞ୍ଜୁଳାଏ ଆଶାଦିଏ ଆଖିକୁ।। ଜୀବନଟା କିନ୍ତୁ ପୁରା ଓଲଟା, ଏଠି "ଆ" ରୁ ଆରମ୍ଭ ହୁଏ "ଅ" ରେ ଅନ୍ତ ହେଇଯାଏ।। #ଜିଜୀବିଷା #ଜୀବନ #yqodia #yqbhaina #odiastory #pinta_quote Xin Suraj 🔥
#ଜିଜୀବିଷା #ଜୀବନ #yqodia #Yqbhaina #odiastory #pinta_quote Xin Suraj 🔥
read moreSubhasish Pradhan
दर्द सारे खो जाते हैं होठों पर छोटी सी मुस्कान खिल उठती है।। ट्रैन के अन्दर देख कर हमें जब कोई मासूम चेहरा मुस्कुरा जाती है।। #मुस्कान #yqbaba #yqdidi #yqhindi #positivethoughts #pinta_quote It's Xin Suraj's WhatsApp dp
#मुस्कान #yqbaba #yqdidi #yqhindi #positivethoughts #pinta_quote It's Xin Suraj's WhatsApp dp
read moreSubhasish Pradhan
ଓଡ଼ିଆ ଜୀବନ କୁ ଡରୁଥିଲା ସେ, ସେଥିପାଇଁ ମୃତ୍ୟୁ ସହ ରହିବାର ଚୁକ୍ତି କରିଦେଲା ।। हिंदी ज़िन्दगी से डरता था वो बहत, इस लिये मौत के साथ रहने का वादा कर दिया ।। #YQbaba #YQdidi YQ Bhaina #Dead #life Xin Suraj kesa laga.... Bolna jarur
Subhasish Pradhan
उसने मुझे छोड़ दिया तो क्या हुआ ?? मेने भी छोड़ा था सारा जहाँ उसके लिए ।। This beautiful pic captured by Xin Suraj . Thank you dear for this. #YQBaba #YQDidi
Subhasish Pradhan
ସ୍ୱପ୍ନ ସବୁକୁ ଲେଖିବାର ସାହସ ଆମ କଲମରୁ ଝରୁଥିବା ସ୍ୟାହିର ନଥିଲା।। ସ୍ୱପ୍ନ ଗୁଡ଼ା ତ ଖିନଭିନ ହେଇ ଏଣେତେଣେ ପଡ଼ିଥିଲେ ସାଉଁଟିବାପାଇଁ ନିଦ ପାଖରେ ସମୟ ନଥିଲା।। ଭାବନାର ଅପେକ୍ଷାରେ ଆଖି ଉଜାଗର ରାତି ରାତି କିଛି ଦୁଃଖ, କିଛି ପ୍ରେମ, କିଛି ଆଶା କିଛି ମିଛ ଆମକୁ ଅଲୋଡ଼ା ଲେଖକର ପଥେ ଅଗ୍ରସର କରାଇ ସାରିଥିଲା।। ସ୍ୱପ୍ନ ସବୁକୁ ଲେଖିବାର ସାହସ ଆମ କଲମରୁ ଝରୁଥିବା ସ୍ୟାହିର ନଥିଲା।। With..... Anuup Kamal Agrawal Alok Nanda Xin Suraj Swagatam Ratha #ସ୍ୱପ୍ନ #ଆମେ #yqodia #munodia #yqbhaina #pinta_quote
With..... Anuup Kamal Agrawal Alok Nanda Xin Suraj Swagatam Ratha #ସ୍ୱପ୍ନ #ଆମେ #yqodia #munodia #Yqbhaina #pinta_quote
read moreSubhasish Pradhan
Anuup जी आग उगल ते हैं 🔥 Smruti ma'am खुशियाँ बिखेरती हैं 😄 Rinku ma'am रोज कुछ नया सिखाती हैं 😎 Suraj अपनी शब्दों से जादू दिखता है 👒 ❤ ❤ और हम अपने भी एक बड़े fan हैं 😂 Anuup Kamal Agrawal Smruti Rekha Patra Rinku Taunk Xin Suraj #happybirthdayyourquote #2ndbirthday 🎂🎂 #प्रिय_लेखक सबको समर्पित ❤ #yqdidi
Anuup Kamal Agrawal Smruti Rekha Patra Rinku Taunk Xin Suraj #HappyBirthdayYourQuote #2ndbirthday 🎂🎂 #प्रिय_लेखक सबको समर्पित ❤ #yqdidi #yqbaba
read more